ଧନରେ ରଖିବୁ ଶପଥ ମୋର

ଉଇକିପିଡ଼ିଆ‌ରୁ
ଧନରେ ରଖିବୁ ଶପଥ ମୋର
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକଶାରଦା ପ୍ରସନ୍ନ ପଣ୍ଡା
ରଞ୍ଜନ ପାଲ୍ଲି
ପ୍ରଶାନ୍ତ ମାର୍ଥା
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀଶାରଦା ପ୍ରସନ୍ନ ପଣ୍ଡା
କଳାକାରଅନୁଭବ ମହାନ୍ତି
ଅର୍ଚ୍ଚିତା ସାହୁ
ମିହିର ଦାସ
ଅପରାଜିତା ମହାନ୍ତି
ପ୍ରିୟଙ୍କା ମହାପାତ୍ର
ଅଜିତ ଦାସ
ସଙ୍ଗୀତଶାନ୍ତିରାଜ ଖୋସ୍‌ଲା
ଚିତ୍ରଗ୍ରହଣଏସ୍ ରଞ୍ଜନ
ସମ୍ପାଦକଶିବପ୍ରସାଦ ମହାନ୍ତି
ମୁକ୍ତିଲାଭ ତାରିଖ
ଜାନୁଆରୀ ୨୦୦୮
ଦେଶ ଭାରତ
ଭାଷାଓଡ଼ିଆ

ଧନରେ ରଖିବୁ ଶପଥ ମୋର, ୨୦୦୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶାରଦା ପ୍ରସନ୍ନ ପଣ୍ଡା, ରଞ୍ଜନ ପାଲ୍ଲି ଓ ପ୍ରଶାନ୍ତ ମାର୍ଥା । ଶାରଦା ପ୍ରସନ୍ନ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ ଅର୍ଚ୍ଚିତା ସାହୁ ।[୨][୩] ମିହିର ଦାସ, ଅପରାଜିତା ମହାନ୍ତି, ପ୍ରିୟଙ୍କା ମହାପାତ୍ର, ଅଜିତ ଦାସ, ଜୟୀରାମ ସାମଲ, ପ୍ରୟାସ, ସରୋଜ ଦାସ, ଦେବୁ ବ୍ରହ୍ମା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତିରାଜ ଖୋସ୍‌ଲାବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅଭିଜିତ, ନିବେଦିତା ବାସୁ ଆଦି କଳାକାରମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ହସ ଗୋଟେ ଓଠ ତଳ ଗାଁ'ର ନାଁ" 
2."ରୁଟି ସେକି ଦେ" 
3."ସାଥିରେ ସାଥିରେ" 
4."ନା ବରଷା କୁ" 
5."ହସ ଗୋଟେ ଓଠ ତଳ (ପୁରୁଷ)" 
6."ଧନରେ ରଖିବୁ ଶପଥ ମୋର" 

ଆଧାର[ସମ୍ପାଦନା]

  1. "ଅଟକିଛି ଅନୁଭବଙ୍କ ସିନେମା!". Sambad (in Odia). Odisha. 4 October 2018. Archived from the original on 6 October 2018. Retrieved 6 October 2018.{{cite news}}: CS1 maint: unrecognized language (link)
  2. "କାହା ସହ ଅର୍ଚ୍ଚିତାଙ୍କ ଯୋଡି ହିଟ୍‌ ଆଉ କାହା ସହ ଫ୍ଲପ୍‌?". sambad.in. 6 October 2017. Retrieved 5 January 2018.
  3. "ଏହି ଛଅ ନାୟକଙ୍କ ସହ ହାଟ୍ରିକ୍‌ କରିଛନ୍ତି ଓଲିଉଡ ନାୟିକା ଅର୍ଚ୍ଚିତା !". sambad.in. 26 October 2017. Retrieved 5 January 2018.
  4. "ଅନୁଭବଙ୍କ ଏହି ସିନେମାଗୁଡ଼ିକ ଅଧାରେ ଅଟକି ରହିଥିଲା". OdishaLIVE. 20 April 2018. Retrieved 27 August 2018.
  5. "ଏହି ରୂପରେ ପୁଣି ପସନ୍ଦ ଆସିବେ ଅପରାଜିତା ! | Sambad". Sambad (in Odia). ଓଡ଼ିଶା. 16 September 2018. Archived from the original on 18 September 2018. Retrieved 17 September 2018.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]