ସୁନା ହରିଣୀ
Appearance
ସୁନା ହରିଣୀ | |
---|---|
ନିର୍ଦ୍ଦେଶକ | ହିମାଂଶୁ ପରିଜା |
ପ୍ରଯୋଜକ | କେଶବ ରାଉତ |
ଚିତ୍ରନାଟ୍ୟ | ହିମାଂଶୁ ପରିଜା, ସୁବୋଧ ପଟ୍ଟନାୟକ |
କାହାଣୀ | ହିମାଂଶୁ ପରିଜା |
କଳାକାର | ରଚନା ବାନାର୍ଜୀ, ସିଦ୍ଧାନ୍ତ ମହାପାତ୍ର, ହର ପଟ୍ଟନାୟକ, ଦେବୁ ବୋଷ |
ସଙ୍ଗୀତ | ମନ୍ମଥ ମିଶ୍ର |
ଚିତ୍ରଗ୍ରହଣ | ଦିଲ୍ଲିପ |
ସମ୍ପାଦକ | ଦେବେନ ମିଶ୍ର |
ମୁକ୍ତିଲାଭ ତାରିଖ | ୧୨ ଅକ୍ଟୋବର ୧୯୯୯ [୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୮୯ଲକ୍ଷ ୬୫ହଜାର |
ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ସୁନା ହରିଣୀ [୨] ୧୯୯୯ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ
[ସମ୍ପାଦନା]ଓଡ଼ିଆଚଳଚ୍ଚିତ୍ର ‘ସୁନା ହରିଣୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାର
[ସମ୍ପାଦନା]- ↑ ଧରିତ୍ରୀ (୨୩ଡିସେମ୍ବର୧୯୯୯)
- ↑ ଇଣ୍ଟରନେଟ ମୁଭି ଡାଟାବେସରେ ସୁନା ହରିଣୀ
- ↑ "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.