ଉଇକିପିଡ଼ିଆ:ରଥଯାତ୍ରା ଗଣସମ୍ପାଦନା ୨୦୧୬
Jump to navigation
Jump to search
ରଥଯାତ୍ରା ଗଣସମ୍ପାଦନା - ୨୦୧୬ ୬ ଜୁଲାଇ ୨୦୧୬ ପୁର୍ବାହ୍ନ ୧୨ ଘଟିକାରୁ ୪ ଅଗଷ୍ଟ ୨୦୧୬ ରାତ୍ର ୧୨ ଘଟିକା ଓଡ଼ିଆ ଉଇକିପିଡ଼ିଆରେ ଏହି ମାସ ଯାକ ଜଗନ୍ନାଥଙ୍କ ସଂସ୍କୃତି ବିଷୟରେ ନୂଆ ପ୍ରସଙ୍ଗ ଲିଖନ ଓ ପୁରୁଣା ଲେଖା ସୁଧାରିବାର ପ୍ରଚେଷ୍ଠା କରାଯିବ । ଆପଣ ଏଥିରେ ଭାଗ ନେଇ ସମ୍ପୃକ୍ତ ବିଷୟ ବାବଦରେ କୌଣସି ବିଷୟରେ ଲେଖିବାକୁ ଇଚ୍ଛୁକ ଥିଲେ ତଳେ ନିଜ ନାମ ଲେଖାନ୍ତୁ । କିପରି ଭାଗନେବେ[ସମ୍ପାଦନା]
ପ୍ରତିଯୋଗିତା ଏବଂ ପୁରସ୍କାର[ସମ୍ପାଦନା]
ଅଂଶଗ୍ରହଣ[ସମ୍ପାଦନା]
ଦାବି ଉପସ୍ଥାପନ ଏବଂ ପଏଣ୍ଟ ହିସାବ ପୃଷ୍ଠା[ସମ୍ପାଦନା]ନିଜ ସମ୍ପାଦନାକୁ ନେଇ ପଏଣ୍ଟ ହିସାବ ପାଇଁ ଏହି ପୃଷ୍ଠା ଦେଖନ୍ତୁ । ସହାୟତା[ସମ୍ପାଦନା]
କୌଣସି ପ୍ରସଂଗ ତଥ୍ୟ ପାଇଁ ଖବରକାଗଜ, ପତ୍ରିକା, ପୁସ୍ତକ ଆଦି ଆପଣ କିଣି ବ୍ୟବହାର କରିପାରିବେ । ସର୍ତ୍ତ ଜାଣିବା ଓ ଆବେଦନ ପାଇଁ ଏହି ପୃଷ୍ଠା ଦେଖନ୍ତୁ କାର୍ଯ୍ୟକ୍ରମ ଅଧିସୂଚନା ଓ ଅଦ୍ୟତନଗୁଡ଼ିକ[ସମ୍ପାଦନା]ଫଳାଫଳ[ସମ୍ପାଦନା] |