ଗଡ୍‌ଫାଦର୍

ଉଇକିପିଡ଼ିଆ‌ରୁ
ଗଡ୍‌ଫାଦର୍
ନିର୍ଦ୍ଦେଶକରମେଶ ରାଉତ
ପ୍ରଯୋଜକଜୁଗାଂଶୁ ଶେଖର ପଣ୍ଡା
ସଂଳାପନିର୍ମଳ ନାୟକ
କଳାକାରସିଦ୍ଧାନ୍ତ ମହାପାତ୍ର
ଅନୁ ଚୌଧୁରୀ
ମନୋଜ ମିଶ୍ର
ମୀନକେତନ
ଦୈତାରି ପଣ୍ଡା
ହରିହର ମହାପାତ୍ର
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଅଭିରାମ ମିଶ୍ର
ସମ୍ପାଦକରାଜେଶ ଦାସ
ମୁକ୍ତିଲାଭ ତାରିଖ
୧ ଜାନୁଆରୀ ୨୦୧୭
ଦେଶ ଭାରତ
ଭାଷାଓଡ଼ିଆ

ଗଡ୍‌ଫାଦର୍, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧][୨][୩][୪] ଏହି ଚଳଚ୍ଚିତ୍ରଟି ନୂଆବର୍ଷ ଦିନ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ଜୁଗାଂଶୁ ଶେଖର ପଣ୍ଡା । ରମେଶ ରାଉତ ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୫][୬][୭] ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ଏବଂ ଗୀତ ରଚନା କରିଥିଲେ ନିର୍ମଳ ମିଶ୍ର ଓ ନିଜାମ୍ ।

ସିଦ୍ଧାନ୍ତ ମହାପାତ୍ର[୮] ଏହି ଚଳଚ୍ଚିତ୍ରର ନାୟକ ଭୂମିକାରେ ଅଭିନୟ କରିଥିଲେ । ଅନୁ ଚୌଧୁରୀ[୯] , ମନୋଜ ମିଶ୍ର, ମୀନକେତନ, ଦୈତାରି ପଣ୍ଡା, ହରିହର ମହାପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧୦] ହିନ୍ଦୀ କଥାଚିତ୍ର ତ‌ଥା ଦୂରଦର୍ଶନର ଅଭିନେତ୍ରୀ ରାଖି ସାବନ୍ତ ପ୍ରଥମଥର ପାଇଁ ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିଥିଲେ । ରାଖି ଏହି ଚଳଚ୍ଚିତ୍ରର ଆଇଟମ ଗୀତରେ ନୃତ୍ୟ କରିଥିଲେ ।[୧୧] [୧୨]

ଅଭିନୟ[ସମ୍ପାଦନା]

ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ରାଖି ସାବନ୍ତ ଏହି ଚଳଚ୍ଚିତ୍ରରେ ଏକ ଆଇଟମ୍ ଗୀତରେ ନୃତ୍ୟ ପରିବେଶଣ କରିଥିଲେ । ରାଖି ସାବନ୍ତ ଏହି ନୃତ୍ୟ ଜରିଆରେ ପ୍ରଥମଥର ପାଇଁ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧୭]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକନିଜାମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅଭିଜିତ ମଜୁମଦାର, ନାଭ୍ୟା, ବିନୋଦ ରାଠୋଡ, ପାମେଲା ଜୈନ୍, ମହମଦ୍ ଇର୍ଫାନ୍, ତପୁ ମିଶ୍ର, ଜାବେଦ୍ ଅଲ୍ଲୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

ଗୀତ ରଚନା କଣ୍ଠଦାନ
ଚୁଟି ଖୋଲିଲେ ନିର୍ମଳ ନାୟକ ପାମେଲା ଜୈନ
ଗଡ୍‌ଫାଦର୍ ନିର୍ମଳ ନାୟକ ବିନୋଦ ରାଠୋଡ, ନାଭ୍ୟା
ଓମ୍ ନମଃ ଶିବାୟ ନିର୍ମଳ ନାୟକ ବିନୋଦ ରାଠୋଡ
ସୋଲନୀ ସଲୋନୀ ନିଜାମ୍ ମହମଦ୍ ଇର୍ଫାନ୍, ତପୁ ମିଶ୍ର
ଯେବେ ମୋ ବିନା ନିର୍ମଳ ନାୟକ ଜାବେଦ୍ ଅଲ୍ଲୀ
ପ୍ୟାର୍ ୱାଲା ନିର୍ମଳ ନାୟକ ଅଭିଜିତ ମଜୁମଦାର, ନାଭ୍ୟା

ଆଧାର[ସମ୍ପାଦନା]

  1. "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  2. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  3. "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
  4. ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
  5. "ଅପକମିଂ ଓଡ଼ିଆ ସିନେମା 'ଲଭ ଏକ୍ସପ୍ରେସ୍' ବିଷୟରେ କିଛି ରୋଚକ ତଥ୍ୟ". OdishaLIVE (in Odia). ଓଡ଼ିଶା. 30 July 2018. Archived from the original on 28 October 2020. Retrieved 8 September 2018.{{cite news}}: CS1 maint: unrecognized language (link)
  6. "'ଲୈଲା ଓ ଲୈଲା' ଯୋଡି ଫେରିଲେ ଓଲିଉଡକୁ | Sambad". Sambad. 19 July 2018. Archived from the original on 24 August 2018. Retrieved 8 September 2018.
  7. "ଗଣେଶ ପୂଜାରେ ଆସିବ ଏହି ଲୋକପ୍ରିୟ ଯୋଡିଙ୍କର ଓଡ଼ିଆ ସିନେମା | Sambad". Sambad. 28 August 2018. Archived from the original on 31 August 2018. Retrieved 31 August 2018.
  8. "GodFather – Movie Review". Odisha News 360. 2 January 2017. Retrieved 13 April 2017.
  9. "Godfather: Rakhi in "Shampoo" song". ପ୍ରଗତିବାଦୀ. 10 January 2017. Retrieved 13 April 2017.
  10. "Siddhant Mohapatra as Godfather in Ramesh Rout film". OdiaLive.com. 27 December 2016. Retrieved 13 April 2017.
  11. "Godfather Odia Movie Rakhi Sawant Does Item Song". E News ଓଡ଼ିଆ. 15 June 2015. Retrieved 13 April 2017.
  12. "Godfather". Odia Movei Database. Archived from the original on 17 April 2017. Retrieved 13 April 2017.
  13. "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
  14. "ପୁଣି ଆସୁଛନ୍ତି ଅନନ୍ୟା!". sambad.in. 23 April 2018. Retrieved 6 June 2018.
  15. "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
  16. "ଆଇଟମ୍‌ ଗର୍ଲ ବନି ଚର୍ଚ୍ଚିତା ହୋଇଥିବା ଏହି ନାୟିକା ଏବେ 'ପ୍ରେମ ବନ୍ଧନ'ରେ | Sambad". Sambad (in Odia). ଓଡ଼ିଶା. 19 September 2018. Archived from the original on 27 October 2022. Retrieved 19 September 2018.{{cite news}}: CS1 maint: unrecognized language (link)
  17. "Rakhi Sawant's item number in Odia film God Father". Apnafilms.com. 23 November 2016. Retrieved 13 April 2017.

ବାହାର ଆଧାର[ସମ୍ପାଦନା]