Jump to content

ଆକାଶେ କି ରଙ୍ଗ ଲାଗିଲା

ଉଇକିପିଡ଼ିଆ‌ରୁ
(Akashe Ki Ranga Lagilaରୁ ଲେଉଟି ଆସିଛି)
ଆକାଶେ କି ରଙ୍ଗ ଲାଗିଲା
ନିର୍ଦ୍ଦେଶକଏସ୍ କେ ମୂରଲୀଧରନ
ପ୍ରଯୋଜକସୀତାରାମ ଅଗ୍ର‌ୱାଲ, ନମିତା ଅଗ୍ର‌ୱାଲ, ରାଜ୍ ଥୋରାନୀ
ସଂଳାପସୁଦୀପ୍ତା ନନ୍ଦ
ଚିତ୍ରନାଟ୍ୟବିଜୟ ମଲ୍ଲ
କାହାଣୀବିଜୟ ମଲ୍ଲ
କଳାକାରଅନୁଭବ ମହାନ୍ତି, ଅର୍ଚ୍ଚିତା ସାହୁ, ରାଲି ନନ୍ଦ, ବିରଞ୍ଚି, ଦେବୁ ବୋଷ, ଅନିତା ଦାସ, ରାଇଚରଣ ଦାସ, ସଲିଲ ମିତ୍ର
ସଙ୍ଗୀତବିକାଶ ଦାସ
ଚିତ୍ରଗ୍ରହଣଆର୍. ଭଗତ ସିଂହ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୧୨ ଜୁନ ୨୦୦୯
ଦେଶ ଭାରତ
ଭାଷାଓଡ଼ିଆ

ଆକାଶେ କି ରଙ୍ଗ ଲାଗିଲା, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[][] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ର‌ୱାଲ,[] ନମିତା ଅଗ୍ର‌ୱାଲ ଓ ରାଜ୍ ଥୋରାନୀ । ବିଜୟ ମଲ୍ଲ ଏହି କଥାଚିତ୍ରଟିର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ସୁଦୀପ୍ତା ନନ୍ଦ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏସ୍. କେ. ମୂରଲୀଧରନ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ ଅର୍ଚ୍ଚିତା ସାହୁ । ରାଲି ନନ୍ଦ, ବିରଞ୍ଚି, ଦେବୁ ବୋଷ, ଅନିତା ଦାସ, ରାଇଚରଣ ଦାସ, ସଲିଲ ମିତ୍ର, ପୃଥିରାଜ ନାୟକ, ରୁନୁ ପରିଜା, ଜୟୀରାମ ସାମଲ, ହରିହର ମହାପାତ୍ର, ମୁନ୍ନା ଖାନ୍, ମଧୁସ୍ମିତା, ବ୍ରଜ ନାୟକ, ମିଲି, ପୁପୁନ୍ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସମୋହିତ ଚକ୍ରବର୍ତ୍ତୀ, ଅରୁଣ ମନ୍ତ୍ରୀ, ବିଜୟ ମଲ୍ଲ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଶ୍ରୀଚରଣ ମହାନ୍ତି, କୁରଣାକର, ଉଦିତ ନରାୟଣ, ନିବେଦିତା, ପଦ୍ମା, ପମି, ସୁରେଶ ୱାଡ଼େକର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

କ୍ରମଗୀତସମୟ
1."ଦୂରେ ଚାଲିଯାଏ ମାୟା ଲଗେଇ" 
2."ତୋ ଆଖିରେ ମୁଁ" 
3."କୁଚ୍ଚି କୁଚ୍ଚି" 
4."ଆଜି ଆକାଶେ କି ରଙ୍ଗ ଲାଗିଲା" 
5."ଲୁହ ଟୋପେ" 
6."ଆକାଶକୁ ଛୁଇଁଯିବି" 
7."ଆଜି ଆକାଶେ କି ରଙ୍ଗ ଲାଗିଲା (ଧିର)" 
  1. "ନାୟିକା ଏଲିନା ସାମନ୍ତରାୟ୍‌, ଏକା ସହ ଦୁଇଟି ବଡ଼ ପ୍ରଯୋଜନା ସଂସ୍ଥାରେ କରିବେ କାମ". E News ଓଡ଼ିଆ. 28 November 2017. Retrieved 26 December 2017.
  2. ୨.୦ ୨.୧ ୨.୨ ୨.୩ ୨.୪ "ଓଲିଉଡର ଚର୍ଚ୍ଚିତ ଭାଇ-ଭଉଣୀ, ଯେଉଁମାନେ ପରଦାରେ ଜନପ୍ରିୟ | Sambad". Sambad. 25 August 2018. Archived from the original on 28 August 2018. Retrieved 27 August 2018.
  3. "ରୂପେଲୀ ପରଦାରେ ରାକ୍ଷୀ - SamajaLive.in". SamajaLive.in. 25 August 2018. Archived from the original on 28 August 2018. Retrieved 27 August 2018.
  4. "ଏହି ନାୟକଙ୍କ ସହ କାମ କରିଛନ୍ତି ରାଲି". sambad.in. 25 March 2018. Retrieved 2 April 2018.
  5. "ରୂପେଲି ପରଦାକୁ କେବେ ଆଉ କେମିତି ଆସିଲା ରାକ୍ଷୀ: ପଢନ୍ତୁ ଏଇ କାହାଣୀ | News7". www.prameyanews7.com. Archived from the original on 30 September 2020. Retrieved 27 August 2018.

ବାହାର ଆଧାର

[ସମ୍ପାଦନା]