ସୁବର୍ଣ୍ଣ ସୀତା
ସୁବର୍ଣ୍ଣ ସୀତା | |
---|---|
ନିର୍ଦ୍ଦେଶକ | ଶିଶିର ମିଶ୍ର |
ପ୍ରଯୋଜକ | ପ୍ରଭାତ ମିଶ୍ର |
ସଂଳାପ | ସୋମନାଥ ପାଲ |
ଚିତ୍ରନାଟ୍ୟ | ଶିଶିର ମିଶ୍ର |
କାହାଣୀ | ବିନ ମହାପାତ୍ର |
କଳାକାର | ଶ୍ରୀରାମ ପଣ୍ଡା ତ୍ରିପୁରା ମିଶ୍ର ଶୁଭ୍ର ପତି ପୀର ମିଶ୍ର ଜୟୀରାମ ସାମଲ ଗ୍ଲୋରିଆ ମହାନ୍ତି ହର ପଟ୍ଟନାୟକ ମାମିନା |
ସଙ୍ଗୀତ | ଶ୍ରୀବତ୍ସ ପଟ୍ଟନାୟକ |
ଚିତ୍ରଗ୍ରହଣ | ଅଶୋକ ସ୍ୱାଇଁ[୧] |
ସମ୍ପାଦକ | ସମରେଶ ବୋଷ |
ମୁକ୍ତିଲାଭ ତାରିଖ | ୧୯୮୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସୁବର୍ଣ୍ଣ ସୀତା, ୧୯୮୩ ମସିହାରେ ମୁକ୍ତିଲାଭ[୨] କରିଥିବା ଏକ ଓଡ଼ିଆ କଥାଚିତ୍ର ।[୩] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଭାତ ମିଶ୍ର ।[୪] ବିନ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସୋମନାଥ ପାଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଶିଶିର ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୫]
ଶ୍ରୀରାମ ପଣ୍ଡା, ତ୍ରିପୁରା ମିଶ୍ର, ଶୁଭ୍ର ପତି, ପୀର ମିଶ୍ର, ଜୟୀରାମ ସାମଲ, ଗ୍ଲୋରିଆ ମହାନ୍ତି, ହର ପଟ୍ଟନାୟକ, ମାମିନା, ଶିଶିର ମିଶ୍ର, କୃଷ୍ଣପ୍ରଭା, ପ୍ରଦୀପ୍ତ ମିଶ୍ର, ରାଜୁ ସଧଙ୍ଗୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଶ୍ରୀରାମ ପଣ୍ଡା
- ତ୍ରିପୁରା ମିଶ୍ର
- ଶୁଭ୍ର ପତି
- ପୀର ମିଶ୍ର
- ଜୟୀରାମ ସାମଲ
- ଗ୍ଲୋରିଆ ମହାନ୍ତି
- ହର ପଟ୍ଟନାୟକ
- ମାମିନା
- ଶିଶିର ମିଶ୍ର
- କୃଷ୍ଣପ୍ରଭା
- ପ୍ରଦୀପ୍ତ ମିଶ୍ର
- ରାଜୁ ସଧଙ୍ଗୀ
- ମୀରା ମହାନ୍ତି
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀବତ୍ସ ପଟ୍ଟନାୟକ । ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ, ନାରାୟଣ ପ୍ରସାଦ ସିଂହ[୬] ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଚିତ୍ତ ଜେନା, ସୁଶ୍ରୀ ସଙ୍ଗୀତା, ଭୁବନେଶ୍ୱରୀ ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2021-03-02. Retrieved 2018-09-15.
{{cite web}}
: Cite has empty unknown parameter:|1=
(help) - ↑ K. S. Singh (1992). People of India: Odisha (2 pts.). Anthropological Survey of India. ISBN 978-81-7046-293-4.
- ↑ "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
- ↑ Sanjit Narwekar (1994). Directory of Indian Film-makers and Films. Flicks Books. ISBN 978-0-948911-40-8.
- ↑ Orissa reference: glimpses of Orissa (in ଇଂରାଜୀ). TechnoCAD Systems. 2001. p. ୧୫୩. Retrieved 23 September 2018.
- ↑ http://sambad.in/state/odia-cine-lyricist-narayan-prasad-singh-passes-away-154550/
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୁବର୍ଣ୍ଣ ସୀତା