ସୁନ୍ଦରଗଡ଼ର ସଲମାନ୍ ଖାନ୍

ଉଇକିପିଡ଼ିଆ‌ରୁ
ସୁନ୍ଦରଗଡ଼ର ସଲମାନ୍ ଖାନ୍
ନିର୍ଦ୍ଦେଶକଅଶୋକ ପତି[୧]
ପ୍ରଯୋଜକସଚ୍ଚିକାନ୍ତ ଜେନା[୨]
ତରଙ୍ଗ ସିନେ ପ୍ରଡକ୍ସନ[୩]
ସଂଳାପରଣଜିତ ପଟ୍ଟନାୟକ
କଳାକାରବାବୁଶାନ୍
ଦିବ୍ୟା ମହାନ୍ତି
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣସୀତାଂଶୁ ମହାପାତ୍ର
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୧୩ ଜୁନ ୨୦୧୮
ଦେଶ ଭାରତ
ଭାଷାଓଡ଼ିଆ

ସୁନ୍ଦରଗଡ଼ର ସଲମାନ୍ ଖାନ୍, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୪][୫][୬] ଏହି କଥାଚିତ୍ରଟି ରଜ ସମୟରେ ମୁକ୍ତିଲାଭ କରିଥିଲା ।[୭] ତରଙ୍ଗ ସିନେ ପ୍ରଡକ୍ସନ ନିର୍ମାଣ କରିଥିଲା ଏହି କଥାଚିତ୍ରଟି ।[୮][୯] ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧୦][୧୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ମହାନ୍ତି[୧୨] ଏବଂ ନବାଗତା ଅଭିନେତ୍ରୀ ଦିବ୍ୟା ମହାନ୍ତି[୧୩][୧୦][୧୪][୩] ଅଭିନେତ୍ରୀ ଦିବ୍ୟା ପୂର୍ବରୁ ତରଙ୍ଗ ଟିଭିରେ ଜୟ ମା ଲକ୍ଷ୍ମୀ ଧାରାବାହିକରେ ମାଆ ଲକ୍ଷ୍ମୀଙ୍କ ଭୂମିରେ ଅଭିନୟ କରିଥିଲେ[୧୫] ଏବଂ ପରେ ଦକ୍ଷିଣ ଭାରତୀୟ କଥାଚିତ୍ର ଓ ଧାରାବାହିକରେ ଅଭିନୟ କରିଥିଲେ ।[୧୬] ବବି ମିଶ୍ର, ପପୁ ପମ ପମ, ମିହିର ଦାସ, ଉଷସୀ ମିଶ୍ର ସାତ୍ୟକି ମିଶ୍ର, ପୁଷ୍ପା ପଣ୍ଡା, କାଳିଆ, ତ୍ରିଭୁବନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧୬] ଏହି ଚଳଚ୍ଚିତ୍ରଟିକୁ ସେନ୍‌ସର୍ ବୋର୍ଡ଼ ତରଫରୁ 'ୟୁ' ମାନ୍ୟତା ପ୍ରଦାନ କରାଯାଇଥିଲା ।[୧୭]

ଅଭିନୟ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[୧୦][୧୬][୨୭] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୨୮][୧୭] ହ୍ୟୁମାନ ସାଗର, ବିଶ୍ୱଜିତ, ସତ୍ୟଜିତ ପ୍ରଧାନ, ଅମ୍ରିତା, ରଶ୍ମିତା, ସରୋଜ ପ୍ରଧାନ, ଜାଗୃତି ମିଶ୍ର, ତାରିକ୍ ଅଜିଜ୍, ପାମେଲା ଜୈନ, ସୋୟମ୍ ପାଢ଼ୀ, ସୋହିନୀ ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୮]

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ପ୍ୟାର୍ ବାଲା ହିଚ୍‌କି"ନିର୍ମଳ ନାୟକହ୍ୟୁମାନ ସାଗର୨:୫୭
2."ଲେଟ୍‌ସ୍ ସେଲିବ୍ରେଟ୍ ରଜ"ନିର୍ମଳ ନାୟକସତ୍ୟଜିତ, ବିଶ୍ୱଜିତ, ଅମ୍ରିତା, ରଶ୍ମିତା୩:୨୦
3."ରଫ୍‌ତା ରଫ୍‌ତା"ନିର୍ମଳ ନାୟକସରୋଜ ପ୍ରଧାନ, ଜାଗୃତି ମିଶ୍ର 
4."ତୋର ଇସ୍କରେ ଜିଏସ୍‌ଟି"ନିର୍ମଳ ନାୟକତାରିକ୍ ଅଜିଜ୍, ପାମେଲା ଜୈନ୩:୦୬
5."ତୁ ନୂଆ ସାୟେରୀ"ନିର୍ମଳ ନାୟକସୋୟମ୍ ପାଢ଼ୀ, ସୋହିନୀ ମିଶ୍ର୨:୧୬
6."ସୁନ୍ଦରଗଡ଼ର ସଲମାନ ଖାନ୍"ନିର୍ମଳ ନାୟକକୌଶିକ 

ଆଧାର[ସମ୍ପାଦନା]

  1. "ଜଣେ ତେଲୁଗୁ ନାୟକ କରିଥିବା ଭୂମିକାକୁ ଆଦରିଛନ୍ତି ଓଲିଉଡ ଷ୍ଟାର୍‌ ବାବୁସାନ୍‌". sambad.in. 9 May 2018. Retrieved 6 June 2018.
  2. "ତତେ ଷୋହଳକୁ ମତେ ସତର | Sambad". ସମ୍ବାଦ. sambad.in. 23 July 2021. Archived from the original on 30 May 2022. Retrieved 30 May 2022.
  3. ୩.୦ ୩.୧ "ଏହି ବ୍ୟାନର୍‌ରୁ ବାଦ୍‌ ପଡ଼ିଲେ ଏଲିନା!". sambad.in. 28 March 2018. Retrieved 2 April 2018.
  4. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
  5. "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.{{cite news}}: CS1 maint: unrecognized language (link)
  6. "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍‌ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 7 September 2018. Retrieved 4 September 2018.
  7. "ପ୍ୟାର୍‌ବାଲା ହିଚ୍କି". ସମାଜ ରବିବାର. 1 July 2018. Archived from the original on 1 July 2018. Retrieved 5 July 2018.
  8. ୮.୦ ୮.୧ "ରଜ ଲଢ଼େଇ" (in Odia). ଓଡ଼ିଶା. 10 June 2018. p. 8. Archived from the original (PDF) on 19 October 2018. Retrieved 19 October 2018.{{cite news}}: CS1 maint: unrecognized language (link)
  9. "କେବେ ଖୋଲିବ ନାୟକ ପ୍ରଦୀପଙ୍କ 'ପ୍ରେମ ଏଟିଏମ୍‌'? | Sambad". ସମ୍ବାଦ. sambad.in. 20 August 2020. Archived from the original on 15 January 2022. Retrieved 15 January 2022.
  10. ୧୦.୦ ୧୦.୧ ୧୦.୨ "ସଲମନ-ପ୍ରେମ୍ କୁମାର". ସମାଜ. 25 March 2018. Retrieved 25 March 2018.[permanent dead link]
  11. "ଏମାନଙ୍କର ଏବର୍ଷ ଦୁଇଟି ଓଡ଼ିଆ ସିନେମା". Sambad. ଭୁବନେଶ୍ୱର. 31 December 2018. Archived from the original on 2 January 2019. Retrieved 4 January 2019.
  12. "ଏଥର ରଜ ବଜାରରେ ଦେଖିବାକୁ ମିଳିବେନି ଏହି ନାୟକ !". sambad.in. 24 April 2018. Retrieved 6 June 2018.
  13. "ନୂଆମୁହଁଙ୍କ ନ‌ଜର". ସମାଜ. 13 May 2017. Retrieved 19 May 2018.[permanent dead link]
  14. "ଓଲିଉଡର ସଲମନ୍". ସମାଜ. ୧ April 2018. Retrieved 2 April 2018. {{cite news}}: Check date values in: |date= (help)[permanent dead link]
  15. ମହାନ୍ତି, ଗୋପୀନାଥ (3 June 2018). "ଏ ସପ୍ତାହର ସାକ୍ଷାତକାର: ଦିବ୍ୟା ମହାନ୍ତି". ସମାଜ ରବିବାର. Retrieved 9 June 2018.[permanent dead link]
  16. ୧୬.୦ ୧୬.୧ ୧୬.୨ "ଦିବ୍ୟାଙ୍କ କ୍ଷମତା". ସମାଜ. 15 April 2018. Retrieved 15 April 2018.[permanent dead link]
  17. ୧୭.୦ ୧୭.୧ "ଜାଣନ୍ତୁ , ବାବୁସାନଙ୍କ ରଜ ସିନେମା 'ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌'କୁ ମିଳିଲା କେଉଁ ସେନସର୍‌ ସାର୍ଟିଫିକେଟ୍‌ ?". sambad.in. 7 June 2018. Retrieved 10 June 2018.
  18. "ମ୍ୟୁଜିକ୍‌ କଂପୋଜ୍‌ କରୁଛନ୍ତି ବାବୁସାନ୍‌". sambad.in. 1 May 2018. Retrieved 6 June 2018.
  19. "ଏ ବର୍ଷ ଏହି ଓଲିଉଡ ନାୟକ ମାରିଲେ ବାଜି". Sambad. 30 December 2018. Archived from the original on 24 September 2020. Retrieved 4 January 2019.
  20. "ସଲମନ୍‌କୁ ଟକ୍କର ଦେବ ୪ ଇଡିଅଟସ୍". ସମାଜ (ରବିବାର). 10 June 2018. Retrieved 10 June 2018.[permanent dead link]
  21. "ଦିବ୍ୟାଙ୍କ ଅବସର" (PDF). ସକାଳ. 26 September 2021. p. 2. Archived from the original (PDF) on 7 November 2021. Retrieved 7 November 2021.
  22. "ସିଲେକ୍ଟ ହେଲେ, କିନ୍ତୁ ଦୁଃଖରେ କାନ୍ଦିଥିଲେ". Odisha Reporter. ଭୁବନେଶ୍ୱର. 29 November 2021. Archived from the original on 9 December 2021. Retrieved 9 December 2021.
  23. "ଅଭିନୟକୁ ଜୀବନ୍ତ କରିବାକୁ ଯାଇ ଅଭିନେତା ବବି ମିଶ୍ର ଅଭିନେତ୍ରୀଙ୍କ ସହ କରିଲେ ଏହି କାମ". sambad.in. 18 May 2018. Retrieved 6 June 2018.
  24. "'ସୁନ୍ଦରଗଡର ସଲମାନ ଖାନ୍‌'ରେ ମିହିରଙ୍କ ଭୂମିକା କ'ଣ ଜାଣନ୍ତି !". sambad.in. 29 April 2018. Retrieved 6 June 2018.
  25. "ମିହିରଙ୍କ ଭଉଣୀ". ସମାଜ ରବିବାର. 20 May 2018. Retrieved 20 May 2018.[permanent dead link]
  26. "କାହାର ହେବି ମୁଁ କଣ୍ଢେଇ". ସମ୍ବାଦ (ରବିବାର). 26 February 2023. p. 8. Archived from the original on 20 March 2023. Retrieved 20 March 2023.
  27. "ଏଥର ବି ଅଭିଜିତ ମଜୁମଦାର ଓ ପ୍ରେମ୍‌ ଆନନ୍ଦଙ୍କ ଭିତରେ ଟକ୍‌କର !". sambad.in. 2 June 2018. Retrieved 6 June 2018.
  28. "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.

ବାହାର ଆଧାର[ସମ୍ପାଦନା]