"ପୁରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨୦୧୪ ନିର୍ବାଚନ ସମ୍ପର୍କରେ ଉଲ୍ଲେଖ କଲି।
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨ କ ଧାଡ଼ି: ୨ କ ଧାଡ଼ି:
! colspan="2" bgcolor="#DEFFAD" | ପୁରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ
! colspan="2" bgcolor="#DEFFAD" | ପୁରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ
|-
|-
| ଭୋଟର ସଂଖ୍ୟା (୨୦୦୯): || ୨,୦୬,୧୫୨
| ଭୋଟର ସଂଖ୍ୟା (୨୦୧୪): || ୨,୨୪,୩୫୮
|-
|-
| ଜିଲ୍ଲା: || [[ପୁରୀ ଜିଲ୍ଲା|ପୁରୀ]]
| ଜିଲ୍ଲା: || [[ପୁରୀ ଜିଲ୍ଲା|ପୁରୀ]]
୧୮ କ ଧାଡ଼ି: ୧୮ କ ଧାଡ଼ି:

ପୁରୀ (କ୍ରମିକ ସଂଖ୍ୟା: ୧୦୭) [[ପୁରୀ ଜିଲ୍ଲା]] ଅନ୍ତର୍ଗତ ଏକ [[ଓଡ଼ିଶା ବିଧାନ ସଭା|ବିଧାନ ସଭା]] [[ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକା|ନିର୍ବାଚନ ମଣ୍ଡଳୀ]] ।
ପୁରୀ (କ୍ରମିକ ସଂଖ୍ୟା: ୧୦୭) [[ପୁରୀ ଜିଲ୍ଲା]] ଅନ୍ତର୍ଗତ ଏକ [[ଓଡ଼ିଶା ବିଧାନ ସଭା|ବିଧାନ ସଭା]] [[ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକା|ନିର୍ବାଚନ ମଣ୍ଡଳୀ]] ।
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: [[ପୁରୀ|ପୁରୀ (ପୌ)]], ପୁରୀ ସଦର ବ୍ଳକର କିଛି ଅଂଶ ଓ ଗୋପ ବ୍ଳକର କିଛି ଅଂଶ ।<ref>[http://eci.nic.in/delim/Final_Publications/Orissa/orissa.pdf Assembly ନିର୍ବାଚନ ମଣ୍ଡଳୀ and their EXtent]</ref><ref>[http://eci.nic.in/delim/paper1to7/Orissa.xls Seats of Odisha]</ref>

ଗତ ୨୦୧୪ ନିର୍ବାଚନରେ [[ବିଜୁ ଜନତା ଦଳ]] ପ୍ରାର୍ଥୀ ମହେଶ୍ବର ମହାନ୍ତି [[ଭାରତୀୟ ଜାତୀୟ କଂଗ୍ରେସ]] ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଠାରୁ ୩୪୭୨୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।<ref name=":0">https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf</ref>

ଗତ ୨୦୦୯ ନିର୍ବାଚନରେ [[ବିଜୁ ଜନତା ଦଳ]] ପ୍ରାର୍ଥୀ [[ମହେଶ୍ୱର ମହାନ୍ତି]], [[ଭାରତୀୟ ଜନତା ପାର୍ଟି]] ପ୍ରାର୍ଥୀ ଉମା ବଲ୍ଲଭ ରଥଙ୍କଠାରୁ ପ୍ରାୟ ୧୩,୦୦୦ <!--(୧୩,୩୯୪)--> ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।<ref>{{cite web |url= http://leadtech.in/infoelection/index.php/odisha/431-odisha-election-result-2009-votemargin.html |title=Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List |work=leadtech.in |quote=8971 |accessdate=21 April 2013}}</ref>

୯୬ କ ଧାଡ଼ି: ୯୮ କ ଧାଡ଼ି:

== ନିର୍ବାଚିତ ବିଧାୟକଗଣ ==
== ନିର୍ବାଚିତ ବିଧାୟକଗଣ ==
୧୯୫୧ରୁ ୨୦୦୯ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ: <ref>http://orissa.gov.in/e-magazine/orissaannualreference/ORA-2011/pdf/453-501.pdf</ref>
୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ: <ref>http://orissa.gov.in/e-magazine/orissaannualreference/ORA-2011/pdf/453-501.pdf</ref><ref name=":0" />

* ୨୦୧୪: ମହେଶ୍ବର ମହାନ୍ତି (ବିଜୁ ଜନତା ଦଳ)
* ୨୦୧୪: ମହେଶ୍ବର ମହାନ୍ତି (ବିଜୁ ଜନତା ଦଳ)
* ୨୦୦୯: [[ମହେଶ୍ୱର ମହାନ୍ତି]] (ବିଜୁ ଜନତା ଦଳ)
* ୨୦୦୯: [[ମହେଶ୍ୱର ମହାନ୍ତି]] (ବିଜୁ ଜନତା ଦଳ)

୦୮:୧୪, ୩ ସେପ୍ଟେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ

ପୁରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୨୪,୩୫୮
ଜିଲ୍ଲା: ପୁରୀ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ପୁରୀ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ପୁରୀ (କ୍ରମିକ ସଂଖ୍ୟା: ୧୦୭) ପୁରୀ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପୁରୀ (ପୌ), ପୁରୀ ସଦର ବ୍ଳକର କିଛି ଅଂଶ ଓ ଗୋପ ବ୍ଳକର କିଛି ଅଂଶ ।[୧][୨]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମହେଶ୍ବର ମହାନ୍ତି ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଠାରୁ ୩୪୭୨୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମହେଶ୍ୱର ମହାନ୍ତି, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଉମା ବଲ୍ଲଭ ରଥଙ୍କଠାରୁ ପ୍ରାୟ ୧୩,୦୦୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ପୁରୀ [୫]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ମହେଶ୍ୱର ମହାନ୍ତି ୬୧,୩୨୮ ୫୧.୫୮ -
ଭାଜପା ଉମା ବଲ୍ଲଭ ରଥ ୪୭,୯୩୪ ୪୦.୩୨ -
କଂଗ୍ରେସ ଉତ୍ତମ କୁମାର ଆଚାର୍ଯ୍ୟ ୬,୮୩୨ ୫.୭୫ -
ବସପା କାଶୀନାଥ ଭୋଇ ୧,୧୬୧ ୦.୯୮ -
ସ୍ଵାଧୀନ ରାମଚନ୍ଦ୍ର ପ୍ରଧାନ ୬୩୪ ୦.୫୩ N/A
ସପା ନାରାୟଣ ଖୁଣ୍ଟିଆ ୬୩୩ ୦.୫୩ N/A
କଳିଙ୍ଗ ସେନା ଶାରଦା ଦେବୀ ପଣ୍ଡା ୩୬୭ ୦.୩୧ N/A
ଭୋଟ ବ୍ୟବଧାନ ୧୩,୩୯୪ ୧୧.୨୭* -
ମତଦାନ ହାର ୧,୧୮,୮୮୯ ୫୭.୬୭ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ: [୬][୩]

  • ୨୦୧୪: ମହେଶ୍ବର ମହାନ୍ତି (ବିଜୁ ଜନତା ଦଳ)
  • ୨୦୦୯: ମହେଶ୍ୱର ମହାନ୍ତି (ବିଜୁ ଜନତା ଦଳ)
  • ୨୦୦୪: ମହେଶ୍ଵର ମହାନ୍ତି (ବିଜୁ ଜନତା ଦଳ)
  • ୨୦୦୦: ମହେଶ୍ଵର ମହାନ୍ତି (ଜନତା ଦଳ)
  • ୧୯୯୫: ମହେଶ୍ଵର ମହାନ୍ତି (ଜନତା ଦଳ)
  • ୧୯୯୦: ବ୍ରଜ କିଶୋର ତ୍ରିପାଠୀ (ଜନତା ଦଳ)
  • ୧୯୮୫: ବ୍ରଜ କିଶୋର ତ୍ରିପାଠୀ (ଜନତା)
  • ୧୯୮୦: ଗଦାଧର ମିଶ୍ର (କଂଗ୍ରେସ-ଈ)
  • ୧୯୭୭: ବ୍ରଜ କିଶୋର ତ୍ରିପାଠୀ (ଜନତା)
  • ୧୯୭୪: ବ୍ରଜ ମୋହନ ମହାନ୍ତି (କଂଗ୍ରେସ)
  • ୧୯୭୧: ବ୍ରଜ ମୋହନ ମହାନ୍ତି (ଜନ କଂଗ୍ରେସ)
  • ୧୯୬୭: ହରିହର ବାହିନିପତି (ପ୍ରଜା ସ୍ଵତନ୍ତ୍ର ପାର୍ଟି)
  • ୧୯୬୧: ଭଗବାନ ପ୍ରତିହାରୀ (କଂଗ୍ରେସ)
  • ୧୯୫୭: ହରିହର ବାହିନିପତି (ପ୍ରଜା ସ୍ଵତନ୍ତ୍ର ପାର୍ଟି)
  • ୧୯୫୧: ଫକୀର ଚରଣ ଦାସ (ସୋସାଲିଷ୍ଟ)

ଆଧାର

  1. Assembly ନିର୍ବାଚନ ମଣ୍ଡଳୀ and their EXtent
  2. Seats of Odisha
  3. ୩.୦ ୩.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  4. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Retrieved 21 April 2013. 8971
  5. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  6. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf

ବାହାର ତଥ୍ୟ