ସମୟ (୧୯୭୫ର ଚଳଚ୍ଚିତ୍ର)
ଦେଖଣା
ସମୟ | |
---|---|
ନିର୍ଦ୍ଦେଶକ | ଗଣେଶ ମହାପାତ୍ର |
ପ୍ରଯୋଜକ | ଗଣେଶ ମହାପାତ୍ର |
ସଂଳାପ | ଗଣେଶ ମହାପାତ୍ର |
କଳାକାର | ପ୍ରଶାନ୍ତ ନନ୍ଦ, ଶ୍ରୀରାମ ପଣ୍ଡା, ତ୍ରିପୁରା ମିଶ୍ର, ଧୀର ବିଶ୍ୱାଳ |
ସଙ୍ଗୀତ | ଭୁବନ- ହରି |
ଚିତ୍ରଗ୍ରହଣ | ଦିଲୀପ ଦତ୍ତ, ରାଜନ୍ କିନାଗୀ[୧] |
ମୁକ୍ତିଲାଭ ତାରିଖ | ୧୯୭୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସମୟ ୧୯୭୫ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ଏହା ପ୍ରଥମ ଆଂଶିକ ଓଡ଼ିଆ କଥାଚିତ୍ର ।[୩] ମୁମ୍ବାଇରେ ରହୁଥିବା ଏକ ନବ ଦମ୍ପତିଙ୍କ ସମସ୍ୟା ଉପରେ କାହାଣିଟି ଗତିଶିଳ ।
ଅଭିନୟରେ
[ସମ୍ପାଦନା]ସମୟରେ ଅଭିନୟ କରିଥିବା କଳାକାରମାନେ ହେଲେ:
- ପ୍ରଶାନ୍ତ ନନ୍ଦ
- ଶ୍ରୀରାମ ପଣ୍ଡା
- ତ୍ରିପୁରା ମିଶ୍ର
- ଧୀର ବିଶ୍ୱାଳ
- ଶ୍ୟାମଳେନ୍ଦୁ
- ଜ୍ୟୋତ୍ସ୍ନା ଦାସ[୪][୫][୬]
- ଜର୍ଜ ତିଆଡି
- ନୀଳ ମହାପାତ୍ର
ଆଧାର
[ସମ୍ପାଦନା]- ↑ ପ୍ରଣବ ଦାସ (17 July 2022). "ପରଦା ପଛର କାହାଣୀ". ନିତିଦିନ (ନଜର୍). p. 14. Archived from the original on 18 July 2022. Retrieved 18 July 2022.
- ↑ "ଓଡ଼ିଆରେ ପ୍ରଥମ". ସିନେ ସମ୍ବାଦ: 39. August 1997.
- ↑ "First in Odia Films". Odia Movie Database. Archived from the original on 22 September 2014. Retrieved 2 May 2015.
- ↑ "ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ବିୟୋଗ". ସମ୍ବାଦ. ବ୍ରହ୍ମପୁର: ସମ୍ବାଦ. 15 July 2020. Archived from the original on 15 July 2020. Retrieved 15 July 2020.
- ↑ "ପରଲୋକରେ ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସ". Samaja Live. 15 July 2020. Archived from the original on 15 July 2020. Retrieved 15 July 2020.
- ↑ "ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ବିୟୋଗ | Sambad". ସମ୍ବାଦ. sambad.in. 14 July 2020. Archived from the original on 15 July 2020. Retrieved 15 July 2020.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସମୟ