ନାରୀ ଆଖିରେ ନିଆଁ
ନାରୀ ଆଖିରେ ନିଆଁ | |
---|---|
ନିର୍ଦ୍ଦେଶକ | ସଞ୍ଜୟ ନାୟକ |
ପ୍ରଯୋଜକ | ନମିତା ଦାସ ସସ୍ମିତା ସାମଲ |
କାହାଣୀ | ସଞ୍ଜୟ ନାୟକ |
କଳାକାର | ସିଦ୍ଧାନ୍ତ ମହାପାତ୍ର ଅନୁ ଚୌଧୁରୀ ମିହିର ଦାସ ଦେବୁ ବୋଷ ମୀନକେତନ ମାମା ମିଶ୍ର ମେଘନା ମିଶ୍ର |
ସଙ୍ଗୀତ | ମଳୟ ମିଶ୍ର |
ଚିତ୍ରଗ୍ରହଣ | ରଞ୍ଜନ |
ସମ୍ପାଦକ | ବିଶ୍ୱନାଥ ରାଓ |
ମୁକ୍ତିଲାଭ ତାରିଖ | ୨୦୦୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ନାରୀ ଆଖିରେ ନିଆଁ, ୨୦୦୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନମିତା ଦାସ ଏବଂ ସସ୍ମିତା ସାମଲ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁ ଚୌଧୁରୀ, ମାମା ମିଶ୍ର, ମେଘନା ମିଶ୍ର । ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ଦେବୁ ବୋଷ, ବ୍ରଜ ସିଂହ, ମୀନକେତନ, ବବି ମିଶ୍ର, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଜୟୀରାମ ସାମଲ, କୁନା ତ୍ରିପାଠୀ, ଦୀପା ସାହୁ, ମିଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଅନୁ ଚୌଧୁରୀ
- ମାମା ମିଶ୍ର
- ମେଘନା ମିଶ୍ର
- ମାମୁନି ମିଶ୍ର
- ସିଦ୍ଧାନ୍ତ ମହାପାତ୍ର[୨]
- ମିହିର ଦାସ
- ଦେବୁ ବୋଷ
- ବ୍ରଜ ସିଂହ
- ମୀନକେତନ
- ବବି ମିଶ୍ର
- ଉତ୍ତମ ମହାନ୍ତି
- ଅପରାଜିତା ମହାନ୍ତି
- ଜୟୀରାମ ସାମଲ
- କୁନା ତ୍ରିପାଠୀ
- ଦୀପା ସାହୁ
- ମିଠୀ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ।[୧] ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ, ମଳୟ ମିଶ୍ର, ନିଜାମ୍ ଆଦି ଗୀତିକାରମାନେ ଏହି କଥାଚିତ୍ରଟିରେ ଗୀତ ରଚନା କରିଥିଲେ । ପଙ୍କଜ ଜାଲ୍, ସେଲୁ ମହାନ୍ତି, ଶକ୍ତି ମିଶ୍ର, ଇରା ମହାନ୍ତି, ଟି. ସୌରୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ମୋର ଆସିଚି ଯୌବନ" | |
2. | "ଏଇ ସୁନ୍ଦର" | |
3. | "ମୁଁ ଅଛି ତୁମେ ନାହଁ" | |
4. | "ଧୀରେ ଧୀରେ ଆସିଲ" | |
5. | "ଯଦି ବାଟରେ ଯାଉ" | |
6. | "ଏଇ ସିନ୍ଦୁର ତମ" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ପୁଣି ଯୋଡି ହେଲେ ଓଲିଉଡର ଏହି ଦୁଇ ସେଲିବ୍ରିଟି | Sambad". Sambad. 7 September 2018. Archived from the original on 22 October 2021. Retrieved 7 September 2018.
- ↑ "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନାରୀ ଆଖିରେ ନିଆଁ