Jump to content
ଉଇକିପିଡ଼ିଆ:ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା ୨୦୧୯/ନିୟମାବଳୀ
- ଉନ୍ନତ କରିବାକୁ ଥିବା ସବୁ ପ୍ରସଙ୍ଗକୁ ଉନ୍ନତ କରିବାପରେ ଅତିକମରେ ୩୦୦ ଶବ୍ଦ ହେଉଥିବା ଆବଶ୍ୟକ ।
- ଓଡ଼ିଆ ସାହିତ୍ୟ ଉପରେ କିମ୍ବା ତଦ୍ସମ୍ବନ୍ଧୀୟ ପ୍ରସଙ୍ଗକୁ ଉନ୍ନତ କରିବେ ।
- ଅଧିକରୁ ଅଧିକ ଆଧାର ଦେବାକୁ ହେବ ।
- ଆଧାର ଭରସାଯୋଗ୍ୟ (ପ୍ରକାଶ କରିଥିବା ସଂସ୍ଥା ଉପରେ ନିର୍ଭର କରେ) ହେବା ନିତ୍ୟାନ୍ତ ଆବଶ୍ୟକ ।
- ପ୍ରସଙ୍ଗ ନୂଆ ଲେଖିଲାପରେ କିମ୍ବା ପୂର୍ବରୁ ଥିବା ପ୍ରସଙ୍ଗକୁ ଉନ୍ନତ କରିବାପରେ ନିମ୍ନରେ ଶ୍ରେଣୀ:ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣସମ୍ପାଦନା ୨୦୧୯ ଯୋଡ଼ିବାକୁ ଅନୁରୋଧ ।