ସଂଯୁକ୍ତା ରାଉତ
ଦେଖଣା
ସଂଯୁକ୍ତା ରାଉତ | |
---|---|
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଯୁପକାଠର ପଶୁ (ଉପନ୍ୟାସ), "ନିଜ ମୁହଁ ନିଜକୁ ଅଚିହ୍ନା" |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୨ |
ସଂଯୁକ୍ତା ରାଉତ ଜଣେ ଓଡ଼ିଆ ଗାଳ୍ପିକା[୧] ଓ ଔପନ୍ୟାସିକା ।[୨] ସେ ତିନୋଟି କ୍ଷୁଦ୍ରଗଳ୍ପ ସଂକଳନ, ଚାରୋଟି ଉପନ୍ୟାସ ଓ ଗୋଟିଏ ଭ୍ରମଣ କାହାଣୀ ଲେଖିଛନ୍ତି । ତାଙ୍କର ଉପନ୍ୟାସ ଯୁପକାଠର ପଶୁ ନିମନ୍ତେ ସେ ୨୦୦୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।[୩][୪] ତାଙ୍କର ବିଭିନ୍ନ ଜଣାଶୁଣା ରଚନାବଳୀ ମଧ୍ୟରୁ ଯୁପକାଠର ପଶୁ (ଉପନ୍ୟାସ), ନିଜ ମୁହଁ ନିଜକୁ ଅଚିହ୍ନା,[୫] ଯେଉଁଠି ଆରମ୍ଭ ସେଇଠି ଶେଷ[୬], ନିବୁଜ ଘର[୭], ଅନ୍ଧଗଳି[୮], କ୍ଷଣିକ ଉତ୍ତାପରୁ ଅନନ୍ତ ଶୀତଳତା[୯] ଆଦି ଅନ୍ୟତମ ।
ରଚନାବଳୀ
[ସମ୍ପାଦନା]- ଯୁପକାଠର ପଶୁ (ଉପନ୍ୟାସ)
- ନିଜ ମୁହଁ ନିଜକୁ ଅଚିହ୍ନା[୫]
- ଯେଉଁଠି ଆରମ୍ଭ ସେଇଠି ଶେଷ[୬]
- ନିବୁଜ ଘର[୭]
- ଅନ୍ଧଗଳି[୮]
- କ୍ଷଣିକ ଉତ୍ତାପରୁ ଅନନ୍ତ ଶୀତଳତା[୯]
ଆଧାର
[ସମ୍ପାଦନା]- ↑ "ଅଳକା ମହାନ୍ତିଙ୍କ ପୁସ୍ତକ ଭକ୍ତି ଅନୁଭୂତି ଇଶ୍ବରୀୟ ଚିନ୍ତା ଚେତନାର ପରିପ୍ରକାଶ". July 30, 2018. 30 July 2018. Retrieved 26 February 2019.
- ↑ Valerie Henitiuk; Supriya Kar (12 December 2016). Spark of Light: Short Stories by Women Writers of Odisha. Athabasca University Press. pp. 97–. ISBN 978-1-77199-167-4.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Odisha Sahitya Akademi. Retrieved 26 February 2019.
- ↑ "୨୦୦୧-୦୨ ମସିହା ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ଘୋଷିତ". Odisha.com. Retrieved 26 February 2019.
- ↑ ୫.୦ ୫.୧ "ନିଜ ମୁହଁ ନିଜକୁ ଅଚିହ୍ନା". opac.nationallibrary.gov.in. National Library of India. Retrieved 26 February 2019.
- ↑ ୬.୦ ୬.୧ "ଯେଉଁଠି ଆରମ୍ଭ ସେଇଠି ଶେଷ". opac.nationallibrary.gov.in. Retrieved 26 February 2019.
- ↑ ୭.୦ ୭.୧ "ନିବୁଜ ଘର". opac.nationallibrary.gov.in. National Library of India. Retrieved 26 February 2019.
- ↑ ୮.୦ ୮.୧ "ଅନ୍ଧଗଳି". opac.nationallibrary.gov.in. National Library of India. Retrieved 26 February 2019.
- ↑ ୯.୦ ୯.୧ "କ୍ଷଣିକ ଉତ୍ତାପରୁ ଅନନ୍ତ ଶୀତଳତା". opac.nationallibrary.gov.in. National Library of India. Retrieved 26 February 2019.