ଚକା ଚକା ଭଉଁରୀ
ଦେଖଣା
(Chaka Chaka Bhaunriରୁ ଲେଉଟି ଆସିଛି)
ଚକା ଚକା ଭଉଁରୀ | |
---|---|
ନିର୍ଦ୍ଦେଶକ | ଶୁଭେନ୍ଦୁ ସ୍ୱାଇଁ |
ପ୍ରଯୋଜକ | ଦେବାଶିଷ ଡୋଗ୍ରା |
ସଂଳାପ | ବସନ୍ତ ମହାନ୍ତି, ବିଶ୍ୱନାଥ ପତି |
ଚିତ୍ରନାଟ୍ୟ | ଶୁଭେନ୍ଦୁ ସ୍ୱାଇଁ |
କାହାଣୀ | ଶୁଭେନ୍ଦୁ ସ୍ୱାଇଁ |
କଳାକାର | ବିଜୟ ମହାନ୍ତି, ନମ୍ରତା ଦାସ, ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ |
ସଙ୍ଗୀତ | ଶରତ ନାୟକ |
ଚିତ୍ରଗ୍ରହଣ | ଅଭିରାମ ମିଶ୍ର |
ସମ୍ପାଦକ | ଚନ୍ଦ୍ର ଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୨୪ ଅଗଷ୍ଟ ୨୦୦୭ [୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୧କୋଟି ୩୨ଲକ୍ଷ ୬୦ହଜାର |
ଶୁଭେନ୍ଦୁ ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଚକା ଚକା ଭଉଁରୀ ୨୦୦୭ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟ
[ସମ୍ପାଦନା]- ବିଜୟ ମହାନ୍ତି
- ନମ୍ରତା ଦାସ
- ସିଦ୍ଧାନ୍ତ ମହାପାତ୍ର
- ଅନୁ ଚୌଧୁରୀ[୨]
- ଗ୍ଲୋରିଆ ମହାନ୍ତି
- ମିହିର ଦାସ[୩]
- କାଜଲ ମିଶ୍ର
- ସ୍ନିଗ୍ଧା ମହାନ୍ତି
- ବବି ମିଶ୍ର[୪]
- ମୀନକେତନ
- ଚୌଧୁରୀ ଜୟପ୍ରକାଶ ଦାସ
- ଶ୍ରୀଲେଖା ମିତ୍ର
- ଜର୍ଜ ତିଆଡ଼ି
- ଅଖିଳ ପଟ୍ଟନାୟକ
- ରୀଟୁ ଷଢ଼ଙ୍ଗୀ
- ହାଡୁ
- ସିଲୁ
ଗୀତ ଓ ସଙ୍ଗୀତ
[ସମ୍ପାଦନା]- ସଙ୍ଗୀତକାର: ଶରତ ନାୟକ
- ଗୀତିକାର: ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ, ସଞ୍ଜୟ ମହାକୁଡ଼
- ପ୍ରଚ୍ଛଦପଟ ଗାୟକ: ରତିକାନ୍ତ ଶତପଥୀ, ଶରତ ନାୟକ, ତପୁ ମିଶ୍ର, ଶୁଭାଶିଷ, ପମି, ତୃପ୍ତି, ସୁରେଶ ବାଦେକର
ଟୀକା
[ସମ୍ପାଦନା]- ↑ ଅନୁପମ ଭାରତ, ୨୮ଅକ୍ଟୋବର୨୦୧୧, ପୃଷ୍ଠା-୧୧
- ↑ "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ "ପଜିଟିଭ୍ ରୋଲ୍ରେ ନଜର ଆସିବେ ଏହି ଅଭିନେତା". sambad.in. 29 March 2018. Retrieved 2 April 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଚକା ଚକା ଭଉଁରୀ