Jump to content

ରହିଚି ରହିବି ତୋରି ପାଇଁ

ଉଇକିପିଡ଼ିଆ‌ରୁ
ରହିଚି ରହିବି ତୋରି ପାଇଁ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକପ୍ରାଭାଂଶୁ ସାମନ୍ତରାୟ
ସଂଳାପସଞ୍ଜୟ ନାୟକ
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀପ୍ରାଭାଂଶୁ ସାମନ୍ତରାୟ
କଳାକାରସିଦ୍ଧାନ୍ତ ମହାପାତ୍ର
ଉଷସୀ ମିଶ୍ର
ମାମା ମିଶ୍ର
ବିଜୟ ମହାନ୍ତି
ନମ୍ରତା ଦାସ
ଅନିତା ଦାସ
ବିଭୂତି ଭୂଷଣ ବେହେରା
ସଙ୍ଗୀତମଳୟ ମିଶ୍ର
ପ୍ରାଭାଂଶୁ ସାମନ୍ତରାୟ
ଚିତ୍ରଗ୍ରହଣରଞ୍ଜନ ମିଶ୍ର
ସମ୍ପାଦକବିଶ୍ୱନାଥ ରାଓ
ମୁକ୍ତିଲାଭ ତାରିଖ
୨୦୦୩
ଦେଶ ଭାରତ
ଭାଷାଓଡ଼ିଆ

ରହିଚି ରହିବି ତୋ'ରି ପାଇଁ, ୨୦୦୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ପ୍ରାଭାଂଶୁ ସାମନ୍ତରାୟ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଏବଂ ମାମା ମିଶ୍ର । ଉଷାସୀ ମିଶ୍ର, ବିଜୟ ମହାନ୍ତି, ନମ୍ରତା ଦାସ, ଅନିତା ଦାସ, ଶ୍ରୀତମ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ହରିହର ମହାପାତ୍ର, ସୁମନ, ସଲିଲ ମିତ୍ର, ଜୟୀରାମ ସାମଲ, କୁନା ତ୍ରିପାଠୀ, ବିଜୁ ବଡ଼ଜେନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର[][] ଓ ପ୍ରାଭାଂଶୁ ସାମନ୍ତରାୟ । ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

କ୍ରମଗୀତସମୟ
1."ଏ ଜୀବନ ନୁହେଁ" 
2."ଆମର ଢୋ ହେଇ ହେଇ ହୋ" 
3."କ‌ହିବକୁ ପ୍ରେମ କାହିଁକି ହୁଏ" 
4."ମସାରୀ ଭିତରେ ମସା" 
5."ଏ ଜୀବନ ନୁହେଁ ଲୁହର ସାଗର" 
6."ରଙ୍ଗିଲାରେ ରଙ୍ଗିଲା" 
  1. ୧.୦ ୧.୧ "ପୁଣି ଯୋଡି ହେଲେ ଓଲିଉଡର ଏହି ଦୁଇ ସେଲିବ୍ରିଟି | Sambad". Sambad. 7 September 2018. Archived from the original on 22 October 2021. Retrieved 7 September 2018.
  2. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
  3. ୩.୦ ୩.୧ "ପୁଣି ବାହୁଡିଲେ ଜଗାବଳିଆ! ୧୬ ବର୍ଷ ପରେ ସିଦ୍ଧାନ୍ତ ଓ ଶ୍ରୀତମଙ୍କୁ ପରଦାରେ ଦେଖିବାକୁ ମିଳିବ ।". Kanak News. 8 April 2018. Retrieved 16 April 2018.
  4. "ଏହି ଓଲିଉଡ ନାୟିକାମାନଙ୍କର ପରଦା ଉପରେ କେହି ନାୟକ ନ ଥିଲେ". OdishaLIVE. 11 July 2018. Archived from the original on 13 August 2020. Retrieved 1 September 2018.
  5. "ଅଭୟ ମଲିଆ" (PDF). ସମ୍ବାଦ. 29 December 2014. Retrieved 16 April 2018.[permanent dead link]

ବାହାର ଆଧାର

[ସମ୍ପାଦନା]