Jump to content

ସମୟ (୧୯୭୫ର ଚଳଚ୍ଚିତ୍ର)

ଉଇକିପିଡ଼ିଆ‌ରୁ
ସମୟ
ନିର୍ଦ୍ଦେଶକଗଣେଶ ମହାପାତ୍ର
ପ୍ରଯୋଜକଗଣେଶ ମହାପାତ୍ର
ସଂଳାପଗଣେଶ ମହାପାତ୍ର
କଳାକାରପ୍ରଶାନ୍ତ ନନ୍ଦ, ଶ୍ରୀରାମ ପଣ୍ଡା,
ତ୍ରିପୁରା ମିଶ୍ର, ଧୀର ବିଶ୍ୱାଳ
ସଙ୍ଗୀତଭୁବନ- ହରି
ଚିତ୍ରଗ୍ରହଣଦିଲୀପ ଦତ୍ତ, ରାଜନ୍ କିନାଗୀ[୧]
ମୁକ୍ତିଲାଭ ତାରିଖ
୧୯୭୫
ଦେଶ ଭାରତ
ଭାଷାଓଡ଼ିଆ

ସମୟ ୧୯୭୫ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ଏହା ପ୍ରଥମ ଆଂଶିକ ଓଡ଼ିଆ କଥାଚିତ୍ର ।[୩] ମୁମ୍ବାଇରେ ରହୁଥିବା ଏକ ନବ ଦମ୍ପତିଙ୍କ ସମସ୍ୟା ଉପରେ କାହାଣିଟି ଗତିଶିଳ ।

ଅଭିନୟରେ

[ସମ୍ପାଦନା]

ସମୟରେ ଅଭିନୟ କରିଥିବା କଳାକାରମାନେ ହେଲେ:

  1. ↑ ପ୍ରଣବ ଦାସ (17 July 2022). "ପରଦା ପଛର କାହାଣୀ". ନିତିଦିନ (ନଜର୍). p. 14. Archived from the original on 18 July 2022. Retrieved 18 July 2022.
  2. ↑ "ଓଡ଼ିଆରେ ପ୍ରଥମ". ସିନେ ସମ୍ବାଦ: 39. August 1997.
  3. ↑ "First in Odia Films". Odia Movie Database. Archived from the original on 22 September 2014. Retrieved 2 May 2015.
  4. ↑ "ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ବିୟୋଗ". ସମ୍ବାଦ. ବ୍ରହ୍ମପୁର: ସମ୍ବାଦ. 15 July 2020. Archived from the original on 15 July 2020. Retrieved 15 July 2020.
  5. ↑ "ପରଲୋକରେ ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସ". Samaja Live. 15 July 2020. Archived from the original on 15 July 2020. Retrieved 15 July 2020.
  6. ↑ "ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ବିୟୋଗ | Sambad". ସମ୍ବାଦ. sambad.in. 14 July 2020. Archived from the original on 15 July 2020. Retrieved 15 July 2020.

ଅଧିକ ତଥ୍ୟ

[ସମ୍ପାଦନା]
  • ଇଣ୍ଟରନେଟ ମୁଭି ଡାଟାବେସରେ ସମୟ