ସହର ଜଳୁଛି
ସହର ଜଳୁଛି | |
---|---|
ନିର୍ଦ୍ଦେଶକ | ସୁଧାଂଶୁ ମୋହନ ସାହୁ |
ପ୍ରଯୋଜକ | ଲକ୍ଷ୍ମୀନାରାୟଣ ଅଗ୍ରୱାଲ ସ୍ନେହଲତା ସାହୁ |
ସଂଳାପ | ବିଜୟ ମିଶ୍ର |
ଚିତ୍ରନାଟ୍ୟ | ସୁଧାଂଶୁ ମୋହନ ସାହୁ |
କାହାଣୀ | ସୁଧାଂଶୁ ମୋହନ ସାହୁ |
କଳାକାର | ସିଦ୍ଧାନ୍ତ ମହାପାତ୍ର ଜ୍ୟୋତି ମିଶ୍ର ବିଜୟ ମହାନ୍ତି ମିହିର ଦାସ ହର ପଟ୍ଟନାୟକ ମିଥୁନ ଚକ୍ରବର୍ତ୍ତୀ |
ସଙ୍ଗୀତ | ରାଧାକୃଷ୍ଣ ଭଞ୍ଜ |
ଚିତ୍ରଗ୍ରହଣ | ବି. ସତୀଶ |
ସମ୍ପାଦକ | ରବି ଶଙ୍କର ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୧୯୯୮ |
ଦେଶ | ![]() |
ଭାଷା | ଓଡ଼ିଆ |
ସହର ଜଳୁଛି, ୧୯୯୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଲକ୍ଷ୍ମୀନାରାୟଣ ଅଗ୍ରୱାଲ ଏବଂ ସ୍ନେହଲତା ସାହୁ । ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ସିଦ୍ଧାନ୍ତ ମହାପାତ୍ର, ଜ୍ୟୋତି ମିଶ୍ର, ବିଜୟ ମହାନ୍ତି, ମହିର ଦାସ, ହର ପଟ୍ଟନାୟକ, ମିଥୁନ ଚକ୍ରବର୍ତ୍ତୀ, ଉତ୍ତମ ମହାନ୍ତି, ତନ୍ଦ୍ରା ରାୟ, ସୁଧାଂଶୁ ମୋହନ ସାହୁ, ମୀନକେତନ, ରାଧା ଜୈନ, ମାମିନା, ଜୟୀରାମ ସାମଲ, ସ୍ନେହା ମିଶ୍ର, ଶ୍ୱେତା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]
ଅଭିନୟ[ସମ୍ପାଦନା]
- ସିଦ୍ଧାନ୍ତ ମହାପାତ୍ର
- ଜ୍ୟୋତି ମିଶ୍ର
- ବିଜୟ ମହାନ୍ତି
- ମିହିର ଦାସ
- ହର ପଟ୍ଟନାୟକ
- ମିଥୁନ ଚକ୍ରବର୍ତ୍ତୀ
- ଉତ୍ତମ ମହାନ୍ତି
- ତନ୍ଦ୍ରା ରାୟ
- ସୁଧାଂଶୁ ମୋହନ ସାହୁ
- ମୀନକେତନ
- ରାଧା ଜୈନ
- ମାମିନା
- ଜୟୀରାମ ସାମଲ
- ସ୍ନେହା ମିଶ୍ର
- ଶ୍ୱେତା
କାହାଣୀ[ସମ୍ପାଦନା]
ଗୀତ ଏବଂ ସଙ୍ଗୀତ[ସମ୍ପାଦନା]
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରାଧାକୃଷ୍ଣ ଭଞ୍ଜ । ନିମାଇଁ ମହାନ୍ତି, ନିଜାମ ଆଦି କଳାକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅଭିଜିତ, ମହମଦ ଅଜିଜ୍, ସୁବାଷ ଦାସ, କବିତା କ୍ରିଷ୍ଣମୂର୍ତ୍ତୀ, ଉଦିତ ନାରାୟଣ, ଅନୁରାଧା ପୌଡ଼ୱାଲ, ବାବୁଲ ସୁପ୍ରିଓ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ[ସମ୍ପାଦନା]
କ୍ରମ | ଗୀତ | ସମୟ |
---|
ଆଧାର[ସମ୍ପାଦନା]
- ↑ ୧.୦ ୧.୧ "Sahara Jaluchi (ସହର ଜଳୁଚି) 1998 Super Action Movie Full HD". Archived from the original on 24 June 2018. Retrieved 24 June 2018.
ବାହାର ଆଧାର[ସମ୍ପାଦନା]
- ଇଣ୍ଟରନେଟ ମୁଭି ଡାଟାବେସରେ ସହର ଜଳୁଛି