ଦେ ମା ଶକ୍ତି ଦେ

ଉଇକିପିଡ଼ିଆ‌ରୁ
(De Maa Shakti Deରୁ ଲେଉଟି ଆସିଛି)
ଦେ ମା ଶକ୍ତି ଦେ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକପୂର୍ଣ୍ଣମାସୀ ସାହୁ
କାହାଣୀସଞ୍ଜୟ ନାୟକ
କଳାକାରସିଦ୍ଧାନ୍ତ ମହାପାତ୍ର
ଅର୍ଚ୍ଚିତା ସାହୁ
ଚନ୍ଦନ କର
ଉଷସୀ ମିଶ୍ର
ଉତ୍ତମ ମହାନ୍ତି
ରାଇମୋହ‌ନ ପରିଡ଼ା
ସଙ୍ଗୀତମଳୟ ମିଶ୍ର
ଚିତ୍ରଗ୍ରହଣସଞ୍ଜୟ
ସମ୍ପାଦକସଞ୍ଜୟ ନାୟକ
ମୁକ୍ତିଲାଭ ତାରିଖ
୨୦୦୬
ଦେଶ ଭାରତ
ଭାଷାଓଡ଼ିଆ

ଦେ ମା ଶକ୍ତି ଦେ, ୨୦୦୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପୂର୍ଣ୍ଣମାସୀ ସାହୁ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ସିଦ୍ଧାନ୍ତ ମହାପାତ୍ର, ଅର୍ଚ୍ଚିତା ସାହୁ, ଚନ୍ଦନ କର, ଉଷାସୀ ମିଶ୍ର, ଉତ୍ତମ ମହାନ୍ତି, ରାଇମୋହ‌ନ ପରିଡ଼ା, ପପୁ ପମ ପମ, ଦେବୁ ବୋଷ, ନମ୍ରତା ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର[୬] ବସନ୍ତରାଜ ସାମଲ, ଗଣେଶ୍ୱର ମହାପାତ୍ର, ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ପଙ୍କଜ ଜାଲ, ବିଭୁ କିଶୋର, ମଳୟ ମିଶ୍ର, ଇରା ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ମାରିଦେଲି ଦିଆସିଲି" 
2."ତୋ ନାଁରେ ମୋ ନାଁ ଯୋଡ଼ି" 
3."ଦେ ମାଆ ଶକ୍ତି ଦେ" 
4."ପୁରୁବ ପଶ୍ଚିମ" 
5."ମୋର ନୂଆ ଓଢ଼ଣୀ" 
6."ଜାନାରେ ଜାନା" 
7."ହୀରା ମୋତି ମାଣିକ" 

ଆଧାର[ସମ୍ପାଦନା]

  1. ୧.୦ ୧.୧ "ନୂଆ ଅବତାରରେ ନଜର ଆସିବେ ପପୁ ପମପମ". Odisha Live. 1 February 2018. Retrieved 23 February 2018.
  2. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
  3. "କେଉଁ ନିର୍ଦ୍ଦେଶକଙ୍କ ସହ ସବୁଠାରୁ ବେଶୀ କାମ କରିଛନ୍ତି ଅର୍ଚ୍ଚିତା?". sambad.in. 17 February 2018. Retrieved 23 February 2018.
  4. "ରିଲରେ ଦେବୀ ମା'ଙ୍କର ଶରଣାପନ୍ନ ହୋଇଥିଲେ ଅର୍ଚ୍ଚିତା". sambad.in. 8 May 2018. Retrieved 6 June 2018.
  5. "ଏହି ଓଲିଉଡ ନାୟିକାମାନଙ୍କର ପରଦା ଉପରେ କେହି ନାୟକ ନ ଥିଲେ". OdishaLIVE. 11 July 2018. Archived from the original on 13 August 2020. Retrieved 1 September 2018.
  6. "ପୁଣି ଯୋଡି ହେଲେ ଓଲିଉଡର ଏହି ଦୁଇ ସେଲିବ୍ରିଟି | Sambad". Sambad. 7 September 2018. Archived from the original on 22 October 2021. Retrieved 7 September 2018.

ବାହାର ଆଧାର[ସମ୍ପାଦନା]