ସ୍ନେହପ୍ରଭା ସାମନ୍ତରାୟ

ଉଇକିପିଡ଼ିଆ‌ରୁ
ସ୍ନେହପ୍ରଭା ସାମନ୍ତରାୟ
ବୃତ୍ତି(ସମୂହ)ଓଡ଼ିଶୀନୃତ୍ୟଶିଳ୍ପୀ, ଗୁରୁ
ପୁରସ୍କାରକେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୨୦୨୩
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୨୦୦୭

ସ୍ନେହପ୍ରଭା ସାମନ୍ତରାୟ ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଓ ଗୁରୁ ।[୧] ସେ ୨୦୨୩ ବର୍ଷ ପାଇଁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ହାସଲ କରିଥିଲେ ।[୨] ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୨୩
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୦୭

ଆଧାର[ସମ୍ପାଦନା]

  1. (RM), Samaja Digital (29 December 2023). "ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ: ଅଭିନୟ ଓ ନୃତ୍ୟର ଚିତ୍ତାକର୍ଷକ ପ୍ରଦର୍ଶନ". Samaja Live. Retrieved 7 March 2024.
  2. (SS), SamajaDigital (28 February 2024). "ସଂଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷଣା". Samaja Live. Retrieved 7 March 2024.