ଉଇକିପିଡ଼ିଆ:ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନା ୨୦୧୮
Appearance
ମୁଖ୍ୟପୃଷ୍ଠା | ଆଲୋଚନା | ସୂଚନା | ସହାୟତା | ଅଂଶଗ୍ରହଣ କରିଥିବା ଉଇକିଆଳି |
ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନା ୨୦୧୮
ମୋଟ
୧୯
ପୃଷ୍ଠାରେ ସମ୍ପାଦନା କରାଯାଇଛି
ମହିଳା ସ୍ୱାସ୍ଥ୍ୟ ଗଣ ସମ୍ପାଦନା ୧ ଅକ୍ଟୋବର ରୁ ୨୪ ନଭେମ୍ବର ୨୦୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ଦରକାରୀ ପ୍ରସଙ୍ଗ ରୂପେ ପାଖାପାଖି ୨୨୯ଟି ପ୍ରସଙ୍ଗ ଗଢ଼ିବାକୁ/ଉନ୍ନତି କରିବାକୁ ଉଇକିମିଡ଼ିଆ ତରଫରୁ ପ୍ରଦାନ କରାଯାଇଥିଲା ।
ଏହା ଅତି ଗର୍ବର କଥା ଯେ ଓଡ଼ିଆ ଉଇକିପିଡ଼ିଆରେ ୨୨୯ରୁ ୧୭୦ଟି ପୃଷ୍ଠା (ପାଖାପାଖି ୭୫ ଶତକଡ଼ା ଭାଗ) ବର୍ତ୍ତମାନ ଗଢ଼ା ହୋଇସାରିଛି । ଏହାର ମୁଖ୍ୟ ଶ୍ରେୟ ଯାଉଛି ସୁବାସ ସାରଙ୍କୁ ଯିଏକି ଏହି ଗଣସମ୍ପାଦନା ପୂର୍ବରୁ ହିଁ ଅଧିକାଂଶ ପୃଷ୍ଠା ଆଗରୁ ଗଢ଼ିସାରିଥିଲେ ।
ଗଣ-ସମ୍ପାଦନାରେ ହୋଇଥିବା ପୃଷ୍ଠାଗୁଡ଼ିକ ବିଷୟରେ ପରିସଂଖ୍ୟାନ:
କ୍ରମାଙ୍କ | ଶ୍ରେଣୀ | |
---|---|---|
୧ | ମୋଟ ନୂତନ ଗଢ଼ା ହୋଇଥିବା ପୃଷ୍ଠା | ୧୭ |
୨ | ମୋଟ ବଦଳ କରାଯାଇଥିବା ପ୍ରସଙ୍ଗ | ୩ |
୩ | ମୋଟ ଉନ୍ନତ କରାଯାଇଥିବା ପ୍ରସଙ୍ଗ | ୨୦ |
୪ | ସକ୍ରିୟତାର ସହ ଅଂଶ ଗ୍ରହଣ କରିଥିବା ମୋଟ ଉଇକିଆଳି | ୫ |
୫ | ବାଇଟ ଯୋଗ | ୩୫୯,୦୦୦ |
୬ | ପୃଷ୍ଠାଗୁଡ଼ିକୁ ସେହି ସମୟରେ ଦେଖାଯାଇଛି (୩୧ ଅକ୍ଟୋବର ଯାଏଁ ) | ୮୭୫ ଥର |
କ୍ରମାଙ୍କ | ନାମ | ନୂତନ ପ୍ରସଙ୍ଗ ସଂଖ୍ୟା | ଉନ୍ନତ୍ତି କରିଥିବା ପ୍ରସଙ୍ଗ ସଂଖ୍ୟା |
---|---|---|---|
୧ | ସୌମେନ୍ଦ୍ର | ୧୨ | ୧ |
୨ | ସୁବାସ | ୨ | ୨ |
୩ | ହରିହର ପ୍ରସାଦ | ୨ | |
୪ | ଗାୟତ୍ରୀ | ୨ | |
୫ | ସଂଗ୍ରାମ | ୧ |
ନିୟମ
Lorem ipsum dolor sit amet, consectetur adipiscing elit, sed do eiusmod tempor incididunt ut labore et dolore magna aliqua. Ut enim ad minim veniam, quis nostrud exercitation ullamco laboris nisi ut aliquip ex ea commodo consequat. Duis aute irure dolor in reprehenderit in voluptate velit esse cillum dolore eu fugiat nulla pariatur. Excepteur sint occaecat cupidatat non proident, sunt in culpa qui officia deserunt mollit anim id est laborum.
|