Jump to content

କାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ
ବିଧାୟକ : ତୁଷାରକାନ୍ତି ବେହେରା (ବିଜେଡି) (୨୦୨୪)
ଆରକ୍ଷଣ: ଅନୁସୂଚିତ ଜାତି
ଭୋଟର ସଂଖ୍ୟା (୨୦୨୪): ୨,୩୯,୮୯୩
ଜିଲ୍ଲା: ପୁରୀ
ଲୋକସଭା ନିର୍ବାଚନମଣ୍ଡଳୀ: ଜଗତସିଂହପୁର
ପଞ୍ଚାୟତ ସମିତି:
ବିଜ୍ଞାପିତ ଅଞ୍ଚଳ ପରିଷଦ:

କାକଟପୁର (କ୍ରମିକ ସଂଖ୍ୟା: ୧୦୫) ପୁରୀ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: କୋଣାର୍କ(ବି), କାକଟପୁର ବ୍ଳକ, ଅସ୍ତରଙ୍ଗ ବ୍ଳକ ଓ ଗୋପ ବ୍ଳକର କିଛି ଅଞ୍ଚଳ ।[][]
ଗତ ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ତୁଷାରକାନ୍ତି ବେହେରା ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବାଇଧର ମଲ୍ଲିକଙ୍କଠାରୁ ୨୩,୧୫୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସୁରେନ୍ଦ୍ର ସେଠୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରବିନ୍ଦ୍ର କୁମାର ସେଠୀଙ୍କଠାରୁ ୪୧୩୦୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରବି ମଲ୍ଲିକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବିଶ୍ୱ ଭୂଷଣ ଦାସଙ୍କଠାରୁ ୧୫,୨୨୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[]

୨୦୦୯ ନିର୍ବାଚନ ଫଳାଫଳ

[ସମ୍ପାଦନା]
୨୦୦୯ ବିଧାନ ସଭା ନିର୍ବାଚନ, କାକଟପୁର []
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ରବି ମଲ୍ଲିକ ୭୪,୧୧୪ ୫୨.୫୭ -
କଂଗ୍ରେସ ବିଶ୍ୱ ଭୂଷଣ ଦାସ ୫୮,୮୯୩ ୪୧.୭୭ -
ଭାଜପା ଇଶ୍ୱର ଚନ୍ଦ୍ର ବେହେରା ୪,୨୭୩ ୩.୦୩ -
ସ୍ୱାଧୀନ ନରେନ୍ଦ୍ର କୁମାର ବେହେରା ୧,୪୧୧ ୧.୦ -
ବସପା ପ୍ରଶାନ୍ତ କୁମାର ରାଉତ ୭୨୭ ୦.୫୨ -
ସ୍ୱାଧୀନ ଦ୍ୱାରିକାନାଥ ଦାଶ ୬୨୫ ୦.୪୪ -
ସ୍ୱାଧୀନ ଭଗବାନ ସେଠୀ ୪୮୯ ୦.୩୫ -
ସ୍ୱାଧୀନ ଲକ୍ଷ୍ମୀଧର କାଣ୍ଡି ୪୫୯ ୦.୩୩ -
ଭୋଟ ବ୍ୟବଧାନ ୧୫,୨୨୧ ୧୦.୮୦* -
ମତଦାନ ହାର ୧,୪୧,୦୬୨ ୬୫.୬୪ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

[ସମ୍ପାଦନା]

୧୯୫୭ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [][][]

କାକଟପୁର-ନିମାପଡ଼ା

[ସମ୍ପାଦନା]
  • ୧୯୫୧: (୮୩): ଉପେନ୍ଦ୍ର ମହାନ୍ତି (କଂଗ୍ରେସ) ଓ ଗୋବିନ୍ଦ ଚନ୍ଦ୍ର ସେଠୀ (କଂଗ୍ରେସ)
  1. "Kakatpur Assembly Election 2009, Orissa". empoweringindia.org. Archived from the original on 15 April 2014. Retrieved 19 June 2013. Constituency: Kakatpur (105) District : Puri
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 15221
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 54-Kakatpur Constituency of ORISSA". eci.nic.in. 2006. Retrieved 19 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf

ବାହାର ତଥ୍ୟ

[ସମ୍ପାଦନା]