ରୂପା ଗାଁ ର ସୁନାକନିଆଁ
ରୂପା ଗାଁର ସୁନାକନିଆଁ | |
---|---|
ନିର୍ଦ୍ଦେଶକ | ରାଜୁ ମିଶ୍ର |
ପ୍ରଯୋଜକ | ବିଶ୍ୱନାଥ ମିଶ୍ର ଦିଲୀପ ମିଶ୍ର |
ସଂଳାପ | ଧନେଶ୍ୱର ରାଉତ |
ଚିତ୍ରନାଟ୍ୟ | ରାଜୁ ମିଶ୍ର |
କାହାଣୀ | ବିଶ୍ୱନାଥ ମିଶ୍ର |
କଳାକାର | ସିଦ୍ଧାନ୍ତ ମହାପାତ୍ର, ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି, ବିଜୟ ମହାନ୍ତି |
ସଙ୍ଗୀତ | ରାଜୁ ମିଶ୍ର |
ଚିତ୍ରଗ୍ରହଣ | ରାଜୁ ମିଶ୍ର |
ସମ୍ପାଦକ | ଏ. ସଞ୍ଜୀବ |
ମୁକ୍ତିଲାଭ ତାରିଖ | ୧୯୯୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୮୯ଲକ୍ଷ ୩୫ହଜାର |
ରୂପା ଗାଁ'ର ସୁନା କନିଆଁ, ୧୯୯୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ବିଶ୍ୱନାଥ ମିଶ୍ର ଓ ଦିଲୀପ ମିଶ୍ର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । କଥାଚିତ୍ରଟିର କାହାଣୀ ରଚନା କରିଥିଲେ ବିଶ୍ୱନାଥ ମିଶ୍ର । ଧନେଶ୍ୱର ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରାଜୁ ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ ।[୧][୨]
ଉତ୍ତମ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ଜୟୀରାମ ସାମଲ, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ରଚନା ବାନାର୍ଜୀ, ଗୀତା ଦତ୍ତ, ନମ୍ରତା ଦାସ, ରାଇମୋହନ ପରିଡ଼ା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଉତ୍ତମ ମହାନ୍ତି
- ସିଦ୍ଧାନ୍ତ ମହାପାତ୍ର
- ଜୟୀରାମ ସାମଲ
- ବିଜୟ ମହାନ୍ତି
- ଅପରାଜିତା ମହାନ୍ତି
- ରଚନା ବାନାର୍ଜୀ
- ଗୀତା ଦତ୍ତ
- ନମ୍ରତା ଦାସ
- ରାଇମୋହନ ପରିଡ଼ା
- ରାଜୀବ ମହାନ୍ତି[୧]
ଗୀତ ଓ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରାଜୁ ମିଶ୍ର । ଦେବଦାସ ଛୋଟରାୟ, ଶୀର୍ଷାନନ୍ଦ ଦାସ କାନୁନ୍ଗୋ, ନିଜାମ, ନିମାଇଁ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଗୀତା ଦାଶ, ତୃପ୍ତି ଦାସ, ଅମୃତାଂଶୁ, ରାଜୁ ମିଶ୍ର, ସୌରଭ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ନିର୍ଦ୍ଦେଶକଙ୍କ ଅଭିନୟ". ସମାଜ (ରବିବାର). ୧୨ ଅଗଷ୍ଟ ୨୦୧୮. Archived from the original on 11 August 2018. Retrieved 11 August 2018.
{{cite news}}
: Check date values in:|date=
(help) - ↑ "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 March 2020. Retrieved 27 August 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରୂପା ଗାଁ ର ସୁନାକନିଆଁ