ସୁନ୍ଦରଗଡ଼ର ସଲମାନ୍ ଖାନ୍
ସୁନ୍ଦରଗଡ଼ର ସଲମାନ୍ ଖାନ୍ | |
---|---|
ନିର୍ଦ୍ଦେଶକ | ଅଶୋକ ପତି[୧] |
ପ୍ରଯୋଜକ | ସଚ୍ଚିକାନ୍ତ ଜେନା[୨] ତରଙ୍ଗ ସିନେ ପ୍ରଡକ୍ସନ[୩] |
ସଂଳାପ | ରଣଜିତ ପଟ୍ଟନାୟକ |
କଳାକାର | ବାବୁଶାନ୍ ଦିବ୍ୟା ମହାନ୍ତି |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ସୀତାଂଶୁ ମହାପାତ୍ର |
ସମ୍ପାଦକ | ସୁକୁମାର ମଣି |
ମୁକ୍ତିଲାଭ ତାରିଖ | ୧୩ ଜୁନ ୨୦୧୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସୁନ୍ଦରଗଡ଼ର ସଲମାନ୍ ଖାନ୍, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୪][୫][୬] ଏହି କଥାଚିତ୍ରଟି ରଜ ସମୟରେ ମୁକ୍ତିଲାଭ କରିଥିଲା ।[୭] ତରଙ୍ଗ ସିନେ ପ୍ରଡକ୍ସନ ନିର୍ମାଣ କରିଥିଲା ଏହି କଥାଚିତ୍ରଟି ।[୮][୯] ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧୦][୧୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ମହାନ୍ତି[୧୨] ଏବଂ ନବାଗତା ଅଭିନେତ୍ରୀ ଦିବ୍ୟା ମହାନ୍ତି[୧୩] ।[୧୦][୧୪][୩] ଅଭିନେତ୍ରୀ ଦିବ୍ୟା ପୂର୍ବରୁ ତରଙ୍ଗ ଟିଭିରେ ଜୟ ମା ଲକ୍ଷ୍ମୀ ଧାରାବାହିକରେ ମାଆ ଲକ୍ଷ୍ମୀଙ୍କ ଭୂମିରେ ଅଭିନୟ କରିଥିଲେ[୧୫] ଏବଂ ପରେ ଦକ୍ଷିଣ ଭାରତୀୟ କଥାଚିତ୍ର ଓ ଧାରାବାହିକରେ ଅଭିନୟ କରିଥିଲେ ।[୧୬] ବବି ମିଶ୍ର, ପପୁ ପମ ପମ, ମିହିର ଦାସ, ଉଷସୀ ମିଶ୍ର ସାତ୍ୟକି ମିଶ୍ର, ପୁଷ୍ପା ପଣ୍ଡା, କାଳିଆ, ତ୍ରିଭୁବନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧୬] ଏହି ଚଳଚ୍ଚିତ୍ରଟିକୁ ସେନ୍ସର୍ ବୋର୍ଡ଼ ତରଫରୁ 'ୟୁ' ମାନ୍ୟତା ପ୍ରଦାନ କରାଯାଇଥିଲା ।[୧୭]
ଅଭିନୟ
[ସମ୍ପାଦନା]- ବାବୁଶାନ୍[୧୮][୧୯]
- ଦିବ୍ୟା ମହାନ୍ତି[୨୦][୨୧][୨୨]
- ବବି ମିଶ୍ର - ନାୟକ ମର୍ଦରାଜ[୨୩]
- ପପୁ ପମ ପମ
- ମିହିର ଦାସ[୨୪]
- ଉଷସୀ ମିଶ୍ର[୨୫]
- ପୁଷ୍ପା ପଣ୍ଡା
- ସାତ୍ୟକି ମିଶ୍ର
- କ୍ରିଷ୍ଣା କର - ପ୍ରଳୟ ମର୍ଦ୍ଦରାଜ
- କାଳିଆ
- ତ୍ରିଭୁବନ ପଣ୍ଡା
- ଅନନ୍ତ ଆଚାର୍ଯ୍ୟ
- ଶୁଭ୍ରାଂଶୁ ନାୟକ[୨୬]
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୧୦][୧୬][୨୭] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୨୮][୧୭] ହ୍ୟୁମାନ ସାଗର, ବିଶ୍ୱଜିତ, ସତ୍ୟଜିତ ପ୍ରଧାନ, ଅମ୍ରିତା, ରଶ୍ମିତା, ସରୋଜ ପ୍ରଧାନ, ଜାଗୃତି ମିଶ୍ର, ତାରିକ୍ ଅଜିଜ୍, ପାମେଲା ଜୈନ, ସୋୟମ୍ ପାଢ଼ୀ, ସୋହିନୀ ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୮]
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ପ୍ୟାର୍ ବାଲା ହିଚ୍କି" | ନିର୍ମଳ ନାୟକ | ହ୍ୟୁମାନ ସାଗର | ୨:୫୭ |
2. | "ଲେଟ୍ସ୍ ସେଲିବ୍ରେଟ୍ ରଜ" | ନିର୍ମଳ ନାୟକ | ସତ୍ୟଜିତ, ବିଶ୍ୱଜିତ, ଅମ୍ରିତା, ରଶ୍ମିତା | ୩:୨୦ |
3. | "ରଫ୍ତା ରଫ୍ତା" | ନିର୍ମଳ ନାୟକ | ସରୋଜ ପ୍ରଧାନ, ଜାଗୃତି ମିଶ୍ର | |
4. | "ତୋର ଇସ୍କରେ ଜିଏସ୍ଟି" | ନିର୍ମଳ ନାୟକ | ତାରିକ୍ ଅଜିଜ୍, ପାମେଲା ଜୈନ | ୩:୦୬ |
5. | "ତୁ ନୂଆ ସାୟେରୀ" | ନିର୍ମଳ ନାୟକ | ସୋୟମ୍ ପାଢ଼ୀ, ସୋହିନୀ ମିଶ୍ର | ୨:୧୬ |
6. | "ସୁନ୍ଦରଗଡ଼ର ସଲମାନ ଖାନ୍" | ନିର୍ମଳ ନାୟକ | କୌଶିକ |
ଆଧାର
[ସମ୍ପାଦନା]- ↑ "ଜଣେ ତେଲୁଗୁ ନାୟକ କରିଥିବା ଭୂମିକାକୁ ଆଦରିଛନ୍ତି ଓଲିଉଡ ଷ୍ଟାର୍ ବାବୁସାନ୍". sambad.in. 9 May 2018. Retrieved 6 June 2018.
- ↑ "ତତେ ଷୋହଳକୁ ମତେ ସତର | Sambad". ସମ୍ବାଦ. sambad.in. 23 July 2021. Archived from the original on 30 May 2022. Retrieved 30 May 2022.
- ↑ ୩.୦ ୩.୧ "ଏହି ବ୍ୟାନର୍ରୁ ବାଦ୍ ପଡ଼ିଲେ ଏଲିନା!". sambad.in. 28 March 2018. Retrieved 2 April 2018.
- ↑ "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
- ↑ "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.
{{cite news}}
: CS1 maint: unrecognized language (link) - ↑ "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 7 September 2018. Retrieved 4 September 2018.
- ↑ "ପ୍ୟାର୍ବାଲା ହିଚ୍କି". ସମାଜ ରବିବାର. 1 July 2018. Archived from the original on 1 July 2018. Retrieved 5 July 2018.
- ↑ ୮.୦ ୮.୧ "ରଜ ଲଢ଼େଇ" (in Odia). ଓଡ଼ିଶା. 10 June 2018. p. 8. Archived from the original (PDF) on 19 October 2018. Retrieved 19 October 2018.
{{cite news}}
: CS1 maint: unrecognized language (link) - ↑ "କେବେ ଖୋଲିବ ନାୟକ ପ୍ରଦୀପଙ୍କ 'ପ୍ରେମ ଏଟିଏମ୍'? | Sambad". ସମ୍ବାଦ. sambad.in. 20 August 2020. Archived from the original on 15 January 2022. Retrieved 15 January 2022.
- ↑ ୧୦.୦ ୧୦.୧ ୧୦.୨ "ସଲମନ-ପ୍ରେମ୍ କୁମାର". ସମାଜ. 25 March 2018. Retrieved 25 March 2018.[permanent dead link]
- ↑ "ଏମାନଙ୍କର ଏବର୍ଷ ଦୁଇଟି ଓଡ଼ିଆ ସିନେମା". Sambad. ଭୁବନେଶ୍ୱର. 31 December 2018. Archived from the original on 2 January 2019. Retrieved 4 January 2019.
- ↑ "ଏଥର ରଜ ବଜାରରେ ଦେଖିବାକୁ ମିଳିବେନି ଏହି ନାୟକ !". sambad.in. 24 April 2018. Retrieved 6 June 2018.
- ↑ "ନୂଆମୁହଁଙ୍କ ନଜର". ସମାଜ. 13 May 2017. Retrieved 19 May 2018.[permanent dead link]
- ↑ "ଓଲିଉଡର ସଲମନ୍". ସମାଜ. ୧ April 2018. Retrieved 2 April 2018.
{{cite news}}
: Check date values in:|date=
(help)[permanent dead link] - ↑ ମହାନ୍ତି, ଗୋପୀନାଥ (3 June 2018). "ଏ ସପ୍ତାହର ସାକ୍ଷାତକାର: ଦିବ୍ୟା ମହାନ୍ତି". ସମାଜ ରବିବାର. Retrieved 9 June 2018.[permanent dead link]
- ↑ ୧୬.୦ ୧୬.୧ ୧୬.୨ "ଦିବ୍ୟାଙ୍କ କ୍ଷମତା". ସମାଜ. 15 April 2018. Retrieved 15 April 2018.[permanent dead link]
- ↑ ୧୭.୦ ୧୭.୧ "ଜାଣନ୍ତୁ , ବାବୁସାନଙ୍କ ରଜ ସିନେମା 'ସୁନ୍ଦରଗଡ଼ର ସଲମାନ୍ ଖାନ୍'କୁ ମିଳିଲା କେଉଁ ସେନସର୍ ସାର୍ଟିଫିକେଟ୍ ?". sambad.in. 7 June 2018. Retrieved 10 June 2018.
- ↑ "ମ୍ୟୁଜିକ୍ କଂପୋଜ୍ କରୁଛନ୍ତି ବାବୁସାନ୍". sambad.in. 1 May 2018. Retrieved 6 June 2018.
- ↑ "ଏ ବର୍ଷ ଏହି ଓଲିଉଡ ନାୟକ ମାରିଲେ ବାଜି". Sambad. 30 December 2018. Archived from the original on 24 September 2020. Retrieved 4 January 2019.
- ↑ "ସଲମନ୍କୁ ଟକ୍କର ଦେବ ୪ ଇଡିଅଟସ୍". ସମାଜ (ରବିବାର). 10 June 2018. Retrieved 10 June 2018.[permanent dead link]
- ↑ "ଦିବ୍ୟାଙ୍କ ଅବସର" (PDF). ସକାଳ. 26 September 2021. p. 2. Archived from the original (PDF) on 7 November 2021. Retrieved 7 November 2021.
- ↑ "ସିଲେକ୍ଟ ହେଲେ, କିନ୍ତୁ ଦୁଃଖରେ କାନ୍ଦିଥିଲେ". Odisha Reporter. ଭୁବନେଶ୍ୱର. 29 November 2021. Archived from the original on 9 December 2021. Retrieved 9 December 2021.
- ↑ "ଅଭିନୟକୁ ଜୀବନ୍ତ କରିବାକୁ ଯାଇ ଅଭିନେତା ବବି ମିଶ୍ର ଅଭିନେତ୍ରୀଙ୍କ ସହ କରିଲେ ଏହି କାମ". sambad.in. 18 May 2018. Retrieved 6 June 2018.
- ↑ "'ସୁନ୍ଦରଗଡର ସଲମାନ ଖାନ୍'ରେ ମିହିରଙ୍କ ଭୂମିକା କ'ଣ ଜାଣନ୍ତି !". sambad.in. 29 April 2018. Retrieved 6 June 2018.
- ↑ "ମିହିରଙ୍କ ଭଉଣୀ". ସମାଜ ରବିବାର. 20 May 2018. Retrieved 20 May 2018.[permanent dead link]
- ↑ "କାହାର ହେବି ମୁଁ କଣ୍ଢେଇ". ସମ୍ବାଦ (ରବିବାର). 26 February 2023. p. 8. Archived from the original on 20 March 2023. Retrieved 20 March 2023.
- ↑ "ଏଥର ବି ଅଭିଜିତ ମଜୁମଦାର ଓ ପ୍ରେମ୍ ଆନନ୍ଦଙ୍କ ଭିତରେ ଟକ୍କର !". sambad.in. 2 June 2018. Retrieved 6 June 2018.
- ↑ "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୁନ୍ଦରଗଡ଼ର ସଲମାନ୍ ଖାନ୍