ସଂଯୁକ୍ତା ରାଉତ

ଉଇକିପିଡ଼ିଆ‌ରୁ
(Sanjukta Routରୁ ଲେଉଟି ଆସିଛି)
ସଂଯୁକ୍ତା ରାଉତ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଯୁପକାଠର ପଶୁ (ଉପନ୍ୟାସ),
"ନିଜ ମୁହଁ ନିଜକୁ ଅଚିହ୍ନା"
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୨

ସଂଯୁକ୍ତା ରାଉତ ଜଣେ ଓଡ଼ିଆ ଗାଳ୍ପିକା[୧] ଓ ଔପନ୍ୟାସିକା ।[୨] ସେ ତିନୋଟି କ୍ଷୁଦ୍ରଗଳ୍ପ ସଂକଳନ, ଚାରୋଟି ଉପନ୍ୟାସ ଓ ଗୋଟିଏ ଭ୍ରମଣ କାହାଣୀ ଲେଖିଛନ୍ତି । ତାଙ୍କର ଉପନ୍ୟାସ ଯୁପକାଠର ପଶୁ ନିମନ୍ତେ ସେ ୨୦୦୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।[୩][୪] ତାଙ୍କର ବିଭିନ୍ନ ଜଣାଶୁଣା ରଚନାବଳୀ ମଧ୍ୟରୁ ଯୁପକାଠର ପଶୁ (ଉପନ୍ୟାସ), ନିଜ ମୁହଁ ନିଜକୁ ଅଚିହ୍ନା,[୫] ଯେଉଁଠି ଆରମ୍ଭ ସେଇଠି ଶେଷ[୬], ନିବୁଜ ଘର[୭], ଅନ୍ଧଗଳି[୮], କ୍ଷଣିକ ଉତ୍ତାପରୁ ଅନନ୍ତ ଶୀତଳତା[୯] ଆଦି ଅନ୍ୟତମ ।

ରଚନାବଳୀ[ସମ୍ପାଦନା]

  • ଯୁପକାଠର ପଶୁ (ଉପନ୍ୟାସ)
  • ନିଜ ମୁହଁ ନିଜକୁ ଅଚିହ୍ନା[୫]
  • ଯେଉଁଠି ଆରମ୍ଭ ସେଇଠି ଶେଷ[୬]
  • ନିବୁଜ ଘର[୭]
  • ଅନ୍ଧଗଳି[୮]
  • କ୍ଷଣିକ ଉତ୍ତାପରୁ ଅନନ୍ତ ଶୀତଳତା[୯]

ଆଧାର[ସମ୍ପାଦନା]

  1. "ଅଳକା ମହାନ୍ତିଙ୍କ ପୁସ୍ତକ ଭକ୍ତି ଅନୁଭୂତି ଇଶ୍ବରୀୟ ଚିନ୍ତା ଚେତନାର ପରିପ୍ରକାଶ". July 30, 2018. 30 July 2018. Retrieved 26 February 2019.
  2. Valerie Henitiuk; Supriya Kar (12 December 2016). Spark of Light: Short Stories by Women Writers of Odisha. Athabasca University Press. pp. 97–. ISBN 978-1-77199-167-4.
  3. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Odisha Sahitya Akademi. Retrieved 26 February 2019.
  4. "୨୦୦୧-୦୨ ମସିହା ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ଘୋଷିତ". Odisha.com. Retrieved 26 February 2019.
  5. ୫.୦ ୫.୧ "ନିଜ ମୁହଁ ନିଜକୁ ଅଚିହ୍ନା". opac.nationallibrary.gov.in. National Library of India. Retrieved 26 February 2019.
  6. ୬.୦ ୬.୧ "ଯେଉଁଠି ଆରମ୍ଭ ସେଇଠି ଶେଷ". opac.nationallibrary.gov.in. Retrieved 26 February 2019.
  7. ୭.୦ ୭.୧ "ନିବୁଜ ଘର". opac.nationallibrary.gov.in. National Library of India. Retrieved 26 February 2019.
  8. ୮.୦ ୮.୧ "ଅନ୍ଧଗଳି". opac.nationallibrary.gov.in. National Library of India. Retrieved 26 February 2019.
  9. ୯.୦ ୯.୧ "କ୍ଷଣିକ ଉତ୍ତାପରୁ ଅନନ୍ତ ଶୀତଳତା". opac.nationallibrary.gov.in. National Library of India. Retrieved 26 February 2019.

Lua error in package.lua at line 80: module 'Module:Authority control/config' not found.