ସାକ୍ଷୀ ରହିଲା ଏ ସିଂହଦୁଆର
ଦେଖଣା
| ସାକ୍ଷୀ ରହିଲା ଏ ସିଂହଦୁଆର | |
|---|---|
| ନିର୍ଦ୍ଦେଶକ | ସଞ୍ଜୟ ନାୟକ |
| କଳାକାର | ସିଦ୍ଧାନ୍ତ ମହାପାତ୍ର ମାମା ମିଶ୍ର ଗୁନ୍ଗୁନ୍ ବିଜୟ ମହାନ୍ତି ଉତ୍ତମ ମହାନ୍ତି |
| ସଙ୍ଗୀତ | ମଳୟ ମିଶ୍ର |
| ଚିତ୍ରଗ୍ରହଣ | ରଞ୍ଜନ |
| ସମ୍ପାଦକ | ବିଜୟ ମିଶ୍ର |
ମୁକ୍ତିଲାଭ ତାରିଖ | ୨୦୦୪ |
| ଦେଶ | |
| ଭାଷା | ଓଡ଼ିଆ |
| ଖର୍ଚ୍ଚ | |
ସାକ୍ଷୀ ରହିଲା ଏ ସିଂହଦୁଆର, ୨୦୦୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ମାଣ କରିଥିଲେ ସଞ୍ଜୟ ନାୟକ ।[୧]
ସିଦ୍ଧାନ୍ତ ମହାପାତ୍ର, ମାମା ମିଶ୍ର, ବିଜୟ ମହାନ୍ତି, ତନ୍ଦ୍ରା ରାୟ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ମିହିର ଦାସ, ଅମିତ, ଗୁନ୍ଗୁନ୍, କୁନା ତ୍ରିପାଠୀ, ବିଜୁ ବଡ଼ଜେନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟରେ
[ସମ୍ପାଦନା]ଗୀତ ଓ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ।[୧] ଶ୍ରୀକାନ୍ତ ଗୌତମ, ଅରୁଣ ମନ୍ତ୍ରୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିରେ ଗୀତ ରଚନା କରିଥିଲେ । କୁମାର ବାପି, ବିଭୁ କିଶୋର, ଇରା ମହାନ୍ତି, ଶୈଳଭାମା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଟଦାନ କରିଥିଲେ ।
ଆଧାର
[ସମ୍ପାଦନା]- 1 2 "ପୁଣି ଯୋଡି ହେଲେ ଓଲିଉଡର ଏହି ଦୁଇ ସେଲିବ୍ରିଟି | Sambad". Sambad. 7 September 2018. Archived from the original on 22 October 2021. Retrieved 7 September 2018.
- ↑ "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସାକ୍ଷୀ ରହିଲା ଏ ସିଂହଦୁଆର