ବ୍ୟବହାରକାରୀ:MKar/ଓଡ଼ିଶା ସଂଗୀତ ନାଟକ ଏକାଡେମୀ/୨୦୦୪-୧୬
ଦେଖଣା
୨୦୦୪
[ସମ୍ପାଦନା]- ମାୟାଧର ରାଉତ - କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ
- ଅକ୍ରୁର ମହାରଣା - ଓଡ଼ିଶୀ କଣ୍ଠ ସଙ୍ଗୀତ
- ହରିହର ମିଶ୍ର - ନାଟ୍ୟ ରଚନା
- ସଂଗୀତା ଦାସ - ଅଭିନେତ୍ରୀ/ନିର୍ଦ୍ଦେଶିକା
- ମୋହନ ପଟ୍ଟନାୟକ - ବାଦ୍ୟଯନ୍ତ୍ର
- ନବଘନ ପରିଡ଼ା - ଲୋକନୃତ୍ୟ (ଭାରତ ଲୀଳା)
- ଅର୍ଜୁନ ଦାସ - ଲୋକଗୀତ (ପାଲା)
- ନବକିଶୋର ମିଶ୍ର - ସଙ୍ଗୀତ
- ଦେବେନ୍ଦ୍ର ପ୍ରସାଦ ଦାସ - ଗୀତିକାର
- ଧନେଶ୍ୱର ଦାସ - ହିନ୍ଦୁସ୍ତାନୀ କଣ୍ଠସଂଗୀତ
୨୦୦୫
[ସମ୍ପାଦନା]- କାଶୀନାଥ ସାହୁ - କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ
- ଘନଶ୍ୟାମ ପଣ୍ଡା - ଓଡ଼ିଶୀ କଣ୍ଠ ସଂଗୀତ
- ଆଲୋକା କାନୁନ୍ଗୋ - ନୃତ୍ୟ
- ଉମାକାନ୍ତ ଶାହା - ଅଭିନେତା/ ନିର୍ଦ୍ଦେଶକ
- ପ୍ରଫୁଲ୍ଲ ରାୟ - ବାଦ୍ୟଯନ୍ତ୍ର (ବେହେଲା)
- ରମଣୀ ରଞ୍ଜନ ମହାନ୍ତ - ଲୋକନୃତ୍ୟ (ଛଉ)
- ରାମହରି ପାଢ଼ୀ - ଲୋକଗୀତ/ ଦାସକାଠିଆ
- ଭୁବନେଶ୍ୱରୀ ମିଶ୍ର - ସଙ୍ଗୀତ
- ବୃନ୍ଦାବନ ଜେନା - ଗୀତିକାର
- ଚିତ୍ତରଞ୍ଜନ ପାଣି - ହିନ୍ଦୁସ୍ଥାନୀ କଣ୍ଠସଂଗୀତ
୨୦୦୬
[ସମ୍ପାଦନା]- ମିନତୀ ମିଶ୍ର - କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ
- ରବିନାରାୟଣ ମହାପାତ୍ର - ଓଡ଼ିଶୀ କଣ୍ଠ ସଂଗୀତ
- ଉମାକାନ୍ତ ବେହେରା - ନାଟ୍ୟ ରଚନା
- ରବିନ୍ଦ୍ର ଅତିବୁଦ୍ଧି - ନୃତ୍ୟ
- ସୁନ୍ଦରମଣୀ ଦେବୀ - ଅଭିନୟ/ମଞ୍ଚ ନିର୍ଦ୍ଦେଶନା
- ଗୌରାଙ୍ଗ ଚରଣ ରାଉଳ - ଲୋକନୃତ୍ୟ (ଘଟ ପାଟୁଆ)
- କେ.ରାମାରାଓ ପାତ୍ର - ବାଦ୍ୟଯନ୍ତ୍ର (କର୍ଣ୍ଣାଟକୀ ବୀଣା)
- ନରୋତ୍ତମ ସାହୁ - ଲୋକ ସଂଗୀତ (ସମ୍ବଲପୁରୀ)
- ଅର୍ଜୁନ ଚରଣ ସାମଲ - ସଙ୍ଗୀତ
- ନନ୍ଦ କିଶେର ସିଂହ - ଗୀତିକାର
- କମଳ ବରଣ ଚେଲା - ହିନ୍ଦୁସ୍ତାନୀ କଣ୍ଠସଂଗୀତ
୨୦୦୭
[ସମ୍ପାଦନା]- [[ନିରଞ୍ଜନ ଶତପଥୀ- କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ
- ଅର୍ଜୁନ ପାଣିଗ୍ରାହୀ - ଲୋକନାଟ୍ୟ
- ଜଗନ୍ନାଥ ବେହେରା - ପାଲା
- ରାମହର ମହାନ୍ତି - ବାଦ୍ୟଯନ୍ତ୍ର
- ସରସ୍ୱତୀ ଦେବୀ - ମଞ୍ଚ ଅଭିନୟ
- ସୁମିତ୍ରା ଦେବୀ - ଲୋକନୃତ୍ୟ
- ଗୌରହରି ଦଳାଇ - ଗୀତିକାର
- ଶୈଳେଶ୍ୱର ନନ୍ଦ - ନାଟ୍ୟ ରଚନା
- ଶେଖର ଘୋଷ - ସଂଗୀତ
- ଅଖିଳ କୁମାର ଲେଙ୍କା - ଓଡ଼ିଶୀ କଣ୍ଠ ସଂଗୀତ
- ସ୍ନେହପ୍ରଭା ସାମନ୍ତରାୟ - ଓଡ଼ିଶୀ ନୃତ୍ୟ
- ଡ଼ି.ଏନ୍. ଶତପଥ# - ଶାସ୍ତ୍ରୀୟ ସଂଗୀତ
୨୦୦୮
[ସମ୍ପାଦନା]- ମଣିମାଳା ଦେବୀ - କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ
- ବାଦଲ ସିକ୍ଦାର - ଲୋକନୃତ୍ୟ
- ଗୋବିନ୍ଦ ଚନ୍ଦ୍ର ପାଳ - ଓଡ଼ିଶୀ
- ରାଜେନ୍ଦ୍ର କୁମାର ପଣ୍ଡା - ଅଭିନୟ/ନିର୍ଦ୍ଦେଶନା
- ରାମହରି ଦାସ - ଓଡ଼ିଶୀ କଣ୍ଠ ସଂଗୀତ
- ଧନେଶ୍ୱର ସ୍ୱାଇଁ - ବାଦ୍ୟଯନ୍ତ୍ର
- ମନୋରଞ୍ଜନ ପୃଷ୍ଟି - ଲଘୁ ସଂଗୀତ
- ଅନ୍ତର୍ଯ୍ୟାମୀ ମିଶ୍ର - ଗୀତିକାର
- [[ସୁନିଲ ଶତପଥ#- ହିନ୍ଦୁସ୍ଥାନୀ ସଂଗୀତ
- କୁଞ୍ଜ ରାୟ - ନାଟ୍ୟ ରଚନା
- ଗୁଣନିଧ# ଦାସ - ଲୋକସଂଗୀତ (ସମ୍ବଲପୁରୀ)
୨୦୦୯
[ସମ୍ପାଦନା]- ପ୍ରଫୁଲ୍ଲ କର - କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ
- ରଘୁନାଥ ପ୍ରଧାନ - ଲୋକନୃତ୍ୟ (କେ„ଇନାଚ)
- ବିଜୟଲକ୍ଷ୍ମୀ ମହାନ୍ତି - ଓଡ଼ିଶୀ
- ଧୀରେନ୍ଦ୍ର ନାଥ ମଲ୍ଲିକ - ଅଭିନୟ/ନିର୍ଦ୍ଦେଶନା
- [[ବଙ୍କିମ ସେଠୀ- ଓଡ଼ିଶୀ କଣ୍ଠ ସଂଗୀତ
- ପ୍ରଫୁଲ୍ଲ ବଳ - ବାଦ୍ୟଯନ୍ତ୍ର
- ଚିତ୍ତରଞ୍ଜନ ଜେନା - ଲଘୁ ସଂଗୀତ
- ଲାଲ ରନ#ାକର ସିଂ - ଗୀତିକାର
- ଇନ୍ଦ୍ରାଣୀ ମିଶ୍ର - ହିନ୍ଦୁସ୍ଥାନୀ ସଂଗୀତ
- ଗୋପାଳ ଚନ୍ଦ୍ର ପଟ୍ଟନାୟକ - ନାଟ୍ୟ ରଚନା
- ଉପେନ୍ଦ୍ର ପାଣିଗ୍ରାହୀ - ଲୋକସଂଗୀତ (ଦାସକାଠିଆ)
୨୦୧୦
[ସମ୍ପାଦନା]- ପି୍ରୟମ୍ବଦା ମହାନ୍ତି "ହେଜ୍ମାଦି' - କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ
- ଲଡ଼ୁକିଶୋର ପାଣି - ଲୋକନୃତ୍ୟ
- ନିରଞ୍ଜନ ରାଉତ - ଓଡ଼ିଶୀ
- ଅଜିତ ନାରାୟଣ ଦାଶ - ଅଭିନୟ/ନିର୍ଦ୍ଦେଶନା
- ଇନ୍ଦିରା ପ୍ରତିହାରୀ - ଓଡ଼ିଶୀ କଣ୍ଠ ସଂଗୀତ
- ନବୀନ ଚନ୍ଦ୍ର ବୋଷ - ବାଦ୍ୟଯନ୍ତ୍ର
- ଦିବାକର ମହାନ୍ତି - ଲଘୁ ସଂଗୀତ
- ନିମାଁଇ ଚରଣ ମହାନ୍ତି - ଗୀତିକାର
- ରଜନୀକାନ୍ତ ପାଢ଼ୀ - ହିନ୍ଦୁସ୍ଥାନୀ ସଂଗୀତ
- ଡ଼ଃ ପଞ୍ଚାନନ ମିଶ୍ର - ନାଟ୍ୟ ରଚନା
- ଗୋପବନ୍ଧୁ ନାଥ - ଲୋକ ସଂଗୀତ (ପାଲା)
୨୦୧୧
[ସମ୍ପାଦନା]- ନାରାୟଣ ପ୍ରସାଦ ସିଂ - କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ
- ସୀମାଞ୍ଚଳ ମଣ୍ଡଳ - ଲୋକନୃତ୍ୟ
- ଗୀତା ମାହାଳିକ - ଓଡ଼ିଶୀ
- କେଦାର ଆପଟ - ଅଭିନୟ/ନିର୍ଦ୍ଦେଶନା
- ବୀଣାପାଣି ନାୟକ - ଓଡ଼ିଶୀ କଣ୍ଠ ସଂଗୀତ
- ଦୟାନିଧ# ବେହେରା - ବାଦ୍ୟଯନ୍ତ୍ର
- ତୃପ୍ତି ଦାସ - ଲଘୁ ସଂଗୀତ
- ସ୍ନେହଲତା ମହାନ୍ତି - ଗୀତିକାର
- ସାଧୁ ଉମାଚରଣ ଦାସ - ହିନ୍ଦୁସ୍ଥାନୀ ସଂଗୀତ
- ମନ୍ମଥ ଶତପଥ# - ନାଟ୍ୟ ରଚନା
- ବୈଶାଖ ରାଣା - ଲୋକସଂଗୀତ (ସଞ୍ଚାର)
୨୦୧୨
[ସମ୍ପାଦନା]- ମାଗୁଣୀ ଚରଣ କୁଅଁର - କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ
- ଚିନ୍ତାମଣି ଜେନା - ନାଟ୍ୟରଚନା
- ରାମଚନ୍ଦ୍ର ମହାନ୍ତି - ବାଦ୍ୟଯନ୍ତ୍ର
- ବିଧୂଭୂଷଣ ନନ୍ଦ - ନାଟକ ନିର୍ଦ୍ଦେଶନା
- ଲକ୍ଷ୍ମୀଧର ରାଉତ - ଲୋକସଂଗୀତ (ପାଲା)
- ରାମଚନ୍ଦ୍ର ସାହୁ - ଓଡ଼ିଶୀ କଣ୍ଠ ସଂଗୀତ
- ଘାସିରାମ ମିଶ୍ର - ଲୋକସଂଗୀତ
- ମହେଶ୍ୱର ରଣା - ଲୋକନୃତ୍ୟ (ପ୍ରହ୍ଲାଦ ନାଟକ)
- ସଚ୍ଚି ମହାନ୍ତି - ଗୀତିକାର
- ଶ୍ରୀମତୀ ମଞ୍ଜୁଲତା ପ୍ରଧାନ - ଅଭିନୟ
- ଧନୁର୍ଦ୍ଧର ରେzି - ବାଦ୍ୟଯନ୍ତ୍ର
- ସୁଶ୍ରୀ ମିନାକ୍ଷୀଶ୍ରୀ ବେହେରା - ଓଡ଼ିଶୀ ନୃତ୍ୟ
- ଗୀତା ପଟ୍ଟନାୟକ - ଲଘୁ ସଂଗୀତ
- ବିମ୍ବାଧର ଦାସ - ମଞ୍ଚ ଅଭିନୟ
- ଏ.ମହେଶ୍ୱର ରାଓ - ହିନ୍ଦୁସ୍ଥାନୀ କଣ୍ଠସଂଗୀତ
- ରଞ୍ଜନ କୁମାର ସାହୁ - ଲୋକନୃତ୍ୟ (ସମ୍ବଲପୁରୀ)
୨୦୧୩
[ସମ୍ପାଦନା]- ଦାମୋଦର ହୋତା - କବି ସମ୍ରାଟ ଉପେନ୍ଦ୍ର ଭଞ୍ଜସମ୍ମାନ
- ବଦି୍ର ନାରାୟଣ ମହାପାତ୍ର - ଅଭିନୟ
- ଯୁଧ#ଷ୍ଠିର ପଟେଲ - ଲୋକନୃତ୍ୟ
- ବାଞ୍ଚାନିଧ# ପଟ୍ଟନାୟକ - ମଞ୍ଚ ଅଭିନୟ
- ନବକିଶୋର ମିଶ୍ର - ଲଘୁ ସଂଗୀତ
- ଧନୁ ବିଶୋଇ - ପାରମ୍ପରିକ ବାଦ୍ୟଯନ୍ତ୍ର
- ନିରଞ୍ଜନ ପାତ୍ର - ବାଦ୍ୟଯନ୍ତ୍ର
- ଆଶାଲତା ଷଡ଼ଙ୍ଗୀ - ଓଡ଼ିଶୀ କଣ୍ଠ ସଂଗୀତ
- ରଙ୍କନିଧ# ବେହେରା - ଲୋକନାଟ୍ୟ
- ମନୋଜ ପଟ୍ଟନାୟକ - ନାଟକ ନିର୍ଦ୍ଦେଶନା
- ବିଜୟାନନ୍ଦ ନାୟକ - ହିନ୍ଦୁସ୍ଥାନୀ କଣ୍ଠସଂଗୀତ
- ରଣଜିତ ପଟ୍ଟନାୟକ - ନାଟ୍ୟ ରଚନା
- ମନୋଜ ମହାନ୍ତି - ଗୀତିକାର
- ସୁଶ୍ରୀ କ୍ରିଷ୍ଣା ପଟେଲ - ଲୋକସଂଗୀତ (ସମ୍ବଲପୁରୀ)
- କବିତା ଦ୍ୱିବେଦୀ - ଓଡ଼ିଶୀ ନୃତ୍ୟ
୨୦୧୪
[ସମ୍ପାଦନା]- ରାଖାଲ ଚନ୍ଦ୍ର ମହାନ୍ତି - କବି ସମ୍ରାଟ ଉପେନ୍ଦ୍ରଭଞ୍ଜସମ୍ମାନ
- ପୁରୁଷୋତ୍ତମ ପରିଡା- ଓଡ଼ିଶୀ କଣ୍ଠ ସଙ୍ଗୀତ
- ପ୍ରଶାନ୍ତ କୁମାର ରଥ- ହିନ୍ଦୁସ୍ଥାନୀ କଣ୍ଠସଙ୍ଗୀତ
- ମୋହନ ଚରଣ ସ୍ୱାଇଁ- ଯନ୍ତ୍ର ସଙ୍ଗୀତ (ଶୁଷୁରି ଓ ତାର) ସୀତାର
- ସଚ୍ଚିଦାନନ୍ଦ ଦାସ- ଯନ୍ତ୍ର ସଙ୍ଗୀତ (ଆନଦ୍ଧ ତାଳ) ମର୍ଦ୍ଦଳ
- ସ୍ୱରୂପା ଚକ୍ରବର୍ତ୍ତୀ ସୁଗମ ସଙ୍ଗୀତ
- ସୁବାସ ଚନ୍ଦ୍ର ମଲ୍ଲିକ ଲୋକବାଦ୍ୟ (ଯୋଡିନାଗରା ଓ ଢୋଲକ)
- ମୋତିଲାଲ୍ ଦୋରା ଲୋକସଙ୍ଗୀତ (ସମ୍ବଲପୁରୀ)
- ନାରାୟଣ ସାହୁ ନାଟ୍ୟ ରଚନା
- ଜଗଦାନନ୍ଦ ଛୁରିଆ ଅଭିନୟ
- ଦୀନବନ୍ଧୁ ନାୟକ ନିର୍ଦ୍ଦେଶନା
- ଲାଲା ବୀରେନ୍ ପ୍ରସାଦ ରାୟ ମଞ୍ଚକଳା
- ଅରୁଣା ମହାନ୍ତି ଓଡ଼ିଶୀ ନୃତ୍ୟ
- ମହେଶ୍ୱର ସରାଫ ଲୋକନୃତ୍ୟ (ଘୁମୁରା)
- ନାରାୟଣ ଚନ୍ଦ୍ର ରାୟ ମହାପାତ୍ର ଲୋକନାଟ୍ୟ (ଗୀତିନାଟ୍ୟ)
- ଅଲେଖ ଚନ୍ଦ୍ର ବିଶ୍ୱାଳ ଗୀତିକବିତା
୨୦୧୫
[ସମ୍ପାଦନା]- ସଚ୍ଚି ଦାସ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ସମ୍ମାନ
- ଲତା ଘୋଷ ଓଡ଼ିଶୀ କଣ୍ଠ ସଙ୍ଗୀତ
- ଚିତ୍ତରଞ୍ଜନ ମିଶ୍ର ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ
- ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯନ୍ତ୍ର ସଙ୍ଗୀତ (ସୁଶୁରୀ ଓ ତାର)
- ଗିରିଧାରୀ ମହାନ୍ତି ଯନ୍ତ୍ର ସଙ୍ଗୀତ (ଆନଦ୍ଧ ତାଳ)
- ଲକ୍ଷ୍ମୀକାନ୍ତ ପାଲିତ୍ ସୁଗମ ସଙ୍ଗୀତ
- ଅଲେଖ ସାହୁ ଲୋକବାଦ୍ୟ (ସଞ୍ଚାର)
- ହାଡିବନ୍ଧୁ ସାହୁ ଲୋକସଙ୍ଗୀତ (ଦାସକାଠିଆ)
- ଶଙ୍କର ପ୍ରସାଦ ତ୍ରିପାଠୀ ନାଟ୍ୟ ରଚନା
- ସୌଦାମିନୀ ପତି ଅଭିନୟ
- ସୁଦାମ ବିଷୋୟୀ ଅଭିନୟ
- ଧୀର ବସା ନିର୍ଦ୍ଦେଶନା
- ବଟକୃଷ୍ଣ ସ୍ୱାଇଁ ମଞ୍ଚକଳା
- ନବକିଶୋର ମିଶ୍ର ଓଡ଼ିଶୀ ନୃତ୍ୟ
- ସନ୍ତୋଷ କୁମାର ପାଢୀ ଲୋକନୃତ୍ୟ (ଭାରତଲୀଳା)
- ଖଗେଶ୍ୱର ପ୍ରଧାନ ଲୋକନାଟ୍ୟ (ରାବଣଛାୟା)
- ଶୀର୍ଷାନନ୍ଦ ଦାସ କାନୁନ୍ଗୋ ଗୀତିକବିତା
୨୦୧୬
[ସମ୍ପାଦନା]- ଡକଫର ବନମାଳି ମହାରଣା କବିସମ୍ରାଟଉପେନ୍ଦ୍ରଭଞ୍ଜ ସମ୍ମାନ
- ବେଲଦେଇ ହରିଜନ ଲୋକସଙ୍ଗୀତ (ଗୀତି କୁଡ଼ିଆ)
- ବିନୋଦିନୀ ଦେବୀ ଅଭିନୟ
- ଗୋଲକବାସୀ ଗୁମାନସିଂ ଅଭିନୟ
- ସରୋଜ ପଟ୍ଟନାୟକ ଗୀତିକବିତା
- ନରେନ୍ଦ୍ର ପ୍ରସାଦ ପରିଡ଼ା ଲୋକନାଟ୍ୟ
- ଡ. ରନ#ାକର ଚଇନି ନାଟ୍ୟ ରଚନା
- କିଶୋର କୁମାର ମହାନ୍ତି ଓଡ଼ିଶୀ ନୃତ୍ୟ
- ଜୟନ୍ତ କୁମାର ବେହେରା ଲୋକନୃତ୍ୟ (ଘୁମୁରା)
- ଗୋପିନାଥ ବେହେରା ଯନ୍ତ୍ର ସଙ୍ଗୀତ (ଆବଦ୍ଧ ତାଳ) ତବଲା
- ରାଜକିଶୋର ପାଢ଼ୀ ନାଟ୍ୟ ନିର୍ଦ୍ଦେଶନା
- ଦୋଳଗୋବିନ୍ଦ ରଥ ମଞ୍ଚ କଳା
- ନରେନ୍ଦ୍ର କୁମାର ନାୟକ ଯନ୍ତ୍ର ସଙ୍ଗୀତ (ସୁଶୀର ବାଦ୍ୟ) ବଂଶୀ
- ସୁଭାଷ ଚନ୍ଦ୍ର ଦାଶ ସୁଗମ ସଙ୍ଗୀତ
- ମଧୁମିତା ଦେ ହିନ୍ଦୁସ୍ଥାନୀ କଣ୍ଠସଙ୍ଗୀତ
- କେଶବ ଚନ୍ଦ୍ର ରାଉତ ଓଡ଼ିଶୀ କଣ୍ଠ ସଙ୍ଗୀତ
- କପିଳେନ୍ଦ୍ର ସାହୁ ଲୋକବାଦ୍ୟ