ଉଇକିପିଡ଼ିଆ:ପ୍ରଶ୍ନ ପଚାରନ୍ତୁ
ଦେଖଣା
(ଉଇକିପିଡ଼ିଆ:?ରୁ ଲେଉଟି ଆସିଛି)
|
ଉଇକିପିଡ଼ିଆରେ କିଛି ପ୍ରସଙ୍ଗ ଲେଖିବା ଆଗରୁ ସହାୟତା ପାଇଁ କିଛି ସୂଚନା ତଳେ ପଢ଼ିନିଅନ୍ତୁ । ଆପଣଙ୍କୁ ଲେଖିବାରେ ସୁବିଧା ହେବ ।
|
ଓଡ଼ିଆରେ ଟାଇପ କିପରି କରିବେ?

ଡାହାଣ ପାଖ ଉପରେ ଥିବା ସର୍ଚ-ବାରରେ କ୍ଲିକ କଲେ
ଆଇକନ ଆସିବ
ସେଥିରୁ ଓଡ଼ିଆ ବାଛନ୍ତୁ
ତାଲିକାରୁ ଲେଖନୀ ବାଛନ୍ତୁ (ଯଦି ଆଉ କିଛି ଲେଆଉଟରେ ଟାଇପ କରିବା ଜାଣନ୍ତି ତାହା ମଧ୍ୟ ବାଛିପାରିବେ)
ଏବେ ଟାଇପ କଲେ ଓଡ଼ିଆ ଆସିବ
କେଉଁ ଇଂରାଜୀ ଅକ୍ଷର ଟାଇପ କଲେ କେଉଁ ଓଡ଼ିଆ ଅକ୍ଷର ଆସିବ ତାହା ଏହି ଲିଙ୍କରୁ ଦେଖନ୍ତୁ
କିପରି ଉଇକିପିଡ଼ିଆରେ ଲେଖିବେ?'
କି କି ବିଷୟରେ ମୁଁ ଲେଖିପାରିବେ? ଏଥିରେ କିଛି ଲେଖିବା ବାରଣ କି?
|
କଣ ଲେଖିବେ ନାହିଁ |
କଣ ଲେଖିବେ |
|
ଉପାଧୀବାଚକ
|
ଜଣାଶୁଣା ନାମ
|
|
ବିଶେଷଣ
|
ଲେଖାରେ ବିଶେଷଣ ନ ଦେଇ କେବଳ ତଥ୍ୟ ଦେବେ । |
|
ଲିଖନ ବିଷୟ
|
|

ବହି/ଖବରକାଗଜ/ପତ୍ରିକାରୁ ଦେଖି ଲେଖିପାରିବେ କି?
ହଁ, କୌଣସି ଜଣାଶୁଣା ପ୍ରକାଶନର ବହି ଓ ଖବରକାଗଜରୁ ତଥ୍ୟ ନେଇ ଲେଖିପାରିବେ
ଲେଖା ସିଧା ସଳଖ କପି ନ କରି ନିଜେ ଲେଖନ୍ତୁ
ଆଧାର ଦେଉଥିବା ବାକ୍ୟ/ପାରାଗ୍ରାଫର ଶେଷରେ କର୍ସର 
ଉକ୍ତ ବହିର ଆଧାର ଦେବା ପାଇଁ ଟୁଲବାରରେ ଥିବା ▼ Cite ଉପରେ କ୍ଲିକ କରନ୍ତୁ
ଟୁଲ-ବାରର ବାମ ପଟେ ଥିବା Templateରୁ ଉପଯୁକ୍ତ ଅପ୍ସନଟି ବାଛି ବହିର ସବିଶେଷ ଫର୍ମରେ ଭରନ୍ତୁ
ବଟନରେ କ୍ଲିକ କରି ଆଧାରଟି ସାଇତିବେ
- ଗୁଗୁଲ ବୁକ୍ସରୁ ଆଧାର ଖୋଜା
- Google Booksରେ ଥିବା ଜଣାଶୁଣା ବହିର ଆଧାର ଦେଇପାରିବେ । http://books.google.comରେ ସମ୍ପାଦନା କରୁଥିବା ପ୍ରସଙ୍ଗର ନାମ ଇଂରାଜୀରେ ଟାଇପ କରନ୍ତୁ । ଯଥା: ପରି ବେୱାଙ୍କ ବାବଦରେ ଖୋଜିବାକୁ "Pari Bewa" (ଉଦାହରଣ ଦେଖନ୍ତୁ) । ଖୋଜିଲା ବେଳେ ୨-୩ଟି ଅଲଗା ଅଲଗା ଉପାୟରେ ଖୋଜିଲେ ନିର୍ଦ୍ଦିଷ୍ଟ ବହି ମିଳିଯାଏ । ଶବ୍ଦର ଆଗରୁ ଓ ପଛରେ ଡବଲ-କଲୋନ (") ଚିହ୍ନ (
Pari Bewaବଦଳରେ"Pari Bewa") ଦେଇ ଖୋଜିଲେ ବେଶୀ ନିର୍ଦ୍ଦିଷ୍ଟ ବହି ମିଳେ । - ସବା ଉପର ଲିଙ୍କରେ ବହିର ନାମ ସହ କିଛି ବାକ୍ୟରେ ତଥ୍ୟ ଦିଶେ । ଠିକ ଲାଗିଲେ ସେ ଲିଙ୍କ ଉପରେ କ୍ଲିକ କରି ଖୋଲି URL (ଦେଖିବାକୁ ଏମିତି: https://books.google.co.in/books...) କପିକରନ୍ତୁ ।
- ପୁଣି https://citer.toolforge.org ସାଇଟ ଖୋଲି ଉପର ଘରେ କପି କରିଥିବା URL ପେଷ୍ଟକରନ୍ତୁ ।
- ଏବେ "Load" ଉପରେ କ୍ଲିକ କଲେ ତଳେ ଗୋଟେ କୋଡ଼ ଦିଶିବ । ସେ କୋଡ଼ କପି କରିଆଣି ଉଇକିପିଡ଼ିଆ ଲେଖାରେ ଯେଉଁ ବାକ୍ୟ ପାଇଁ ଆଧାର ଦେଉଥିବା ସେ ବାକ୍ୟ ପରେ ପେଷ୍ଟ କରିଦିଅନ୍ତୁ ।
ଗୁଗୁଲ ବୁକ୍ସ (http://books.google.com)ରୁ ଆଧାର ଖୋଜା
ଗୁଗୁଲ ବୁକ୍ସରେ ଅନେକ ଜଣାଶୁଣା ବହି ରହିଛି ଓ ପାଖାପାଖି ସବୁ ଉଇକିପିଡ଼ିଆରେ ଆଧାର ଦେବା ଲାଗି ବ୍ୟବହାର ହୋଇପାରିବ ।
କିପରି ଖୋଜିବେ?
Iramନ ଖୋଜି "Iram"ଖୋଜିଲେ ଅଧିକ ସଠିକ ଫଳାଫଳ ମିଳେ । ନହେଲେ କେଉଁ ବହିରେ Iranଥିଲେ ବି ଦେଖେଇବ । ସେହି ଭଳି ବିନା କଲନରେ pari bewa ଲେଖିବାରୁ pari ଶବ୍ଦ ଥିବା ଅନେକ ବହିର ବିଷବସ୍ତୁ ଦିଶିଲା । କିନ୍ତୁ "pari bewa" ଲେଖିବାରୁ ସ୍ୱାଧୀନତା ସଂଗ୍ରାମୀ ପରି ବେୱାଙ୍କ ଉପରେ ଥିବା ବହିର ଲିଙ୍କ ଦିଶିଲା ।୨. ଯଦି ସେ ବାକ୍ୟଗୁଡ଼ିକରେ ଆପଣ ଖୋଜୁଥିବା ବିଷୟ ଥାଏ ତାହେଲେ ସେ ବହିର ଲିଙ୍କ ଉପରେ କ୍ଲିକ କରି ତାହା ଖୋଲନ୍ତୁ ଓ ତାହାର URL (ଦେଖିବାକୁ ଏମିତି: https://books.google.co.in/books...) କପି କରନ୍ତୁ ।
୩. https://citer.toolforge.org ସାଇଟର ଉପର ଘରେ କପି କରିଥିବା URL ପେଷ୍ଟ କରନ୍ତୁ ।
୪. ଏବେ "Load" ଉପରେ କ୍ଲିକ କଲେ ତଳେ ଗୋଟେ କୋଡ଼ ଦିଶିବ । ସେ କୋଡ଼ କପି କରିଆଣି ଉଇକିପିଡ଼ିଆ ଲେଖାରେ ଯେଉଁ ବାକ୍ୟ ପାଇଁ ଆଧାର ଦେଉଥିବା ସେ ବାକ୍ୟ ପରେ ପେଷ୍ଟ କରିଦିଅନ୍ତୁ ।
ଆଗକୁ କଣ କରିବେ, କଣ ଲେଖିବେ?
କିଛି ଦରକାରୀ ସାଧନ



