ପବିତ୍ର ବନ୍ଧନ
Appearance
(Pabitra Bandhanaରୁ ଲେଉଟି ଆସିଛି)
ପବିତ୍ର ବନ୍ଧନ | |
---|---|
ନିର୍ଦ୍ଦେଶକ | ରବି କିନ୍ନାଗି |
ପ୍ରଯୋଜକ | ଅଶୋକ କୁମାର ଲେଙ୍କା |
କଳାକାର | ମିହିର ଦାସ, ରଚନା ବାନାର୍ଜୀ |
ସଙ୍ଗୀତ | ଅମରେନ୍ଦ୍ର ମହାନ୍ତି |
ମୁକ୍ତିଲାଭ ତାରିଖ | ୧୨ ଜାନୁଆରୀ ୧୯୯୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପବିତ୍ର ବନ୍ଧନ ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଶୋକ କୁମାର ଲେଙ୍କା । ନିର୍ଦ୍ଦେଶକ ରବି କିନ୍ନାଗୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନାରେ ହେଇଥିଲେ ।[୧]
ଅଭିନୟ
[ସମ୍ପାଦନା]ଗୀତ ଓ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଅମରେନ୍ଦ୍ର ମହାନ୍ତି ।[୩] ଦେବୀଶ୍ୱେତା ମିଶ୍ର ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଆଧାର
[ସମ୍ପାଦନା]- ↑ ମହାପାତ୍ର, ରାଧାନାଥ. "ଓଡ଼ିଆ କାହାଣୀର ଟେକ ରଖିଛି 'ଚିନି'". ନଜର୍ (ନିତିଦିନ). Retrieved 25 September 2016.[permanent dead link]
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ "ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ କରୋନାରେ ଦେହାନ୍ତ : ଭୁବନେଶ୍ୱରରେ ସମ କୋଭିଡ ହସ୍ପିଟାଲରେ ୫ଦିନ ହେଲା ଚାଲିଥିଲା ଚିକିତ୍ସା". www.kanaknews.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 17 May 2021. Retrieved 17 May 2021.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପବିତ୍ର ବନ୍ଧନ