Jump to content

ପ୍ରଦୋଷ କୁମାର ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
(Pradosh Kumar Pattnaikରୁ ଲେଉଟି ଆସିଛି)
ପ୍ରଦୋଷ କୁମାର ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନପ୍ରଦୋଷ କୁମାର ପଟ୍ଟନାୟକ
ବୃତ୍ତିସାମ୍ବାଦକି
ଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଚାଲିଛି... ଚାଲିବି ନପଡ଼ିବି ଥକି (ଜଣେ ବିରଳ ବିପ୍ଳବୀର କାହାଣୀ)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୬[]

ପ୍ରଦୋଷ କୁମାର ପଟ୍ଟନାୟକ ଜଣେ ଓଡ଼ିଆ ସାମ୍ବାଦିକ ଓ ଲେଖକ, ଯିଏକି ମୁଖ୍ୟତଃ ଜୀବନ ସମ୍ବନ୍ଧୀୟ ପୁସ୍ତକରେ ନିଜର ଲେଖନୀ ଚାଳନା କରନ୍ତି ।[] ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ପୁସ୍ତକ ରଚନା କରିବା ସହିତ କିଛି ଜୀବିନୀ ପୁସ୍ତକ ରଚନା କରିଛନ୍ତି ।[] ୨୦୧୬ ମସିହାରେ ତାଙ୍କୁ ତାଙ୍କର ପୁସ୍ତକ ଚାଲିଛି... ଚାଲିବି ନପଡ଼ିବି ଥକି (ଜଣେ ବିରଳ ବିପ୍ଳବୀର କାହାଣୀ) ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[][]

ରଚନାବଳୀ

[ସମ୍ପାଦନା]
  • ଚାଲିଛି... ଚାଲିବି ନପଡ଼ିବି ଥକି (ଜଣେ ବିରଳ ବିପ୍ଳବୀର କାହାଣୀ) (ଜୀବନୀ)[]

ପୁରସ୍କାର

[ସମ୍ପାଦନା]
  1. "୨୦୧୨, ୨୦୧୩, ୨୦୧୪ ମସିହାରେ ପ୍ରକାଶିତ ୨୦୧୫ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 15 July 2022. Retrieved 15 July 2022.
  2. "୨୦୧୫ ଓ ୨୦୧୬ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା, ଜାଣନ୍ତୁ କିଏ କେଉଁ ବିଭାଗରେ ପାଇବେ ପୁରସ୍କାର". Prameyanews7. ଭୁବନେଶ୍ୱର. 10 July 2020. Archived from the original on 15 July 2022. Retrieved 15 July 2022.
  3. Otv, News Desk. "୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା". ୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା. Archived from the original on 2022-07-15. Retrieved 2022-07-15.
  4. Pradhan, Hemanta (10 July 2020). "Odisha Sahitya Akademi Awards for 2015, 2016 declared - Times of India". The Times of India (in English). Bhubaneswar. Retrieved 15 July 2022.{{cite news}}: CS1 maint: unrecognized language (link)
  5. "Odisha Sahitya Akademi award for 18 authors". The New Indian Express. Retrieved 2022-07-16.
  6. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର: ଉପନ୍ୟାସରେ ନିତ୍ୟାନନ୍ଦ ପଣ୍ଡା, ଗୀତି କବିତାରେ ମନୋଜ ମହାନ୍ତି". Samaya Live. ଭୁବନେଶ୍ୱର. 11 July 2020. Archived from the original on 15 July 2022. Retrieved 15 July 2022.
  7. "Odisha Sahitya Akademi Awards announced | Sambad English". Sambad English (in English). Bhubaneswar: sambadenglish.com. 10 July 2020. Archived from the original on 15 July 2022. Retrieved 15 July 2022.{{cite news}}: CS1 maint: unrecognized language (link)
  8. Mansingh, Sangita (2022-06-20). "ପ୍ରସିଦ୍ଧ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଓ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ". OdishaLIVE (in ଆମେରିକୀୟ ଇଂରାଜୀ). Archived from the original on 2022-07-19. Retrieved 2022-07-19.

ବାହାର ଆଧାର

[ସମ୍ପାଦନା]