ଉଇକିପିଡ଼ିଆ:ଉଇକି ଲଭ୍ସ୍ ଓମେନ୍ ସାଉଥ୍ ଏସିଆ ୨୦୨୧ ଗଣସମ୍ପାଦନା
ଉଇକିପିଡ଼ିଆରେ ଦକ୍ଷିଣ ଏସିଆର (ଭାରତ, ବଙ୍ଗଳାଦେଶ, ନେପାଳ, ପାକିସ୍ଥାନ, ଅଫଗାନିସ୍ଥାନ, ଶ୍ରୀଲଙ୍କା, ମାଳଦ୍ୱୀପ ଆଦି ଦେଶ) ମହିଳାମାନଙ୍କ ଆତ୍ମକଥା ପ୍ରସଙ୍ଗ ସଂଖ୍ୟା ବଢ଼ାଇବା ଓ ଲେଖାରେ ଲିଙ୍ଗଗତ ସମାନତା ଆଣିବା ପାଇଁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି ଏହି ଗଣସମ୍ପାଦନାରେ ସମୁଦାୟ ୭୯ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଛି ।
ସମୟସୀମା[ସମ୍ପାଦନା]୨୦୨୧ ସେପ୍ଟେମ୍ବର ୧ - ୩୦ ତାରିଖ ନିୟମ[ସମ୍ପାଦନା]
ପୁରସ୍କାର[ସମ୍ପାଦନା]
ଯୋଗ ଦିଅନ୍ତୁ[ସମ୍ପାଦନା]ନାମ ଲେଖନ୍ତୁ[ସମ୍ପାଦନା]ଉପର ବଟନରେ କ୍ଲିକ କରି ନିଜ ନାମ ଲେଖାନ୍ତୁ ଓ ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତୁ । ନିଜ ପ୍ରସଙ୍ଗ ପ୍ରତିଯୋଗିତା ତାଲିକାରେ ଯୋଡ଼ନ୍ତୁ[ସମ୍ପାଦନା]ନୂଆ ପ୍ରସଙ୍ଗ ଲେଖିବା ବା ପୁରୁଣା ପ୍ରସଙ୍ଗ ଉନ୍ନତି କରିସାରିବା ପରେ ତାକୁ ଉପର ବଟନରେ କ୍ଲିକ କରି ଫାଉଣ୍ଟେନ ଟୁଲ୍ରେ ଯୋଡ଼ନ୍ତୁ । ନିଜ ପ୍ରସଙ୍ଗ ଏଠାରେ ଯୋଡ଼ନ୍ତୁ[ସମ୍ପାଦନା]ଲେଖିବାକୁ ଯୋଜନା କରୁଥିବା, ବର୍ତ୍ତମାନ ଲେଖୁଥିବା ବା ଲେଖିସାରିଥିବା ପ୍ରସଙ୍ଗ ଏହି ପୃଷ୍ଠାରେ ତାଲିକାଭୁକ୍ତ କରିପାରିବେ । ଫଳରେ ଅନ୍ୟ କେହି ସେହି ପ୍ରସଙ୍ଗସବୁ ବର୍ତ୍ତମାନ ପାଇଁ ସମ୍ପାଦନା କରିବେ ନାହିଁ । ଏଣୁ ଉକ୍ତ ପ୍ରସଙ୍ଗସବୁ ଏ ପ୍ରତିଯୋଗିତା ଭିତରେ କେବଳ ଆପଣଙ୍କ ନାମରେ ଗଣାଯିବ । ଫଳାଫଳ[ସମ୍ପାଦନା]ଏହି ଗଣସମ୍ପାଦନାରେ ସମୁଦାୟ ୭୮ଟି ନୂଅ ପ୍ରସଙ୍ଗ ଗଢ଼ାଯାଇଥିଲା ଏବଂ ମାତ୍ର ଗୋଟିଏ ପ୍ରସଙ୍ଗକୁ ଉନ୍ନତ କରାଯାଇଥିଲା ।
|