ତୁ ମୋ ଦେହର ଛାଇ
ତୁ ମୋ ଦେହର ଛାଇ | |
---|---|
ନିର୍ଦ୍ଦେଶକ | ହିମାଂଶୁ ପରିଜା |
ପ୍ରଯୋଜକ | ସୁନୀଲ କୁମାର ରାଉତ ଶିବପ୍ରସାଦ ଦାସ |
ସଂଳାପ | ଦେବୀଦତ୍ତ ମହାନ୍ତି |
ଚିତ୍ରନାଟ୍ୟ | ହିମାଂଶୁ ପରିଜା |
କାହାଣୀ | ସୁଜାତା ରାଉତ ସିପ୍ରା ଦାସ |
କଳାକାର | ଅମ୍ଳାନ ଦାସ ରିୟା ଦେ ଶିଳ୍ପା ଦେ ମିହିର ଦାସ ରୁନୁ ପରିଜା |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ଅଭିରାମ ମିଶ୍ର |
ସମ୍ପାଦକ | ସୁଶାନ୍ତ ମଣି |
ମୁକ୍ତିଲାଭ ତାରିଖ | ୧୫ ଅକ୍ଟୋବର ୨୦୧୩[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ତୁ ମୋ ଦେହର ଛାଇ, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁନୀଲ କୁମାର ରାଉତ ଏବଂ ଶିବପ୍ରସାଦ ଦାସ ।[୩] ସୁଜାତା ରାଉତ ଓ ସିପ୍ରା ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୪] ଦେବୀଦତ୍ତ ମହାନ୍ତି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୧] ହିମାଂଶୁ ପରିଜା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୫] ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ ।[୪][୬] ଅମ୍ଳାନ ଏହି କଥାଚିତ୍ରଟିରେ ପ୍ରଥମ ଥର ପାଇଁ ଦ୍ୱେତ ଭୂମିକାରେ ଅଭିନୟ କରିଥିଲେ । ରିୟା ଦେ[୭] ଏବଂ ଶିଳ୍ପା ଦେଇ ଏହି କଥାଚିତ୍ରଟିରେ ନାୟିକା ଭାବରେ ଅଭିନୟ କରିଥିଲେ ।[୮] ମିହିର ଦାସ, ସ୍ମିତା ମହାନ୍ତି[୨], ରୁନୁ ପରିଜା, ଜୀବନ ପଣ୍ଡା, ସରୋଜ ଦାସ, ସଲିଲ ମିତ୍ର, ସୁରେଶ ବଳ, ନମ୍ରତା ଦାସ, ମୀନକେତନ, ଧିର ମଲ୍ଲିକ, ରବି ମିଶ୍ର, ରବି ନନ୍ଦ, ନିରଞ୍ଜନ ପତି, ବ୍ରଜ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୩]
ଅଭିନୟ
[ସମ୍ପାଦନା]- ଅମ୍ଳାନ ଦାସ[୯]- ଦେବ୍/ଜିତ୍
- ରିୟା ଦେ[୧୦]- ନେହା
- ଶିଳ୍ପା ଦେ- ପିୟା
- ମିହିର ଦାସ[୧୧]- ସଞ୍ଜୟ
- ସ୍ମିତା ମହାନ୍ତି- ଜିତ୍ର ମାଆ
- ରୁନୁ ପରିଜା- ଶାନ୍ତି
- ଜୀବନ ପଣ୍ଡା- ଦେବ୍ର ସାଙ୍ଗ
- ସରୋଜ ଦାସ- ଡାକ୍ତର
- ସଲିଲ ମିତ୍ର- ପୋଲିସ ଇନିସ୍ପେକ୍ଟର
- ସୁରେଶ ବଳ- ଚାଚା
- ନମ୍ରତା ଦାସ- ସଞ୍ଜୟର ମାଆ
- ମୀନକେତନ[୧୨]
- ଧିର ମଲ୍ଲିକ
- ରବି ମିଶ୍ର
- ରବି ନନ୍ଦ
- ନିରଞ୍ଜନ ପତି
- ବ୍ରଜ ସିଂହ- ରାମୁ ଦାଦା
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।[୧] ବସନ୍ତାରାଜ ସାମଲ, ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଜାବେଦ ଅଲ୍ଲୀ, କୁମାର ବାପି, ରାମହରି ଦାସ, ଇରା ମହାନ୍ତି, ସଞ୍ଜୁ ମହାନ୍ତି, ଉଦିତ ନାରାୟଣ, ବିନୋଦ ରାଠୋଡ଼ ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଏ ଆଖିରୁ ତୋ ଚେହେରା" | |
2. | "ମୋ ମାଆ ମୋ ମାଆ" | |
3. | "ଆଗ କର ହନିମୁନ୍" | |
4. | "ସଜନୀରେ" | |
5. | "ହଟା ବେ ଅଳିଆ ହଟା" | |
6. | "ତୁ ମୋ ଦେହର ଛାଇ" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Tu Mo Dehara Chhai". Incredible Orissa. 6 August 2013. Retrieved 10 November 2017.
- ↑ ୨.୦ ୨.୧ "Oriya Films 2013". Incredible Orissa. 28 January 2013. Retrieved 10 November 2017.
- ↑ ୩.୦ ୩.୧ "ପ୍ରଥମେ ଏହି ଓଡ଼ିଆ ଫିଲ୍ମର ଟାଇଟଲ୍ ବି ଥିଲା 'ଗଡ଼ଫାଦର୍'!". sambad.in. 4 January 2017. Archived from the original on 13 November 2017. Retrieved 10 November 2017.
- ↑ ୪.୦ ୪.୧ "TU MO DEHARA CHHAI". Incredible Orissa. 15 October 2013. Retrieved 10 November 2017.
- ↑ "Tu Mo Dehara Chhai". www.nuaodisha.com. Retrieved 10 November 2017.
- ↑ "ଅମ୍ଳାନ-ରୀୟା ଯୋଡ଼ିର 'ଲାଗିଲା ରଙ୍ଗ ଗୋଲାପି ଗୋଲାପି'". Sambad (in Odia). 28 April 2023. Archived from the original on 29 September 2023. Retrieved 29 September 2023.
{{cite web}}
: CS1 maint: unrecognized language (link) - ↑ "ରୀୟା : କେବେ ନୂଆ କେବେ ପୁରୁଣା !". ସମ୍ବାଦ. 25 August 2017. Retrieved 10 November 2017.
- ↑ Mohapatra, Mrudu M. (29 September 2013). "Tu Mo Dehara Chai Poster Released by Odisha Graphic". Odia Live. Retrieved 10 November 2017.
- ↑ "ଆଜି ପରଦାକୁ ଆସୁଛି ଅମ୍ଳାନଙ୍କ 'ଲାଗେ ପ୍ରେମ ନଜର'". ସମ୍ବାଦ. ଭୁବନେଶ୍ୱର: sambad.in. 8 July 2022. Archived from the original on 24 October 2022. Retrieved 24 October 2022.
- ↑ "କାହିଁକି ଏହି ନାୟକ ଏବେ ରୀୟାଙ୍କର ପ୍ରିୟ? | Sambad". Sambad (in Odia). Odisha. 21 September 2018. Archived from the original on 19 August 2020. Retrieved 2 October 2018.
{{cite news}}
: no-break space character in|title=
at position 8 (help)CS1 maint: unrecognized language (link) - ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ "ପରଲୋକରେ ମୀନକେତନ". sambad.in. 2 July 2017. Archived from the original on 22 October 2017. Retrieved 10 November 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ତୁ ମୋ ଦେହର ଛାଇ