"ଲକ୍ଷ୍ମୀ ପ୍ରତିମା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Removing from ଭାରତୀୟ ସିନେମା |
ଟିକେ Bot: Removing from ଓଡ଼ିଆ ସିନେମା ଜଗତ |
||
୪୮ କ ଧାଡ଼ି: | ୪୮ କ ଧାଡ଼ି: | ||
{{ଓଡ଼ିଆ ସିନେମା}} |
{{ଓଡ଼ିଆ ସିନେମା}} |
||
[[ଶ୍ରେଣୀ:ଓଡ଼ିଆ ସିନେମା ଜଗତ]] |
|||
[[ଶ୍ରେଣୀ:ଓଡ଼ିଆ ସିନେମା]] |
[[ଶ୍ରେଣୀ:ଓଡ଼ିଆ ସିନେମା]] |
||
[[ଶ୍ରେଣୀ:୨୦୦୭ର ଓଡ଼ିଆ କଥାଚିତ୍ର]] |
[[ଶ୍ରେଣୀ:୨୦୦୭ର ଓଡ଼ିଆ କଥାଚିତ୍ର]] |
୧୯:୫୪, ୧ ଜୁଲାଇ ୨୦୧୬ ଅନୁସାରେ କରାଯାଇଥିବା ବଦଳ
ଲକ୍ଷ୍ମୀ ପ୍ରତିମା | |
---|---|
ନିର୍ଦ୍ଦେଶକ | ମହମ୍ମଦ ମହସିନ |
ପ୍ରଯୋଜକ | ଅଶୋକ ନନ୍ଦ |
ଚିତ୍ରନାଟ୍ୟ | ବିଜୟ ମିଶ୍ର |
କାହାଣୀ | ମହମ୍ମଦ ମହସିନ |
କଳାକାର | ସିଦ୍ଧାନ୍ତ ମହାପାତ୍ର, ରଚନା ବାନାର୍ଜୀ, ଦେବୁ ବୋଷ |
ଚିତ୍ରଗ୍ରହଣ | ସତିସ କୁମାର |
ସମ୍ପାଦକ | ବିଶ୍ଵନାଥ ରାଓ |
ମୁକ୍ତିଲାଭ ତାରିଖ | ୨୦୦୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୧କୋଟି ୨ଲକ୍ଷ ୬୦ହଜାର |
ମହମ୍ମଦ ମହସିନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଲକ୍ଷ୍ମୀ ପ୍ରତିମା ୨୦୦୭ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ
ଓଡ଼ିଆକଥାଚିତ୍ର ‘ଲକ୍ଷ୍ମୀ ପ୍ରତିମା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ରଚନା ବାନାର୍ଜୀ
- ସିଦ୍ଧାନ୍ତ ମହାପାତ୍ର
- ଅନିତା ଦାସ
- ଦେବୁ ବୋଷ
- ମିହିର ଦାସ
- ବିଜୟ ମହାନ୍ତି
- ଶ୍ରୀତମ ଦାସ
- ନମ୍ରତା ଦାସ
- ଜୟୀରାମ ସାମଲ
ଆଧାର
ବାହାର ଆଧାର
- ଇଣ୍ଟରନେଟ ମୁଭି ଡାଟାବେସରେ ଲକ୍ଷ୍ମୀ ପ୍ରତିମା