ଉଇକିପିଡ଼ିଆ:ଉଇକିଆଳି

ଉଇକିପିଡ଼ିଆ‌ରୁ
(ଉଇକିପିଡ଼ିଆ:Wikipediansରୁ ଲେଉଟି ଆସିଛି)

ଉଇକିପିଡ଼ିଆରେ ଲେଖୁଥିବା ଓ ବଦଳାଉଥିବା ଲୋକଙ୍କୁ ଉଇକିଆଳି କୁହାଯାଏ ଆଉ ସେମାନେ ସାଧାରଣ ପଢା଼ଳିଙ୍କ ଭଳି ଖାଲି ଲେଖା ପଢ଼ନ୍ତି ନାହିଁ । କେହି ବି ଉଇକିଆଳି ହୋଇପାରିବେ, ଆଉ ଆପଣ ବି ହୋଇପାରିବେ । ବାସ କୌଣସି ଫରଦର ଉପରେ ଥିବା ଲଗଇନ/ଖତା ଖୋଲିବା ଉପରେ କ୍ଲିକ କରନ୍ତୁ, ଆଉ ବେଶି ସାହାଯ୍ୟ ପାଇଁ ଶିଖଣାରୁ ଶିଖନ୍ତୁ । ଆପଣ ବ୍ୟବହାରକାରୀମାନଙ୍କ ତାଲିକାରୁ ଲେଖାଳିଙ୍କୁ ଜାଣିପାରିବେ ନହେଲେ କେହିବି ଉଇକିଆଳିଙ୍କ ପୃଷ୍ଠା ଦେଖି ପାରିବେ ।

Meta-Wiki
Categorisation
Other