ମନୋଜ କୁମାର ମହାପାତ୍ର
ମନୋଜ କୁମାର ମହାପାତ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଗୁଆମାଳ, ଭଦ୍ରକ, ଓଡ଼ିଶା | ୧୨ ମଇ ୧୯୪୯
ବୃତ୍ତି |
|
ଭାଷା | ଓଡ଼ିଆ |
ନାଗରିକତା | ଭାରତୀୟ |
ସାହିତ୍ୟ କୃତି | ନିର୍ବାଣ (ଉପନ୍ୟାସ) |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଉପନ୍ୟାସ), ୨୦୦୭ |
ସଙ୍ଗୀ | ଜିତେନ୍ଦ୍ରନାଥ ମହାପାତ୍ର (ବାପା) ସୁଶୀଳା ଦେବୀ (ମାଆ) |
ୱେବସାଇଟ | |
https://www.manojmahapatra.in |
ମନୋଜ କୁମାର ମହାପାତ୍ର (ଜନ୍ମ: ୧୨ ମଇ ୧୯୪୯)[୧] ଜଣେ ଓଡ଼ିଆ ଲେଖକ, ଅନୁବାଦକ ଓ ଔପନ୍ୟାସିକ । ସେ ୨୦୦୭ ମସିହାରେ ତାଙ୍କ ରଚିତ ଉପନ୍ୟାସ ନିର୍ବାଣ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୨]
ଜୀବନୀ
[ସମ୍ପାଦନା]୧୯୪୯ ମସିହାର ମଇ ୧୨ ତାରିଖରେ ଭଦ୍ରକ ଜିଲ୍ଲାର ତିହିଡ଼ ବ୍ଲକ ଅନ୍ତର୍ଗତ ଗୁଆମାଳଠାରେ ଜିତେନ୍ଦ୍ରନାଥ ମହାପାତ୍ର ଓ ସୁଶୀଳା ଦେବୀଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ମନୋଜ । ୧୯୬୭ ମସିହାରେ ମାଟ୍ରିକ୍ ପାସ୍ କରିବା ପରେ ସେ ଭଦ୍ରକ କଲେଜରୁ ପିୟୁ ଓ ୧୯୬୯ ମସିହାରେ ବିଜେବି କଲେଜରୁ କଳାରେ ସ୍ନାତକ କରିଥିଲେ । ଏହାପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଓ ପରେ ଓକିଲାତି ପଢ଼ିଥିଲେ ।[୩]
ରଚନାବଳୀ
[ସମ୍ପାଦନା]ମନୋଜ ଜଣେ ଅନୁବାଦକ ଭାବରେ ଅବଦୁଲ କଲାମଙ୍କ ପୁସ୍ତକଗୁଡ଼ିକ; ଅଗ୍ନିର ଡେଣା, ପ୍ରଜ୍ୱଳିତ ମନ, ଭାରତ ୨୦୨୦, ଏକ ଶକ୍ତିଶାଳୀ ବିକଶିତ ଭାରତର ସ୍ୱପ୍ନ, ଅଦମ୍ୟ ଉତ୍ସାହ, ମାର୍ଗଦର୍ଶୀ, ମୋ ଯାତ୍ରା, କଲାମଙ୍କୁ ପିଲାଙ୍କ ପ୍ରଶ୍ନ ଆଦି ଅନୁବାଦ କରିଛନ୍ତି । ସେ ଋଷି ମଣିଷ କଲାମ, ସମର୍ଥ ଉପନ୍ୟାସ ଏବଂ ସ୍ୱର୍ଣ୍ଣପ୍ରଭା, ଯନ୍ତ୍ରଣାର ଅନ୍ୟନାମ, କାଳିସୀ କନ୍ୟା, କାମ ତୃଷ୍ଣା ଓ ତୁମ ପାଇଁ ଗପ ଭଳି ଅନ୍ୟାନ୍ୟ ପୁସ୍ତକ ରଚନା କରିଛନ୍ତି ।[୧]
ରଚନାବଳୀ
[ସମ୍ପାଦନା]- ନିର୍ବାଣ (୨୦୦୭)
- ଅଗ୍ନିର ଡେଣା (ଅନୁବାଦ)
- ପ୍ରଜ୍ୱଳିତ ମନ (ଅନୁବାଦ)
- ଭାରତ ୨୦୨୦ (ଅନୁବାଦ)
- ଏକ ଶକ୍ତିଶାଳୀ ବିକଶିତ ଭାରତର ସ୍ୱପ୍ନ (ଅନୁବାଦ)
- ଅଦମ୍ୟ ଉତ୍ସାହ (ଅନୁବାଦ)
- ମାର୍ଗଦର୍ଶୀ (ଅନୁବାଦ)
- ମୋ ଯାତ୍ରା (ଅନୁବାଦ)
- କଲାମଙ୍କୁ ପିଲାଙ୍କ ପ୍ରଶ୍ନ (ଅନୁବାଦ)
- ତୁମର ଫୁଟିବା ପାଇଁ ଜନ୍ମ (ଅନୁବାଦ)
- ତୁମେ ଅସାଧାରଣ (ଅନୁବାଦ)
- ମୋ ଯାତ୍ରା (ଅନୁବାଦ)
- ସାସିଆ କାହାଣୀ (ଅନୁବାଦ)
- ଇଡ୍ଲି, ଅର୍କିଡ଼ ଓ ଆତ୍ମବଳ (ଅନୁବାଦ)
- ବିଦ୍ରୋହୀ ସନ୍ୟାସୀ
- ସାଲବେଗ
- ବୁଦ୍ଧଙ୍କର ଆଗସେବକ ଭିକ୍ଷୁ ସାରିପୁତ୍ତ
- ଯନ୍ତ୍ରଣାର ଅନ୍ୟନାମ
- ସମର୍ଥ
- ତଥାଗତର ପଥ
- ଆମ୍ରପାଲ୍ଲୀ
- ମା
- ଏକ ସତ୍ୟ ଅନେକ ପଥ
- କିଏ ସେଇ ସନ୍ୟାସୀ
- ଋଷି ମଣିଷ କଲାମ
- ସମର୍ଥ ଉପନ୍ୟାସ ଏବଂ ସ୍ୱର୍ଣ୍ଣପ୍ରଭା
- ଯନ୍ତ୍ରଣାର ଅନ୍ୟନାମ
- କାଳିସୀ କନ୍ୟା
- କାମ ତୃଷ୍ଣା
- ତୁମ ପାଇଁ ଗପ
- ଅନ୍ଧାରୀ ଗୁମ୍ଫା
- ଭଗିନୀ ନିବେଦିତା
- ପିଲାଙ୍କ କଲାମ
- ସ୍ୱର୍ଣ୍ଣପ୍ରଭା
- କାଳିସୀକନ୍ୟା
- ସ୍ୱର୍ଗଦ୍ୱାର ଓ ଅନ୍ୟାନ୍ୟ ଗଳ୍ପ
- ବୋଊ (କବିତା ପୁସ୍ତକ)
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଉପନ୍ୟାସ) - ୨୦୦୭[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ମହାପାତ୍ର, ମନୋଜ କୁମାର (1997). ବିଦ୍ରୋହୀ ସନ୍ୟାସୀ (in Oriya) (1 ed.). ଭୁବନେଶ୍ୱର: ପ୍ରତିଭାନୀ. p. ୫୭୮. Retrieved 3 April 2024.
{{cite book}}
: CS1 maint: unrecognized language (link) - ↑ ୨.୦ ୨.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 3 April 2024.
- ↑ "About < Manoj Kumar Mahapatra". www.manojmahapatra.in. Archived from the original on 2024-04-04. Retrieved 2024-04-05.