ଗଡ୍ଫାଦର୍
ଗଡ୍ଫାଦର୍ | |
---|---|
ନିର୍ଦ୍ଦେଶକ | ରମେଶ ରାଉତ |
ପ୍ରଯୋଜକ | ଜୁଗାଂଶୁ ଶେଖର ପଣ୍ଡା |
ସଂଳାପ | ନିର୍ମଳ ନାୟକ |
କଳାକାର | ସିଦ୍ଧାନ୍ତ ମହାପାତ୍ର ଅନୁ ଚୌଧୁରୀ ମନୋଜ ମିଶ୍ର ମୀନକେତନ ଦୈତାରି ପଣ୍ଡା ହରିହର ମହାପାତ୍ର |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ଅଭିରାମ ମିଶ୍ର |
ସମ୍ପାଦକ | ରାଜେଶ ଦାସ |
ମୁକ୍ତିଲାଭ ତାରିଖ | ୧ ଜାନୁଆରୀ ୨୦୧୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଗଡ୍ଫାଦର୍, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧][୨][୩][୪] ଏହି ଚଳଚ୍ଚିତ୍ରଟି ନୂଆବର୍ଷ ଦିନ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ଜୁଗାଂଶୁ ଶେଖର ପଣ୍ଡା । ରମେଶ ରାଉତ ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୫][୬][୭] ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ଏବଂ ଗୀତ ରଚନା କରିଥିଲେ ନିର୍ମଳ ମିଶ୍ର ଓ ନିଜାମ୍ ।
ସିଦ୍ଧାନ୍ତ ମହାପାତ୍ର[୮] ଏହି ଚଳଚ୍ଚିତ୍ରର ନାୟକ ଭୂମିକାରେ ଅଭିନୟ କରିଥିଲେ । ଅନୁ ଚୌଧୁରୀ[୯] , ମନୋଜ ମିଶ୍ର, ମୀନକେତନ, ଦୈତାରି ପଣ୍ଡା, ହରିହର ମହାପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧୦] ହିନ୍ଦୀ କଥାଚିତ୍ର ତଥା ଦୂରଦର୍ଶନର ଅଭିନେତ୍ରୀ ରାଖି ସାବନ୍ତ ପ୍ରଥମଥର ପାଇଁ ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିଥିଲେ । ରାଖି ଏହି ଚଳଚ୍ଚିତ୍ରର ଆଇଟମ ଗୀତରେ ନୃତ୍ୟ କରିଥିଲେ ।[୧୧] [୧୨]
ଅଭିନୟ
[ସମ୍ପାଦନା]- ସିଦ୍ଧାନ୍ତ ମହାପାତ୍ର
- ଅନୁ ଚୌଧୁରୀ[୧୩]
- ମନୋଜ ମିଶ୍ର
- ମୀନକେତନ
- ଦୈତାରି ପଣ୍ଡା
- ହରିହର ମହାପାତ୍ର
- ରାଖି ସାବନ୍ତ (ଅତିଥି କଳାକାର)
- ସୁଶ୍ରୁତ
- ଅନନ୍ୟା ମିଶ୍ର[୧୪][୧୫][୧୬]
ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ରାଖି ସାବନ୍ତ ଏହି ଚଳଚ୍ଚିତ୍ରରେ ଏକ ଆଇଟମ୍ ଗୀତରେ ନୃତ୍ୟ ପରିବେଶଣ କରିଥିଲେ । ରାଖି ସାବନ୍ତ ଏହି ନୃତ୍ୟ ଜରିଆରେ ପ୍ରଥମଥର ପାଇଁ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧୭]
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଓ ନିଜାମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅଭିଜିତ ମଜୁମଦାର, ନାଭ୍ୟା, ବିନୋଦ ରାଠୋଡ, ପାମେଲା ଜୈନ୍, ମହମଦ୍ ଇର୍ଫାନ୍, ତପୁ ମିଶ୍ର, ଜାବେଦ୍ ଅଲ୍ଲୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]ଗୀତ | ରଚନା | କଣ୍ଠଦାନ |
---|---|---|
ଚୁଟି ଖୋଲିଲେ | ନିର୍ମଳ ନାୟକ | ପାମେଲା ଜୈନ |
ଗଡ୍ଫାଦର୍ | ନିର୍ମଳ ନାୟକ | ବିନୋଦ ରାଠୋଡ, ନାଭ୍ୟା |
ଓମ୍ ନମଃ ଶିବାୟ | ନିର୍ମଳ ନାୟକ | ବିନୋଦ ରାଠୋଡ |
ସୋଲନୀ ସଲୋନୀ | ନିଜାମ୍ | ମହମଦ୍ ଇର୍ଫାନ୍, ତପୁ ମିଶ୍ର |
ଯେବେ ମୋ ବିନା | ନିର୍ମଳ ନାୟକ | ଜାବେଦ୍ ଅଲ୍ଲୀ |
ପ୍ୟାର୍ ୱାଲା | ନିର୍ମଳ ନାୟକ | ଅଭିଜିତ ମଜୁମଦାର, ନାଭ୍ୟା |
ଆଧାର
[ସମ୍ପାଦନା]- ↑ "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 2 November 2017. Retrieved 2 November 2017.
- ↑ "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା ?". sambad.in. 30 September 2017. Retrieved 1 October 2017.
- ↑ "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
- ↑ ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
- ↑ "ଅପକମିଂ ଓଡ଼ିଆ ସିନେମା 'ଲଭ ଏକ୍ସପ୍ରେସ୍' ବିଷୟରେ କିଛି ରୋଚକ ତଥ୍ୟ". OdishaLIVE (in Odia). ଓଡ଼ିଶା. 30 July 2018. Archived from the original on 28 October 2020. Retrieved 8 September 2018.
{{cite news}}
: CS1 maint: unrecognized language (link) - ↑ "'ଲୈଲା ଓ ଲୈଲା' ଯୋଡି ଫେରିଲେ ଓଲିଉଡକୁ | Sambad". Sambad. 19 July 2018. Archived from the original on 24 August 2018. Retrieved 8 September 2018.
- ↑ "ଗଣେଶ ପୂଜାରେ ଆସିବ ଏହି ଲୋକପ୍ରିୟ ଯୋଡିଙ୍କର ଓଡ଼ିଆ ସିନେମା | Sambad". Sambad. 28 August 2018. Archived from the original on 31 August 2018. Retrieved 31 August 2018.
- ↑ "GodFather – Movie Review". Odisha News 360. 2 January 2017. Retrieved 13 April 2017.
- ↑ "Godfather: Rakhi in "Shampoo" song". ପ୍ରଗତିବାଦୀ. 10 January 2017. Retrieved 13 April 2017.
- ↑ "Siddhant Mohapatra as Godfather in Ramesh Rout film". OdiaLive.com. 27 December 2016. Retrieved 13 April 2017.
- ↑ "Godfather Odia Movie Rakhi Sawant Does Item Song". E News ଓଡ଼ିଆ. 15 June 2015. Retrieved 13 April 2017.
- ↑ "Godfather". Odia Movei Database. Archived from the original on 17 April 2017. Retrieved 13 April 2017.
- ↑ "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
- ↑ "ପୁଣି ଆସୁଛନ୍ତି ଅନନ୍ୟା!". sambad.in. 23 April 2018. Retrieved 6 June 2018.
- ↑ "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
- ↑ "ଆଇଟମ୍ ଗର୍ଲ ବନି ଚର୍ଚ୍ଚିତା ହୋଇଥିବା ଏହି ନାୟିକା ଏବେ 'ପ୍ରେମ ବନ୍ଧନ'ରେ | Sambad". Sambad (in Odia). ଓଡ଼ିଶା. 19 September 2018. Archived from the original on 27 October 2022. Retrieved 19 September 2018.
{{cite news}}
: CS1 maint: unrecognized language (link) - ↑ "Rakhi Sawant's item number in Odia film God Father". Apnafilms.com. 23 November 2016. Retrieved 13 April 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଗଡ୍ଫାଦର୍