Jump to content

ଉଇକିପିଡ଼ିଆ:ନବକଳେବର ଗଣସମ୍ପାଦନା ୨୦୧୫

ଉଇକିପିଡ଼ିଆ‌ରୁ
ହୋମ୍ ୨୦୨୫ ୨୦୨୪ ୨୦୨୩ ୨୦୧୬ ୨୦୧୫
ନବକଳେବର ଗଣସମ୍ପାଦନା - ୨୦୧୫

୧୪ ଅଗଷ୍ଟ ୨୦୧୫ (ଚିତାଲାଗି ଅମାବାସ୍ୟା)ରୁ ୧୩ ସେପ୍ଟେମ୍ବର ୨୦୧୫ (ସାତପୁରୀ ଅମାବାସ୍ୟା)
ଜଗନ୍ନାଥ ସଂସ୍କୃତିକୁ ଲିପିବଦ୍ଧ କରି ରଖିବାର ଉତ୍ସବ
ଅଂଶଗ୍ରହଣ · ପୁରସ୍କାର · ଫଳାଫଳ


ଓଡ଼ିଆ ଉଇକିପିଡ଼ିଆରେ ଏହି ମାସ ଯାକ ଜଗନ୍ନାଥଙ୍କ ସଂସ୍କୃତି ବିଷୟରେ ନୂଆ ପ୍ରସଙ୍ଗ ଲିଖନ ଓ ପୁରୁଣା ଲେଖା ସୁଧାରିବାର ପ୍ରଚେଷ୍ଠା କରାଯିବ । ଆପଣ ଏଥିରେ ଭାଗ ନେଇ ସମ୍ପୃକ୍ତ ବିଷୟ ବାବଦରେ କୌଣସି ବିଷୟରେ ଲେଖିବାକୁ ଇଚ୍ଛୁକ ଥିଲେ ତଳେ ନିଜ ନାମ ଲେଖାନ୍ତୁ

କିପରି ଭାଗନେବେ

[ସମ୍ପାଦନା]
  1. ଲଗ ଇନ କରିବେ ।
  2. ପ୍ରସଙ୍ଗ ତାଲିକାରୁ ନିଜ ପସନ୍ଦ ମୁତାବକ ପ୍ରସଙ୍ଗଟିଏ ବାଛିବେ ।
  3. କିପରି ନୂଆ ଲେଖାଟିଏ ଗଢ଼ିବେ କିମ୍ବା ଆଗରୁ ଥିବା ଲେଖାରେ ଅଧିକ ତଥ୍ୟ ଯୋଇବେ ଏହି ପୃଷ୍ଠାରୁ ଶିଖିପାରିବେ । କିଛି ଅସୁବିଧା ହେଲେ ସେଠାରେ ପଚାରିପାରିବେ ।
  4. ଲେଖିସାରି ସବା ତଳେ "[[ଶ୍ରେଣୀ:୨୦୧୫ ନବକଳେବର ଗଣସମ୍ପାଦନାରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ]]" ଯୋଡ଼ି ଲେଖାଟି ସାଇତିବେ ।

ପ୍ରତିଯୋଗିତା ଏବଂ ପୁରସ୍କାର

[ସମ୍ପାଦନା]
ପୁରସ୍କାର ଜିତିବା ପାଇଁ ସର୍ବନିମ୍ନ ଯୋଗ୍ୟତା

ଅବଦାନ ପାଇଁ ପଞ୍ଜୀକରଣ ପରେ ୫୦ ପଏଣ୍ଟରୁ ଉର୍ଦ୍ଧ + ଦିନକୁ ଅନ୍ୟୁନ ଥରେ ସମ୍ପାଦନା କିମ୍ବା ମାସେ କାଳ ପ୍ରତି ସପ୍ତାହରେ ୨୫ଟି ସମ୍ପାଦନା (ଗଣସମ୍ପାଦନା ଅବଧି ଶେଷ ପର୍ଯ୍ୟନ୍ତ) କରିଥିବା ବ୍ୟକ୍ତି ନିଶ୍ଚିତ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବେ ।

ପୁରସ୍କାର
(ବିଚାର ଚାଲିଛି...ଶିଘ୍ର ଏଠାରେ ଘୋଷଣା ହେବ!)
  • ୫୦ପଏଣ୍ଟ + ୧୦୦ଟି ସମ୍ପାଦନାରୁ ଅଧିକ ସମ୍ପାଦନା କରିଥିବା ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ନିଶ୍ଚିତ ପୁରସ୍କାର (ସୋପାନ ୩)
  • ଶ୍ରେଷ୍ଠ ୧୦ଙ୍କ ପାଇଁ ____(ସୋପାନ ୨)
  • ଶ୍ରେଷ୍ଠ ୩ଙ୍କ ପାଇଁ ____ (ସୋପାନ ୧)
  • ଏ ସପ୍ତାହର ଉଇକିଆଳି (୪ ଜଣ)ଙ୍କ ପାଇଁ ______
ପଏଣ୍ଟ ତାଲିକା
ପ୍ରତି ବୈଧ ୧୦୦୦ kb ଲେଖା
(ପରିଚାଳକ ଜଣେ ଲେଖାର ମାନ ଦେଖି ଏହା ଦେବେ)
୧ ପଏଣ୍ଟ
ସୂଚୀରେ ଥିବା ପ୍ରସଙ୍ଗ ସମ୍ପର୍କିତ ପ୍ରତି ବୈଧ ଫଟୋ ଅପଲୋଡ଼୫ ପଏଣ୍ଟ
ପ୍ରତି ବୈଧ ଆଧାର ଯୋଡ଼ା୩ ପଏଣ୍ଟ
ପ୍ରଚାରରେ ଅଂଶଗ୍ରହଣ (କେବଳ ନୂଆ ଉଇକିଆଳିଙ୍କ ପାଇଁ) ହ୍ୟାସଟାଗ ସହ Share, Retweet୨ ପଏଣ୍ଟ
ସାଙ୍ଗଙ୍କୁ ଗଣସମ୍ପାଦନା ପାଇଁ ପ୍ରେରିତ (refer a friend)୧୦ ପଏଣ୍ଟ
  • ଅବଦାନକାରୀ ଏହାକୁ ଦାବୀକରିବେ (ତଳ ଭାଗକୁ ଯାଆନ୍ତୁ)
  • ପଏଣ୍ଟ ହିସାବରେ ପରିଚାଳକଙ୍କ ନିଷ୍ପତି ଚୂଡ଼ାନ୍ତ ନିଷ୍ପତି
  • ସର୍ତ୍ତାବଳୀ ଲାଗୁ

ଅଂଶଗ୍ରହଣ

[ସମ୍ପାଦନା]
  1. --ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୧୯:୫୪, ୮ ଅଗଷ୍ଟ ୨୦୧୫ (UTC)
  2. --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୪:୧୫, ୯ ଅଗଷ୍ଟ ୨୦୧୫ (UTC)
  3. --ସଂଗ୍ରାମ କେଶରୀ ସେନାପତି(ଗପୁ) (ମୋ ସହ ଆଲୋଚନା) ୧୪:୩୦, ୯ ଅଗଷ୍ଟ ୨୦୧୫ (UTC)
  4. --ସୁଭାସିସ ପାଣିଗାହି (ଆଳାପ) ୧୦:୧୦, ୯ ଅଗଷ୍ଟ ୨୦୧୫ (UTC)
  5. --Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୪:୨୪, ୯ ଅଗଷ୍ଟ ୨୦୧୫ (UTC)
  6. --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୧:୫୯, ୧୦ ଅଗଷ୍ଟ ୨୦୧୫ (UTC)
  7. -- ହରିହର ପ୍ରସାଦ ଶତପଥୀ(ମୋ ସହ ଆଲୋଚନା) ୧୪:୨୫, ୧୧ ଅଗଷ୍ଟ ୨୦୧୫ (UTC)
  8. --ଆଦିତ୍ୟ ମହାର (ଆଲୋଚନା) ୦୫:୦୬, ୧୨ ଅଗଷ୍ଟ ୨୦୧୫ (UTC)
  9. --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୨୫, ୧୪ ଅଗଷ୍ଟ ୨୦୧୫ (UTC)
  10. --ସନ୍ତୋଷ ସାହୁ (ମୋ ଆଲୋଚନା) ୧୪:୨୯, ୧୮ ଅଗଷ୍ଟ ୨୦୧୫ (UTC)
  11. -- ପବିତ୍ର କୁମାର ପଣ୍ଡାପବିତ୍ର କୁମାର ପଣ୍ଡା ୨୧:୪୫, ୧୫ ଜୁଲାଇ ୨୦୧୬ (IST)[reply]
  12. --Hpsatapathy (ମୋ ଆଲୋଚନା) ୧୧:୪୩, ୩ ଅଗଷ୍ଟ ୨୦୧୬ (IST)[reply]

ନିଜ ସମ୍ପାଦନାକୁ ନେଇ ପଏଣ୍ଟ ହିସାବ ପାଇଁ ଏହି ପୃଷ୍ଠା ଦେଖନ୍ତୁ ।

ଫଳାଫଳ

[ସମ୍ପାଦନା]