କାବେରୀ (୧୯୮୩ର କଥାଚିତ୍ର)

ଉଇକିପିଡ଼ିଆ ରୁ
Jump to navigation Jump to search
କାବେରୀ
ନିର୍ଦ୍ଦେଶକରବି କିନାଗୀ, ଗୋବିନ୍ଦ ତେଜ
ପ୍ରଯୋଜକନଗେନ ସାହୁ
ସଂଳାପଗାୟତ୍ରୀ ବସୁ ମଲିକ[୧]
ଚିତ୍ରନାଟ୍ୟଗୋବିନ୍ଦ ତେଜ
କାହାଣୀସଂଳାପ: ନାଟ୍ୟକାର ବିଶ୍ୱଜିତ ଦାସ
କଳାକାରଦେବୁ ବୋଷ, ବିଜୟ ମହାନ୍ତି, ଶ୍ରୀରାମ ପଣ୍ଡା, ଅଜିତ ଦାସ, ଜୟୀରାମ ସାମଲ, ମହାଶ୍ୱେତା ରାୟ
ସଙ୍ଗୀତବାସୁଦେବ ରଥ
ସମ୍ପାଦକଏ. ଶ୍ରୀକର ପ୍ରସାଦ
ମୁକ୍ତିଲାଭ ତାରିଖ
୧୯୮୩
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹୧୪ ଲକ୍ଷ ୨୫ ହଜାର

ରବି କିନାଗୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର କାବେରୀ ୧୯୮୩ ମସିହାରେ ମୁକ୍ତିଲାଭ କରିଥିଲା ।[୨]

କାହାଣୀ[ସମ୍ପାଦନା]

କାବେରୀ (ମହାଶ୍ୱେତା ରାୟ) ପିଲାଦିନରୁ ଭଲପାଏ ସାଗର (ଶ୍ରୀରାମ ପଣ୍ଡା)କୁ୤ ସାଗର କଲେଜରେ ପଢ଼ିବାକୁ ସହରକୁ ଆସେ ୤ ସାଗର ଟିଉସନ କରୁଥିବା ଯୁବତୀ (ନିହାରିକା) ସାଗରକୁ ଭଲପାଇ ବସେ ୤ ସାଗର ଘରେ ନ ଜଣାଇ ନିହାରିକାକୁ ବାହାହୋଇ ଗାଆଁକୁ ଆସେ ୤ ଏଥିରେ ମର୍ମାହତ ହୋଇ କାବେରୀ ଅବିବାହିତା ରହିବାର ନିଷ୍ପତ୍ତି ନିଏ ୤ ପରିଶେଷରେ କାବେରୀକୁ ସାଗର ସ୍ତ୍ରୀର ମର୍ଯ୍ୟାଦା ଦିଏ ୤

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘କାବେରୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଙ୍ଗୀତ[ସମ୍ପାଦନା]

  • ସଙ୍ଗୀତକାର: ବାସୁଦେବ ରଥ
  • ଗୀତିକାର: ନାରାୟଣ ପ୍ରସାଦ ସିଂ, ଗୌର ପଟ୍ଟନାୟକ, ବନବିହାରୀ ପଣ୍ଡା
  • ପ୍ରଚ୍ଛଦପଟ ଗାୟକ: ଚିତ୍ତଜେନା, ଭୁବନେଶ୍ୱରୀ ମିଶ୍ର, ସୁରେଶ ୱାଡ଼େକର, ଅନୁରାଧା ପୌଡ଼ୱାଲ

ଗୀତ[ସମ୍ପାଦନା]

  • ଝୁମି ଝୁମି ଯାଉଛି ମନ ନାଚି ଯାଉଛି ଆଜି ଜୀବନର ସବୁକିଛି ପାଇଛି
  • ଆସିବ ବର ତୋର ହୋଇବ ବାହାଘର
  • ଏ ଦୁନିଆ ବୁକୁରେ ବଞ୍ଚିବାକୁ ହେଲେ
  • ଆସୁନ ଆସ
  • ଜୀବନର ସବୁକିଛି ମା ପାଇଁ
  • ଶୁଭ କାମନା ଘେନ ଶୁଭକାମନା

ଆଧାର[ସମ୍ପାଦନା]

  1. http://www.orissadiary.com/CurrentNews.asp?id=45579
  2. http://www.orissadiary.com/ShowEntertainmentNews.asp?id=27464
  3. "ଷ୍ଟାଇଲ ମାଷ୍ଟର ବିଜୟ" (PDF). ନିତିଦିନ. 8 April 2018. Retrieved 30 August 2018.
  4. "ଏହି ସିନେମା ପାଇଁ ମହାଶ୍ୱେତା ଭଏସ୍‌ ଡବିଂ କରି ନ ଥିଲେ ! | Sambad". Sambad. 1 February 2018. Archived from the original on 24 August 2018. Retrieved 24 August 2018.
  5. "ଓଲିଉଡରେ ଏକା ନାମରେ ଅଛନ୍ତି ଏ ଦୁଇ ଅଭିନେତ୍ରୀ | Sambad". Sambad. 24 November 2017. Archived from the original on 24 August 2018. Retrieved 24 August 2018.

ବାହାର ଆଧାର[ସମ୍ପାଦନା]