ଉଇକିପିଡ଼ିଆ:ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା ୨୦୨୩
Appearance
ସମୁଦାୟ
୨୭ଟି
ପ୍ରସଙ୍ଗ ଗଢ଼ାଯାଇଛି
ସମ୍ପର୍କିତ ଗଣସମ୍ପାଦନା
[ସମ୍ପାଦନା]ସମୟସୀମା
[ସମ୍ପାଦନା]୧୪ ଅଗଷ୍ଟ ୨୦୨୩ରୁ ୧୬ ଅଗଷ୍ଟ ୨୦୨୩
ରଖାଯାଇଥିବା ନିୟମ
[ସମ୍ପାଦନା]- ଏହି ଗଣସମ୍ପାଦନା ୧୪ ଅଗଷ୍ଟ ୨୦୨୩ରୁ ୧୬ ଅଗଷ୍ଟ ୨୦୨୩ ଯାଏଁ ଚାଲିବ ।
- ଏହି ଗଣସମ୍ପାଦନା ପାଇଁ ଭାରତର ସ୍ୱାଧୀନତା ଆନ୍ଦୋଳନ ସହ ଜଡ଼ିତ କୌଣସି ବିଷୟରେ ପ୍ରସଙ୍ଗ ତିଆରି କରିହେବ, କିନ୍ତୁ ତାହା ଉଲ୍ଲେଖନୀୟ ହୋଇଥିବା ଆବଶ୍ୟକ, ଯାହାକି ଉଇକିପଡ଼ିଆର ନିୟମକୁ ଅନୁସରଣ କରୁଥିବ, ପ୍ରସଙ୍ଗରେ ଉପଯୁକ୍ତ ଆଧାର ଥିବା ଆବଶ୍ୟକ ।
ଅଂଶଗ୍ରହଣ କରିଥିବା ଉଇକିଆଳୀ
[ସମ୍ପାଦନା]- ଗପୁ (ମୋ ଆଲୋଚନା) ୨୩:୫୩, ୧୩ ଅଗଷ୍ଟ ୨୦୨୩ (IST)
- --Aliva Sahoo (ମୋ ଆଲୋଚନା) ୦୦:୨୬, ୧୪ ଅଗଷ୍ଟ ୨୦୨୩ (IST)
- Radhadwibedi (ମୋ ଆଲୋଚନା) ୧୦:୨୨, ୧୪ ଅଗଷ୍ଟ ୨୦୨୩ (IST)
- ସୌମେନ୍ଦ୍ର କୁମାର ସାହୁ (ମୋ ଆଲୋଚନା) ୧୧:୦୧, ୧୪ ଅଗଷ୍ଟ ୨୦୨୩ (IST)
- Hpsatapathy (ମୋ ଆଲୋଚନା) ୦୯:୨୯, ୧୫ ଅଗଷ୍ଟ ୨୦୨୩ (IST)
ଅଂଶଗ୍ରହଣ
[ସମ୍ପାଦନା]ପ୍ରସଙ୍ଗ ଯୋଡ଼ନ୍ତୁ
[ସମ୍ପାଦନା]ନୂଆ ପ୍ରସଙ୍ଗ ଗଢ଼ିବା ପରେ ତାକୁ ତଳ ନିଜ ଅବଦାନ ଯୋଡ଼ନ୍ତୁ ବଟନ୍ରେ କ୍ଲିକ କରି ଫାଉଣ୍ଟେନ ଟୁଲ୍ରେ ଯୋଡ଼ନ୍ତୁ ।
ନୂଆ ଗଢ଼ାଯାଇଥିବା ପ୍ରସଙ୍ଗ
[ସମ୍ପାଦନା]- ଆଜାଦ ହିନ୍ଦ୍ ଫୌଜ -ସୌମେନ୍ଦ୍ର କୁମାର ସାହୁ (ମୋ ଆଲୋଚନା) ୧୧:୩୧, ୧୪ ଅଗଷ୍ଟ ୨୦୨୩ (IST)
- ଆର୍ତ୍ତତ୍ରାଣ ଦେଓ - ପ୍ରୀତିରଞ୍ଜନ ତ୍ରିପାଠୀ
- ଦୀନଦୟାଲ ଗୁପ୍ତା - ସଂଗ୍ରାମ କେଶରୀ ସେନାପତି
- ରାମ ଚରଣ ଅଗ୍ରୱାଲ - ସଂଗ୍ରାମ କେଶରୀ ସେନାପତି
- ଅପ୍ପାନ୍ନଗୌଡ଼ା ପାଟିଲ - ସଂଗ୍ରାମ କେଶରୀ ସେନାପତି
- ବୁଧୁ ଭଗତ - ସଂଗ୍ରାମ କେଶରୀ ସେନାପତି
- ଗୌରୀରାମ ଗୁପ୍ତା - ସଂଗ୍ରାମ କେଶରୀ ସେନାପତି
- ବିଠଲଭାଇ ଜାଭେରୀ - ସଂଗ୍ରାମ କେଶରୀ ସେନାପତି
- ଏ. ଭି. କୁଟ୍ଟିମାଲୁ ଆମ୍ମା - ସଂଗ୍ରାମ କେଶରୀ ସେନାପତି
- ରଘୁନାଥ ମାହାତୋ - ସଂଗ୍ରାମ କେଶରୀ ସେନାପତି
- ପ୍ୟାରୀ ଦେବୀ ଅଗ୍ରହାରୀ - ସଂଗ୍ରାମ କେଶରୀ ସେନାପତି
- ବିନାୟକ ଦାମୋଦର ସାବରକର -ସୌମେନ୍ଦ୍ର କୁମାର ସାହୁ (ମୋ ଆଲୋଚନା) ୧୪:୩୫, ୧୫ ଅଗଷ୍ଟ ୨୦୨୩ (IST)
- ଧନ୍ୱନ୍ତରୀ - ସଂଗ୍ରାମ କେଶରୀ ସେନାପତି
- ଇଷ୍ଟ ଇଣ୍ଡିଆ କମ୍ପାନୀ -ସୌମେନ୍ଦ୍ର କୁମାର ସାହୁ (ମୋ ଆଲୋଚନା) ୧୫:୫୨, ୧୫ ଅଗଷ୍ଟ ୨୦୨୩ (IST)
- ଧିରଜଲାଲ ଦେଶାଇ - ହରିହର ଶତପଥୀ
- ତାରା ରାଣୀ ଶ୍ରୀବାସ୍ତବ - ଅଲିଭା ସାହୁ
- ଅଖିଳ ଭାରତୀୟ ମୁସଲିମ ଲିଗ - ସୌମେନ୍ଦ୍ର କୁମାର ସାହୁ (ମୋ ଆଲୋଚନା) ୧୮:୧୭, ୧୫ ଅଗଷ୍ଟ ୨୦୨୩ (IST)
- ସୁରେଶ ଚନ୍ଦ୍ର ମିଶ୍ର - ସଂଗ୍ରାମ କେଶରୀ ସେନାପତି
- କାମଦା କିଙ୍କର ମୁଖାର୍ଜୀ - ସଂଗ୍ରାମ କେଶରୀ ସେନାପତି
- ସାନ୍ତାଳ ବିଦ୍ରୋହ - ଶୁଭାଶିଷ
- ସିଧୁ ଓ କାହ୍ନୁ ମୁର୍ମୁ - ଶୁଭାଶିଷ
- ତିରୁପୁର କୁମାରନ - ଅଲିଭା ସାହୁ
- ପ୍ୟାରେଲାଲ ନାୟାର - ସଂଗ୍ରାମ କେଶରୀ ସେନାପତି
- ଏଡ଼ତାତା ନାରାୟଣନ - ସଂଗ୍ରାମ କେଶରୀ ସେନାପତି
- ଦେଓ ନାରାୟଣନ ଯାଦବ - ସଂଗ୍ରାମ କେଶରୀ ସେନାପତି
- ଚେତରାମ ଯତାଭ - ଅଲିଭା ସାହୁ
- ମୁକୁନ୍ଦରାଓ ପେଡଗାଓଁକର - ସଂଗ୍ରାମ କେଶରୀ ସେନାପତି
ଫଳାଫଳ
[ସମ୍ପାଦନା]ତିନି ଦିନ ଧରି ଚାଲିଥିବା ଏହି ଗଣ-ସମ୍ପାଦନାରେ ସମୁଦାୟ ୬ ଜଣ ବ୍ୟବହାରକାରୀ ଭାଗ ନେଇଥିଲେ ଏବଂ ୨୭ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଥିଲା । ସଂଗ୍ରାମ କେଶରୀ ସେନାପତି ୧୬ଟି, ସୌମେନ୍ଦ୍ର କୁମାର ସାହୁ ୪ଟି, ଅଲିଭା ସାହୁ ୩ଟି, ସୁଭାଶିଷ ପାଣିଗ୍ରାହୀ ୨ଟି ଏବଂ ପ୍ରୀତିରଞ୍ଜନ ତ୍ରିପାଠୀ ଓ ହରିହର ଶତପଥୀ ଗୋଟିଏ ଲେଖାଏଁ ନୂଆ ପ୍ରସଙ୍ଗ ଗଢ଼ିଥିଲେ । ୨୭ଟିରୁ ମାତ୍ର ଗୋଟିଏ ପ୍ରସଙ୍ଗ ଆର୍ତ୍ତତ୍ରାଣ ଦେଓ ନୂଆ କରି ଗଢ଼ାଯାଇଥିଲା, ବାକି ୨୬ଟି ଯାକ ଇଂରାଜୀରୁ ଅନୁବାଦ କରାଯାଇଥିଲା । ଏହାଛଡ଼ା ଭାରତୀୟ ସ୍ୱାଧୀନତା ସଂଗ୍ରାମ ସମ୍ପର୍କିତ ଅନେକ ପୁରାତନ ପ୍ରସଙ୍ଗଗୁଡ଼ିକୁ ମଧ୍ୟ ଉନ୍ନତ କରାଯାଇଥିଲା ।