ଶାଗ

ଉଇକିପିଡ଼ିଆ ରୁ
(ଶାଗ (ଖାଦ୍ୟ) ରୁ ଲେଉଟି ଆସିଛି)
ଶାଗ

ସୁନୁସୁନିଆ ଶାଗ
ଆରମ୍ଭ
ମୂଳ ଜାଗା ଭାରତ, ପାକିସ୍ଥାନ
ଅଞ୍ଚଳ ଓଡ଼ିଶା, ପଞ୍ଜାବ
ଖାଇବାର ସବିଶେଷ
ମୂଳ ଉପାଦାନ ସୋରିଷ

ଶାଗ ପତ୍ରରୁ ତିଆରି ଏକ ରନ୍ଧା ଖାଦ୍ୟ ଯାହା ମୁଖ୍ୟତ ଓଡ଼ିଶା ସମେତ ଭାରତର ବାକି ରାଜ୍ୟମାନଙ୍କରେ ଓ ପାକିସ୍ଥାନରେ ଖିଆଯାଇଥାଏ ।

ଭିତର ଚିଜ

[ଏହାକୁ ବଦଳାନ୍ତୁ] ମୁଖ୍ୟ ଖାଦ୍ୟ

ଏହା ଓଡ଼ିଶା ଓ ପାଖାପାଖି ରାଜ୍ୟରେ ଭାତ ସହ ଖିଆଯାଉଥିବାବେଳେ ପଞ୍ଜାବ ଓ ଉତ୍ତର ଭାରତୀୟ ରାଜ୍ୟମାନଙ୍କରେ ରୋଟି ସହ ଖିଆଯାଇଥାଏ । ଦକ୍ଷିଣ ଭାରତରେ ସମ୍ବର (ଖାଦ୍ୟ) ତିଆରି ବେଳେ ମଧ୍ୟ ଶାଗର ବ୍ୟବହାର କରାୟାଏ ।

[ଏହାକୁ ବଦଳାନ୍ତୁ] ପ୍ରକାର ଭେଦ

  • ଓଡ଼ିଶା
    • କଳମ ଶାଗ
    • କୋସଳା ଶାଗ/ଖଡା ଶାଗ
    • ଲେଉଟିଆ ଶାଗ
    • ପାଳଙ୍ଗ ଶାଗ
    • ପିତାଗମା ଶାଗ
    • ପିଡଙ୍ଗ ଶାଗ
    • ପୋଇ ଶାଗ
    • ବାରମାସି/ ସଜନା ଶାଗ
    • ସୁନୁସୁନିଆ ଶାଗ
    • ଅଗସ୍ତି ଶାଗ (କାର୍ତ୍ତିକ ମାସରେ ଖିଆଯାଏ)
    • ପୁରୁଣି ଶାଗ
    • ହିଳମୋଚା/ହିଡ଼ିମିଚା ଶାଗ
    • ସୋରିଷ ଶାଗ
    • ଆମ୍ବିଳିତି ଶାଗ
    • ମୁଟି ଶାଗ/ମୁଠି ଶାଗ
    • ଫିରିକି ଶାଗ
    • ବଥୁଆ ଶାଗ
    • ମେଥି ଶାଗ
ମେଥି ପତ୍ର, ବେସର ବଟା ଓ ନାନାଦି ପରିବା ସହ ରାନ୍ଧି ଏହା ତିଆରି କରାଯାଏ [୧]
  • ପଞ୍ଜାବ
    • ଶାଗ ପନିର
    • ଶାଗ ଆଳୁ
    • ଶାଗ ଗୋଷ୍ଟ

[ଏହାକୁ ବଦଳାନ୍ତୁ] ଦ୍ରଷ୍ଟବ୍ୟ

[ଏହାକୁ ବଦଳାନ୍ତୁ] ବାହାର ଲିଙ୍କ

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା