ଉଇକିପିଡ଼ିଆ:ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା ୨୦୧୯/ନିୟମାବଳୀ
ଦେଖଣା
ମୁଖ୍ୟପୃଷ୍ଠା | ନିୟମାବଳୀ | ଆଲୋଚନା | ପ୍ରସଙ୍ଗ ତାଲିକା | ଅଂଶଗ୍ରହଣ କରିଥିବା ଉଇକିଆଳି |
- ଉନ୍ନତ କରିବାକୁ ଥିବା ସବୁ ପ୍ରସଙ୍ଗକୁ ଉନ୍ନତ କରିବାପରେ ଅତିକମରେ ୩୦୦ ଶବ୍ଦ ହେଉଥିବା ଆବଶ୍ୟକ ।
- ଓଡ଼ିଆ ସାହିତ୍ୟ ଉପରେ କିମ୍ବା ତଦ୍ସମ୍ବନ୍ଧୀୟ ପ୍ରସଙ୍ଗକୁ ଉନ୍ନତ କରିବେ ।
- ଅଧିକରୁ ଅଧିକ ଆଧାର ଦେବାକୁ ହେବ ।
- ଆଧାର ଭରସାଯୋଗ୍ୟ (ପ୍ରକାଶ କରିଥିବା ସଂସ୍ଥା ଉପରେ ନିର୍ଭର କରେ) ହେବା ନିତ୍ୟାନ୍ତ ଆବଶ୍ୟକ ।
- ପ୍ରସଙ୍ଗ ନୂଆ ଲେଖିଲାପରେ କିମ୍ବା ପୂର୍ବରୁ ଥିବା ପ୍ରସଙ୍ଗକୁ ଉନ୍ନତ କରିବାପରେ ନିମ୍ନରେ ଶ୍ରେଣୀ:ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣସମ୍ପାଦନା ୨୦୧୯ ଯୋଡ଼ିବାକୁ ଅନୁରୋଧ ।
- ଏଥିସହିତ ଗଣ-ସମ୍ପାଦନାରେ ତିଆରି କରାଯାଇଥିବା କିମ୍ବା ଉନ୍ନତ କରାଯାଇଥିବା ପ୍ରସଙ୍ଗକୁ ଉଇକିପିଡ଼ିଆ:ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା ୨୦୧୯/ଗଢ଼ାଯାଇଥିବା ପ୍ରସଙ୍ଗରେ ଥିବା ତାଲିକା ମଧ୍ୟରେ ଯୋଡ଼ିବାକୁ ଅନୁରୋଧ ।