ରଥଯାତ୍ରା ଗଣସମ୍ପାଦନା - ୨୦୧୬
୬ ଜୁଲାଇ ୨୦୧୬ ପୁର୍ବାହ୍ନ ୧୨ ଘଟିକାରୁ ୪ ଅଗଷ୍ଟ ୨୦୧୬ ରାତ୍ର ୧୨ ଘଟିକା
ଜଗନ୍ନାଥ ସଂସ୍କୃତିକୁ ଲିପିବଦ୍ଧ କରି ରଖିବାର ଉତ୍ସବ
ଅଂଶଗ୍ରହଣ · ପୁରସ୍କାର · ପ୍ରସଙ୍ଗ ତାଲିକା · ତଥ୍ୟ କେଉଁଠୁ ପାଇବେ · ଆକଳନ · ଖର୍ଚ୍ଚ ଅନୁରୋଧ
· କାର୍ଯ୍ୟକ୍ରମ ଅଧିସୂଚନା ଓ ଅଦ୍ୟତନ
· ଫଳାଫଳ
ଓଡ଼ିଆ ଉଇକିପିଡ଼ିଆରେ ଏହି ମାସ ଯାକ ଜଗନ୍ନାଥଙ୍କ ସଂସ୍କୃତି ବିଷୟରେ ନୂଆ ପ୍ରସଙ୍ଗ ଲିଖନ ଓ ପୁରୁଣା ଲେଖା ସୁଧାରିବାର ପ୍ରଚେଷ୍ଠା କରାଯିବ । ଆପଣ ଏଥିରେ ଭାଗ ନେଇ ସମ୍ପୃକ୍ତ ବିଷୟ ବାବଦରେ କୌଣସି ବିଷୟରେ ଲେଖିବାକୁ ଇଚ୍ଛୁକ ଥିଲେ ତଳେ ନିଜ ନାମ ଲେଖାନ୍ତୁ ।
- ଲଗ ଇନ କରିବେ ।
- ପ୍ରସଙ୍ଗ ତାଲିକାରୁ ନିଜ ପସନ୍ଦ ମୁତାବକ ପ୍ରସଙ୍ଗଟିଏ ବାଛିବେ ।
- କିପରି ନୂଆ ଲେଖାଟିଏ ଗଢ଼ିବେ କିମ୍ବା ଆଗରୁ ଥିବା ଲେଖାରେ ଅଧିକ ତଥ୍ୟ ଯୋଡିବେ ଏହି ପୃଷ୍ଠାରୁ ଶିଖିପାରିବେ । କିଛି ଅସୁବିଧା ହେଲେ ସେଠାରେ ପଚାରିପାରିବେ ।
- ଲେଖିସାରି ସବା ତଳେ "[[ଶ୍ରେଣୀ:୨୦୧୬ ରଥଯାତ୍ରା ଗଣସମ୍ପାଦନାରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ]]" ଯୋଡ଼ି ଲେଖାଟି ସାଇତିବେ ।
- ଉଲ୍ଲେଖନୀୟ ଅବଦାନ: (ଅତି କମରେ ୧୦୦ ପଏଣ୍ଟ ହାସଲ କରିଥିବା ଅଂଶଗ୍ରହଣକାରୀଙ୍କୁ ମାନପତ୍ର ଏବଂ ୨୦୦ ପଏଣ୍ଟ ହାସଲ କରିଥିବା ଅଂଶଗ୍ରହଣକାରୀଙ୍କୁ ମାନପତ୍ର ସହ ଇଣ୍ଟରନେଟ ପ୍ୟାକ ଦେଇ ସମ୍ମାନିତ କରାଯିବ ।
- ଉନ୍ନତ ଲିଖନ: ଅବଦାନକାରୀ କୌଣସି ନୂଆ ଗଢା ପ୍ରସଂଗ ଅଥବା କୌଣସି ପୁରୁଣା ପ୍ରସଂଗ ଆକାର ଦୁଇଗୁଣରୁ ଅଧିକ ବଢ଼ାଇଥିବେ ସେହି ପ୍ରସଂଗଗୁଡିକ ଗଣସମ୍ପାଦନା ଶେଷରେ ଶ୍ରେଷ୍ଠ ୧୦ଟି ପ୍ରସଂଗ ଚୟନରେ ବିଚାରକୁ ନିଆଯିବ । ଅବଦାନ କରିଥିବା ଉଇକିଆଳିଙ୍କୁ ସ୍ବତନ୍ତ୍ର ଉପହାରରେ ସମ୍ମାନିତ କରାଯିବ ।
- ଉପହାର
- (ବିଚାର ଚାଲିଛି...ଶିଘ୍ର ଏଠାରେ ଘୋଷଣା ହେବ!)
ପଏଣ୍ଟ ତାଲିକା
ପ୍ରତି ବୈଧ ୧୦୦୦ kb ଲେଖା (ନିଜେ ଘୋଷଣା କରିବେ । ପରେ ପରିଚାଳକ ଜଣେ ଲେଖାର ମାନ ଦେଖି ଏହା ବୈଧ କରିବେ। ) |
୧ ପଏଣ୍ଟ
|
ସୂଚୀରେ ଥିବା ପ୍ରସଙ୍ଗ ସମ୍ପର୍କିତ ପ୍ରତି ବୈଧ ଫଟୋ ଅପଲୋଡ଼ |
୧ ପଏଣ୍ଟ
|
ପ୍ରତି ବୈଧ ଆଧାର ଯୋଡ଼ା |
୧ ପଏଣ୍ଟ
|
ସାଙ୍ଗଙ୍କୁ ଗଣସମ୍ପାଦନା ପାଇଁ ପ୍ରେରିତ (refer a friend) ପ୍ରେରିତ ହୋଇଥିବା ସାଙ୍ଗ ଗଣସମ୍ପଦନା ଶେଷରେ ଅତି କମରେ ୧୦୦ ପଏଣ୍ଟ ସଂଗ୍ରହ କରିବା ବାଂଛନୀୟ । |
୫୦ ପଏଣ୍ଟ
|
- ଅବଦାନକାରୀ ଏହାକୁ ଦାବୀକରିବେ (ତଳ ଭାଗକୁ ଯାଆନ୍ତୁ)
- ପଏଣ୍ଟ ହିସାବରେ ପରିଚାଳକଙ୍କ ନିଷ୍ପତି ଚୂଡ଼ାନ୍ତ ନିଷ୍ପତି ହେବ
- ସର୍ତ୍ତାବଳୀ ଲାଗୁ
- ନିଷ୍ଠାରଞ୍ଜନଦାଶtalk ୦୧:୨୩, ୫ ଜୁଲାଇ ୨୦୧୬ (IST)[reply]
- --Abha S Pradhan (ମୋ ଆଲୋଚନା) ୧୦:୨୯, ୫ ଜୁଲାଇ ୨୦୧୬ (IST)[reply]
- --ସୁଭାସିସ ପାଣିଗାହି (ଆଳାପ) ୨୩:୦୯, ୬ ଜୁଲାଇ ୨୦୧୬ (IST)[reply]
- --Rajalaxmi Mishra (ମୋ ଆଲୋଚନା) ୦୦:୧୨, ୮ ଜୁଲାଇ ୨୦୧୬ (IST)[reply]
- --Aliva Sahoo (ମୋ ଆଲୋଚନା) ୨୨:୩୯, ୮ ଜୁଲାଇ ୨୦୧୬ (IST)[reply]
- --ବିକାଶ ଓଝା (ମୋ ଆଲୋଚନା) ୧୯:୧୦, ୯ ଜୁଲାଇ ୨୦୧୬ (IST)[reply]
- --ପବିତ୍ର କୁମାର ପଣ୍ଡା
- ସଂଗ୍ରାମ କେଶରୀ ସେନାପତି ଗପୁ ୧୪:୩୭, ୧୮ ଜୁଲାଇ ୨୦୧୬ (IST)[reply]
ନିଜ ସମ୍ପାଦନାକୁ ନେଇ ପଏଣ୍ଟ ହିସାବ ପାଇଁ ଏହି ପୃଷ୍ଠା ଦେଖନ୍ତୁ ।
- ସବୁବର୍ଷର ଜୁଲାଇ ମାସରେ ରଥଯାତ୍ରା ବିଶେଷାଙ୍କ ସହ ଗଣମାଧ୍ୟମ ପୃଷ୍ଠାମାନ ମଣ୍ଡନ ହୋଇଥାଏ
- ଇଂରାଜୀ ଉଇକିପିଡିଆରୁ ତଥ୍ୟ ଅନୁବାଦ କରିପାରିବେ
- କେତେକ ଇଂରାଜୀ ପିଡିଏଫ ଲିଙ୍କ-
- ବହି ଦୋକାନରୁ ଜଗନ୍ନାଥଙ୍କ ଆଧାରିତ ବହିମାନଙ୍କରେ ଅନେକ ତଥ୍ୟ ଭରି ରହିଛି (କିଛି ପିଡିଏଫ ଆକାରରେ ଅଛି ମୃତ୍ୟୁଞ୍ଜୟ କରଙ୍କୁ ପଚାରିପାରିବେ)
- ଉଇକିପାଠାଗାରର ସହାୟତା ନେଇ ପାଇରିବେ
- ଆଲୋଚନା ଏବଂ ସମ୍ପର୍କ କରିବେ: ଚାଟସଭା, ଆଲୋଚନା ସଭା,ଓଡ଼ିଆ ଉଇକିର ଅଫିସିଆଲ ଫେସବୁକ ଗୋଷ୍ଠୀ/ପୃଷ୍ଠାରେ, କିମ୍ବା ପୁରୁଖା ଉଇକିଆଳିଙ୍କୁ ସିଧା ସଳଖ ସମ୍ପର୍କ କରିପାରିବେ
- ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ସହାୟତା ମାଗିବେ:
କୌଣସି ପ୍ରସଂଗ ତଥ୍ୟ ପାଇଁ ଖବରକାଗଜ, ପତ୍ରିକା, ପୁସ୍ତକ ଆଦି ଆପଣ କିଣି ବ୍ୟବହାର କରିପାରିବେ । ସର୍ତ୍ତ ଜାଣିବା ଓ ଆବେଦନ ପାଇଁ ଏହି ପୃଷ୍ଠା ଦେଖନ୍ତୁ
|