ପ୍ରିୟା ମୋ ପ୍ରିୟା
ପ୍ରିୟା ମୋ ପ୍ରିୟା | |
---|---|
ନିର୍ଦ୍ଦେଶକ | ଗୁଡ଼ିଆ ମହାପାତ୍ର |
ପ୍ରଯୋଜକ | ସ୍ୱର୍ଣ୍ଣଲତା ଦାସ |
ସଂଳାପ | ପ୍ରଦୀପ ନନ୍ଦ |
ଚିତ୍ରନାଟ୍ୟ | ଗୁଡ଼ିଆ ମହାପାତ୍ର, ସ୍ୱରୂପ ନାୟକ |
କାହାଣୀ | ପୂର୍ଣ୍ଣଚନ୍ଦ୍ର ଦାସ |
କଳାକାର | ଅନୁଭବ ମହାନ୍ତି, ନମ୍ରତା ଥାପା, ବିଜୟ ମହାନ୍ତି, ରାଇମୋହନ ପରିଡ଼ା, ଜୟୀରାମ ସାମଲ, ହରିହର ମାହାପାତ୍ର |
ସଙ୍ଗୀତ | ସ୍ୱରୂପ ନାୟକ |
ଚିତ୍ରଗ୍ରହଣ | ନିରଞ୍ଜନ ଦାସ |
ସମ୍ପାଦକ | ବି. ସତ୍ୟନାରାୟଣ |
ମୁକ୍ତିଲାଭ ତାରିଖ | ୨୦୦୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପ୍ରିୟା ମୋ ପ୍ରିୟା, ୨୦୦୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସ୍ୱର୍ଣ୍ଣଲତା ଦାସ । ପୂର୍ଣ୍ଣଚନ୍ଦ୍ର ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ପ୍ରଦୀପ ନନ୍ଦ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଗୁଡ଼ିଆ ମହାପାତ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧][୨] ସ୍ୱରୂପ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ ନମ୍ରତା ଥାପା ।[୩] ବିଜୟ ମହାନ୍ତି, ରାଇମୋହନ ପରିଡ଼ା, ଲିସା ମହାନ୍ତି, ଜୟୀରାମ ସାମଲ, ହରିହର ମହାପାତ୍ର, ଅନିତା ଦାସ, ଦେବୁ ବୋଷ, ରବି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଅନୁଭବ ମହାନ୍ତି
- ନମ୍ରତା ଥାପା[୪][୫]
- ବିଜୟ ମହାନ୍ତି
- ରାଇମୋହନ ପରିଡ଼ା
- ଲିସା ମହାନ୍ତି
- ଜୟୀରାମ ସାମଲ
- ହରିହର ମହାପାତ୍ର
- ଅନିତା ଦାସ
- ଦେବୁ ବୋଷ
- ରବି ମିଶ୍ର
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ । ଦେବଦାସ ଛୋଟରାୟ, ବିଜୟ ମଲ୍ଲ, ସ୍ୱରୂପ ନାୟକ, ସୁରେଶ ପରିଡ଼ା ଆଦି ଗୀତିକାରମାନେ ଏହି କଥାଚିତଟିର ଗୀତ ରଚନା କରିଥିଲେ । କୁମାର ବାପି, ସୋମା ଭଟ୍ଟାଚାର୍ଯ୍ୟ, ତପୁ ମିଶ୍ର, ରୂପାଲି, ଟି. ସୌରୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ହାତ ମାର ନା ରେ" | |
2. | "ଆଖିରେ ଆଖି ମିଶିବ" | |
3. | "ବାସନ୍ତି ପବନରେ" | |
4. | "ତ ଦିନ ମୋ ମନ" | |
5. | "ତ ଦିନ ମୋ ମନ (ଦୁଃଖ)" | |
6. | "ପ୍ରିୟା ପ୍ରିୟା" | |
7. | "ଆକାଶକୁ ପାଣିକୁ" |
ଆଧାର
[ସମ୍ପାଦନା]- ↑ "ଜାଣନ୍ତୁ କାହିଁକି ପ୍ରଯୋଜକଙ୍କ ଉପରେ ଚିଡିଥିଲେ 'ଯୋଗୀ' ଓରଫ ହର ରଥ ?". sambad.in. 11 December 2017. Retrieved 27 February 2018.
- ↑ "ଦୁଇଟିରେ ଅନୁଭବଙ୍କ ସାଥ୍ ପାଇଛନ୍ତି ନମ୍ରତା". ନିର୍ଭୟ. 29 August 2022. p. 10. Archived from the original on 25 September 2023. Retrieved 25 September 2023.
- ↑ "ଓଲିଉଡରେ ଏଥିଲାଗି ବି ଚର୍ଚ୍ଚିତା ହୋଇଥିଲେ ନମ୍ରତା ଥାପ୍ପା". sambad.in. 31 March 2018. Retrieved 2 April 2018.
- ↑ "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
- ↑ "ଲେଉଟିଲେ ନମ୍ରତା , ଯାହାଙ୍କ ପାଇଁ ବସୁଧା ଚିରି ଆସିଲେ ନାୟକ". Sambad (in Odia). Odisha. 16 January 2019. Archived from the original on 27 October 2022. Retrieved 22 January 2019.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରିୟା ମୋ ପ୍ରିୟା