ଉଇକିପିଡ଼ିଆ:ଉଇକି ଲଭ୍‌ସ୍ ଓମେନ୍ ସାଉଥ୍ ଏସିଆ ୨୦୨୧ ଗଣସମ୍ପାଦନା

ଉଇକିପିଡ଼ିଆ‌ରୁ

ଉଇକିପିଡ଼ିଆରେ ଦକ୍ଷିଣ ଏସିଆର (ଭାରତ, ବଙ୍ଗଳାଦେଶ, ନେପାଳ, ପାକିସ୍ଥାନ, ଅଫଗାନିସ୍ଥାନ, ଶ୍ରୀଲଙ୍କା, ମାଳଦ୍ୱୀପ ଆଦି ଦେଶ) ମହିଳାମାନଙ୍କ ଆତ୍ମକଥା ପ୍ରସଙ୍ଗ ସଂଖ୍ୟା ବଢ଼ାଇବା ଓ ଲେଖାରେ ଲିଙ୍ଗଗତ ସମାନତା ଆଣିବା ପାଇଁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି

ଏହି ଗଣସମ୍ପାଦନାରେ ସମୁଦାୟ ୭୯ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଛି ।

ସମ‌ୟସୀମା[ସମ୍ପାଦନା]

୨୦୨୧ ସେପ୍ଟେମ୍ବର ୧ - ୩୦ ତାରିଖ

  1. ପୁରୁଣା କିମ୍ବା ନୂଆ ଲେଖାରେ ପାଖାପାଖି ୩୦୦୦ ବାଇଟ ଓ ଅତିକମ୍‌ରେ ୩୦୦ ଶବ୍ଦ ରହିବା ଆବଶ୍ୟକ ।
  2. ଲେଖାଟି ମେସିନ ଅନୁବାଦ ହୋଇନଥିବା ଆବଶ୍ୟକ ।
  3. ଲେଖାର ତିଆରି କିମ୍ବା ସମ୍ପ୍ରସାରଣ ୧ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ମଧ୍ୟରେ ହୋଇଥିବ ।
  4. ଲେଖାଟି ମହିଳା କିମ୍ବା ମହିଳା ସମ୍ପର୍କିତ ପ୍ରସଙ୍ଗ ହେବା ଆବଶ୍ୟକ ।
  5. ଲେଖାରେ କୌଣସି ସତ୍ତ୍ୱାଧିକାର ଉଲ୍ଲଂଘନ ହୋଇନଥିବ ଏବଂ ଏହା ଉଲ୍ଲେଖନୀୟ ହୋଇଥିବ । ଏହା ଉଇକିପିଡ଼ିଆ ନୀତି ଅନୁସାରେ ଥିବ ଏବଂ ସଠିକ ଆଧାର ଯୋଡ଼ା ହୋଇଥିବ ।
  6. ଲେଖାଟି ସମ୍ପୂର୍ଣ୍ଣ କରିବା ପରେ ଫାଉଣ୍ଟେନ୍ ଟୁଲ୍‌ରେ ଯୋଡ଼ିବା ଆବଶ୍ୟକ ।

ପୁରସ୍କାର[ସମ୍ପାଦନା]

  • ସମସ୍ତ ପ୍ରତିଯୋଗୀ ଏବଂ ଜୁରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ
  • ଅତିକମରେ ୪ଟି ପ୍ରସଙ୍ଗ ଲେଖିଥିବା ପ୍ରତିଯୋଗୀମାନଙ୍କୁ ବାର୍ଣ୍ଣଷ୍ଟାର ଦିଆଯିବ
  • ଶ୍ରେଷ୍ଠ ୩ ଜଣଙ୍କ ପ୍ରତିଯୋଗୀଙ୍କୁ ଗିଫ୍ଟ ଭାଉଚର୍ ପ୍ରଦାନ କରାଯିବ ।
    • ୧ମ ପୁରସ୍କାର : $୧୨ ଡଲାର୍
    • ୨ୟ ପୁରସ୍କାର : $୧୦ ଡଲାର୍
    • ୩ୟ ପୁରସ୍କାର : $୦୮ ଡଲାର୍

ଯୋଗ ଦିଅନ୍ତୁ[ସମ୍ପାଦନା]

ନାମ ଲେଖନ୍ତୁ[ସମ୍ପାଦନା]

ଉପର ବଟନରେ କ୍ଲିକ କରି ନିଜ ନାମ ଲେଖାନ୍ତୁ ଓ ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତୁ ।

ନିଜ ପ୍ରସଙ୍ଗ ପ୍ରତିଯୋଗିତା ତାଲିକାରେ ଯୋଡ଼ନ୍ତୁ[ସମ୍ପାଦନା]

ନୂଆ ପ୍ରସଙ୍ଗ ଲେଖିବା ବା ପୁରୁଣା ପ୍ରସଙ୍ଗ ଉନ୍ନତି କରିସାରିବା ପରେ ତାକୁ ଉପର ବଟନରେ କ୍ଲିକ କରି ଫାଉଣ୍ଟେନ ଟୁଲ୍‌ରେ ଯୋଡ଼ନ୍ତୁ ।

ନିଜ ପ୍ରସଙ୍ଗ ଏଠାରେ ଯୋଡ଼ନ୍ତୁ[ସମ୍ପାଦନା]

ଲେଖିବାକୁ ଯୋଜନା କରୁଥିବା, ବର୍ତ୍ତମାନ ଲେଖୁଥିବା ବା ଲେଖିସାରିଥିବା ପ୍ରସଙ୍ଗ ଏହି ପୃଷ୍ଠାରେ ତାଲିକାଭୁକ୍ତ କରିପାରିବେ । ଫଳରେ ଅନ୍ୟ କେହି ସେହି ପ୍ରସଙ୍ଗସବୁ ବର୍ତ୍ତମାନ ପାଇଁ ସମ୍ପାଦନା କରିବେ ନାହିଁ । ଏଣୁ ଉକ୍ତ ପ୍ରସଙ୍ଗସବୁ ଏ ପ୍ରତିଯୋଗିତା ଭିତରେ କେବଳ ଆପଣଙ୍କ ନାମରେ ଗଣାଯିବ ।

ଫଳାଫଳ[ସମ୍ପାଦନା]

ଏହି ଗଣସମ୍ପାଦନାରେ ସମୁଦାୟ ୭୮ଟି ନୂଅ ପ୍ରସଙ୍ଗ ଗଢ଼ାଯାଇଥିଲା ଏବଂ ମାତ୍ର ଗୋଟିଏ ପ୍ରସଙ୍ଗକୁ ଉନ୍ନତ କରାଯାଇଥିଲା ।

  1. ବ୍ୟବହାରକାରୀ:Aliva Sahoo: ୩୨ଟି ନୂଆ ପ୍ରସଙ୍ଗ
  2. ବ୍ୟବହାରକାରୀ:Ssgapu22: ୧୫ଟି ନୂଆ ପ୍ରସଙ୍ଗ ଓ ୧ଟି ଉନ୍ନତ
  3. ବ୍ୟବହାରକାରୀ:Hellohappy: ୧୫ଟି ନୂଆ ପ୍ରସଙ୍ଗ
  4. ବ୍ୟବହାରକାରୀ:Subas Chandra Rout: ୯ଟି ନୂଆ ପ୍ରସଙ୍ଗ
  5. ବ୍ୟବହାରକାରୀ:Psubhashish: ୬ଟି ନୂଆ ପ୍ରସଙ୍ଗ
  6. ବ୍ୟବହାରକାରୀ:Hpsatapathy: ୧ଟି ନୂଆ ପ୍ରସଙ୍ଗ