ମୁଁ ସପନର ସୌଦାଗର

ଉଇକିପିଡ଼ିଆ‌ରୁ
ମୁଁ ସପନର ସୌଦାଗର
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକସାରଦା ପ୍ରସନ୍ନ ପଣ୍ଡା
ସଂଳାପନିର୍ମଳ ନାୟକ
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀସାରଦା ପ୍ରସନ୍ନ ପଣ୍ଡା
କଳାକାରଅରିନ୍ଦମ ରାୟ, ଅର୍ଚ୍ଚିତା ସାହୁ, ସବ୍ୟସାଚୀ ମିଶ୍ର, ମିହିର ଦାସ, ଅଜିତ ଦାସ
ସଙ୍ଗୀତସାନ୍ତିରାଜ ଖୋସଲା
ଚିତ୍ରଗ୍ରହଣରମଣି ରଞ୍ଜନ ଦାସ
ସମ୍ପାଦକସଞ୍ଜୟ ନାୟକ
ମୁକ୍ତିଲାଭ ତାରିଖ
୧୮ ଫେବୃଆରୀ ୨୦୦୮
ଦେଶ ଭାରତ
ଭାଷାଓଡ଼ିଆ

ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ମୁଁ ସପନର ସୌଦାଗର ୨୦୦୮ ମସିହାରେ ମୁକ୍ତିଲାଭ କରିଥିଲା ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଓ ଅର୍ଚ୍ଚିତା ସାହୁ ।[୧] ଅଭିନେତା ସବ୍ୟସାଚୀ ମିଶ୍ର ଏହି କଥାଚିତ୍ରଟିରେ ଜଣେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।[୨]

ଅଭିନୟ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଏହି ନାୟିକାମାନଙ୍କ ସହ ପ୍ରଥମ ସିନେମାରେ ଅରିନ୍ଦମ୍ ବନାଇଥିଲେ ହିଟ୍ ଯୋଡି | Sambad". Sambad. 1 September 2018. Archived from the original on 4 September 2018. Retrieved 1 September 2018.
  2. "ପହିଲି ପୁଲକ: ମାତ୍ର ଦୁଇ ଧାଡ଼ିର ସଂଳାପ ଅଭିନେତା ସବ୍ୟସାଚୀଙ୍କୁ ନାକେଦମ୍ କରିଦେଇଥିଲା". ସମ୍ବାଦ. sambad.in. 12 October 2022. Archived from the original on 12 October 2022. Retrieved 12 October 2022.
  3. "ଏହି ଓଲିଉଡ ନାୟିକାମାନଙ୍କର ପରଦା ଉପରେ କେହି ନାୟକ ନ ଥିଲେ". OdishaLIVE. 11 July 2018. Archived from the original on 13 August 2020. Retrieved 1 September 2018.
  4. "ପାଗଳପ୍ରେମୀ ସବ୍ୟସାଚୀ କ'ଣ ସତରେ ଫସିଗଲେ?". OdishaLIVE (in Odia). ଓଡ଼ିଶା. 29 April 2018. Archived from the original on 12 August 2020. Retrieved 2 September 2018.{{cite news}}: CS1 maint: unrecognized language (link)
  5. "କେବଳ ଏହି ନିର୍ଦ୍ଦେଶକଙ୍କ ଫିଲ୍ମ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ". sambad.in. 25 March 2018. Retrieved 2 April 2018.
  6. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.

ବାହାର ଆଧାର[ସମ୍ପାଦନା]