ଧନରେ ରଖିବୁ ଶପଥ ମୋର
ଧନରେ ରଖିବୁ ଶପଥ ମୋର | |
---|---|
ନିର୍ଦ୍ଦେଶକ | ସଞ୍ଜୟ ନାୟକ |
ପ୍ରଯୋଜକ | ଶାରଦା ପ୍ରସନ୍ନ ପଣ୍ଡା ରଞ୍ଜନ ପାଲ୍ଲି ପ୍ରଶାନ୍ତ ମାର୍ଥା |
ଚିତ୍ରନାଟ୍ୟ | ସଞ୍ଜୟ ନାୟକ |
କାହାଣୀ | ଶାରଦା ପ୍ରସନ୍ନ ପଣ୍ଡା |
କଳାକାର | ଅନୁଭବ ମହାନ୍ତି ଅର୍ଚ୍ଚିତା ସାହୁ ମିହିର ଦାସ ଅପରାଜିତା ମହାନ୍ତି ପ୍ରିୟଙ୍କା ମହାପାତ୍ର ଅଜିତ ଦାସ |
ସଙ୍ଗୀତ | ଶାନ୍ତିରାଜ ଖୋସ୍ଲା |
ଚିତ୍ରଗ୍ରହଣ | ଏସ୍ ରଞ୍ଜନ |
ସମ୍ପାଦକ | ଶିବପ୍ରସାଦ ମହାନ୍ତି |
ମୁକ୍ତିଲାଭ ତାରିଖ | ଜାନୁଆରୀ ୨୦୦୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଧନରେ ରଖିବୁ ଶପଥ ମୋର, ୨୦୦୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶାରଦା ପ୍ରସନ୍ନ ପଣ୍ଡା, ରଞ୍ଜନ ପାଲ୍ଲି ଓ ପ୍ରଶାନ୍ତ ମାର୍ଥା । ଶାରଦା ପ୍ରସନ୍ନ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ ଅର୍ଚ୍ଚିତା ସାହୁ ।[୨][୩] ମିହିର ଦାସ, ଅପରାଜିତା ମହାନ୍ତି, ପ୍ରିୟଙ୍କା ମହାପାତ୍ର, ଅଜିତ ଦାସ, ଜୟୀରାମ ସାମଲ, ପ୍ରୟାସ, ସରୋଜ ଦାସ, ଦେବୁ ବ୍ରହ୍ମା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଅନୁଭବ ମହାନ୍ତି[୪]
- ଅର୍ଚ୍ଚିତା ସାହୁ
- ମିହିର ଦାସ
- ଅପରାଜିତା ମହାନ୍ତି[୫]
- ପ୍ରିୟଙ୍କା ମହାପାତ୍ର
- ଅଜିତ ଦାସ
- ଜୟୀରାମ ସାମଲ
- ପ୍ରୟାସ
- ସରୋଜ ଦାସ
- ଦେବୁ ବ୍ରହ୍ମା
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତିରାଜ ଖୋସ୍ଲା । ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅଭିଜିତ, ନିବେଦିତା ବାସୁ ଆଦି କଳାକାରମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ହସ ଗୋଟେ ଓଠ ତଳ ଗାଁ'ର ନାଁ" | |
2. | "ରୁଟି ସେକି ଦେ" | |
3. | "ସାଥିରେ ସାଥିରେ" | |
4. | "ନା ବରଷା କୁ" | |
5. | "ହସ ଗୋଟେ ଓଠ ତଳ (ପୁରୁଷ)" | |
6. | "ଧନରେ ରଖିବୁ ଶପଥ ମୋର" |
ଆଧାର
[ସମ୍ପାଦନା]- ↑ "ଅଟକିଛି ଅନୁଭବଙ୍କ ସିନେମା!". Sambad (in Odia). Odisha. 4 October 2018. Archived from the original on 6 October 2018. Retrieved 6 October 2018.
{{cite news}}
: CS1 maint: unrecognized language (link) - ↑ "କାହା ସହ ଅର୍ଚ୍ଚିତାଙ୍କ ଯୋଡି ହିଟ୍ ଆଉ କାହା ସହ ଫ୍ଲପ୍?". sambad.in. 6 October 2017. Retrieved 5 January 2018.
- ↑ "ଏହି ଛଅ ନାୟକଙ୍କ ସହ ହାଟ୍ରିକ୍ କରିଛନ୍ତି ଓଲିଉଡ ନାୟିକା ଅର୍ଚ୍ଚିତା !". sambad.in. 26 October 2017. Retrieved 5 January 2018.
- ↑ "ଅନୁଭବଙ୍କ ଏହି ସିନେମାଗୁଡ଼ିକ ଅଧାରେ ଅଟକି ରହିଥିଲା". OdishaLIVE. 20 April 2018. Retrieved 27 August 2018.
- ↑ "ଏହି ରୂପରେ ପୁଣି ପସନ୍ଦ ଆସିବେ ଅପରାଜିତା ! | Sambad". Sambad (in Odia). ଓଡ଼ିଶା. 16 September 2018. Archived from the original on 18 September 2018. Retrieved 17 September 2018.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଧନରେ ରଖିବୁ ଶପଥ ମୋର