ଆ'ରେ ସାଥି ଆ

ଉଇକିପିଡ଼ିଆ‌ରୁ
ଆରେ ସାଥି ଆ
ନିର୍ଦ୍ଦେଶକଏନ୍. ପାଢ଼ୀ
ପ୍ରଯୋଜକରାଜେଶ ମଲ୍ଲିକ, ଅମର ମହାନ୍ତି
ସଂଳାପଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟଏନ୍. ପାଢ଼ୀ
କାହାଣୀରମଣ ରଞ୍ଜନ
କଳାକାରସିଦ୍ଧାନ୍ତ ମହାପାତ୍ର, ସୋନାଲି ମହାପାତ୍ର, ଦୁଷ୍ମନ୍ତ ପଣ୍ଡା, ପାୟଲ ବାନାର୍ଜୀ, ମିହିର ଦାସ, ସ୍ନିଗ୍ଧା ମହାନ୍ତି, ନମ୍ରତା ଦାସ
ସଙ୍ଗୀତଗୁଡ୍‌ଲି ରଥ
ଚିତ୍ରଗ୍ରହଣରମେଶ ବାବୁ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୦୦୯
ଦେଶ ଭାରତ
ଭାଷାଓଡ଼ିଆ

ଆ'ରେ ସାଥି ଆ, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାଜେଶ ମଲ୍ଲିକ ଓ ଅମର ମହାନ୍ତି । ରମଣ ରଞ୍ଜନ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏନ୍. ପାଢ଼ୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧][୨][୩]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ସୋନାଲି ମହାପାତ୍ର, ଦୁଷ୍ମନ୍ତ ପଣ୍ଡା, ପାୟଲ ବାନାର୍ଜୀ । ମିହିର ଦାସ, ଜର୍ଜ ତିଆଡ଼ି, ସ୍ନିଗ୍ଧା ମହାନ୍ତି, ଇଲୁ ବାନାର୍ଜୀ, ମୀନକେତନ, ଦେବୀ ବାରିକ, ସନ୍ତୋଷ ନାୟକ, ବିଜୁ ବଡ଼ଜେନା, ବିକାଶ ଦାସ, ବେବି ରଥ, ନମ୍ରତା ଦାସ, ଲଭ୍‌ଲି, ଚୁଙ୍ଗା, ସୁଦୀପ୍ତା, ରାଜଲକ୍ଷ୍ମୀ ପ୍ରିୟଦର୍ଶିନୀ, ଜୀବନ ପଣ୍ଡା, ରାଜଶ୍ରୀ, ଥିନ୍ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍‌ଲି ରଥବାପୁ ଗୋସ୍ୱାମୀ, ରଜନୀ ରଞ୍ଜନ, ନିଜାମ୍ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ସୁଜିତ୍ ଭୋଇ, ତପୁ ମିଶ୍ର, ଅରବିନ୍ଦ ଷଡ଼ଙ୍ଗୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ବଡ଼ କଠିନ ସେ" 
2."ଚାହାଣୀ ଅଲଗା ହେଲେ କାହାଣୀ ଏକା" 
3."ହାଲ୍‌କା ହାଲ୍‌କା ଲାଗେ ୟେ ମନ" 
4."କିଛି କିଛି କ‌ହୁଥିଲା" 
5."ମସ୍ତ ଚେହେରା ମୋର ଲାଗେ" 
6."ମୋ କୁଆଁରୀ ମନରେ କଣ୍ଟା ଲାଗିଗଲା" 

ଆଧାର[ସମ୍ପାଦନା]

  1. "ଜାଣନ୍ତୁ ଏହି ଓଲିଉଡ ନାୟକ –ନାୟିକା କାହିଁକି କହୁଛନ୍ତି 'ପାଗଳ ମୁଁ ତୋ' ପାଇଁ'". sambad.in. 5 June 2018. Retrieved 6 June 2018.
  2. "ବର୍ଷା ସାଜିଲା ବାଧକ : ସରିଲା ନାହିଁ ସୁଟିଂ, ଦଶହରା ବଜାରକୁ ଆସିପାରିଲାନି 'ଶଙ୍କର'". ସମ୍ବାଦ. କଟକ: sambad.in. 4 October 2022. Archived from the original on 12 October 2022. Retrieved 12 October 2022.
  3. "ଓଡ଼ିଆ ସିନେଜଗତର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ଏବେ 'ଶଙ୍କର'". Sambad. ଭୁବନେଶ୍ୱର. 17 July 2022. Archived from the original on 18 September 2023. Retrieved 18 September 2023.
  4. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.

ବାହାର ଆଧାର[ସମ୍ପାଦନା]