User Talk:ansumang

Page contents not supported in other languages.
ଉଇକିପିଡ଼ିଆ‌ରୁ
Last edit by Ssgapu22
Archives: 1

ଓଡ଼ିଆ ଉଉକିପିଡ଼ିଆର ୧୦ମ ଜନ୍ମତିଥି ପାଇଁ ମତାମତ[ସମ୍ପାଦନା]

ଓଡ଼ିଆ ଉଉକିପିଡ଼ିଆର ୧୦ମ ଜନ୍ମତିଥି ପାଳନ ସମ୍ବନ୍ଧରେ ମୁଁ ପୃଷ୍ଠାଟିଏ ତିଆରି କରିଛି । ତେବେ ଜଣେ ଅଭିଜ୍ଞ ଉଇକିଆଳି ଭାବରେ ତୋର ଯୋଗଦାନ ଏହି ଉତ୍ସବରେ ତ‌ଥା ଏହି କାର୍ଯ୍ୟକ୍ରମ ପୃଷ୍ଠାରେ ଏକାନ୍ତ ଆବଶ୍ୟକ । ଆମେ ଏହି ଉତ୍ସବରେ ଅଧିକ କଣ କଣ କରିପାରିବା ସେ ବାବଦରେ ତୋର ମତ ଦେଲେ ଭଲ ହେବ । ଏହା ବାଦ ଏହି ପୃଷ୍ଠାରେ ସେସବୁ ଉଲ୍ଲିଖିତ କରି ପୃଷ୍ଠାଟିକୁ ବାକିମାନଙ୍କ ସ‌ହ ବାଣ୍ଟିବୁ । ଶୁଭେଚ୍ଛା ସ‌ହ --ସୁଭାସିସ ପାଣିଗାହି ମୋ ସାଙ୍ଗେ କ‌ଥାବାର୍ତ୍ତା ୧୦:୫୯, ୮ ଜାନୁଆରୀ ୨୦୧୪ (UTC)

ଓଡ଼ିଆ ଉଇକିପିଡ଼ିଆର ୧୦ମ ଜନ୍ମତିଥି ପାଳନ ନିମନ୍ତେ ନିମନ୍ତ୍ରଣ[ସମ୍ପାଦନା]

ଭାଇ ଜୟ ଜଗନ୍ନାଥ,
ତମେ ଜାଣିଚ ଆସନ୍ତା ଜାନୁଆରୀ ୨୮ ଓ ୨୯ ତାରିଖରେ ଓଡ଼ିଆ ଉଇକିପିଡ଼ିଆ ଦଶମ ଜନ୍ମ ବାର୍ଷିକୀ ପାଳନ ଉତ୍ସବ ପାଳନ ହେବାକୁ ଯାଉଛି। ତମ ଅବଦାନ ଅତୁଳନୀୟ, ଆଉ ତମମାନଙ୍କ ଚେଷ୍ଟା ଓ ଉଦ୍ୟମ ଏବଂ ଅବଦାନ ଯୋଗୁଁ ଓଡ଼ିଆ ଉଇକିପିଡ଼ିଆ ଆଜି ଏ ସୋପାନରେ ପହଞ୍ଚି ପାରିଛି,ଫଳରେ ଆଜି ଆମେ ମାନେ ଖୁସିର ସହିତ ଓଡ଼ିଆ ଉଇକିପିଡ଼ିଆ ସମ୍ପାଦନା କରୁଛୁ। ତମେ ଜଣେ ପରିଚାଳକ, ଅଭିଜ୍ଞ ଓ ପୁରୁଖା ସଭ୍ୟ ହିସାବରେ ଏ ଉତ୍ସବରେ ଉପସ୍ଥିତ ରହି ଉତ୍ସାହିତ କରିବା ସହିତ ମାର୍ଗଦର୍ଶନ କଲେ ଆମେ ମାନେ ଖୁସି ହେବୁ। ଅନୁରୋଧ ରହିଲା, ୨୮-୨୯ ରେ ନିଶ୍ଚୟ ଉପସ୍ଥିତ ରହିବ  :) --ଆଦିତ୍ୟ ମହାର (ମୋ ଆଲୋଚନା) ୦୬:୧୯, ୨୬ ଜାନୁଆରୀ ୨୦୧୪ (UTC)

ଜୟ ଜଗନ୍ନାଥ ଭାଇ । ମୃତ୍ୟୁଞ୍ଜୟ ଭାଇ, ଶୁଭାଶିଷ, ଶ୍ରୀକାନ୍ତ, ତୁମେମାନେ ସବୁ ଅଛ । ମୋର ମାର୍ଗଦର୍ଶନ ଦରକାର, ଆଉ ମୁଁ ଉଇକିରେ ଯାହା କିଛି କରୁଛି, ବାହାରେ କରିପାରିବିନି ;) -- ଅଂଶୁମାନ ତାର ଯୋଡ଼ିବେ? ୧୫:୪୬, ୨୬ ଜାନୁଆରୀ ୨୦୧୪ (UTC)
ଏକମତ । ଭୁବନେଶ୍ଵରରେ ଏକାଠି ମିଶି ମୁହାଁମୁହିଁ ଆଲୋଚନା କରିବା ନିମନ୍ତେ ଅପେକ୍ଷା କରି ରହୁଛି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୮:୧୧, ୨୬ ଜାନୁଆରୀ ୨୦୧୪ (UTC)
ମୁଁ ବି ଭାଇଙ୍କୁ ଜମାରୁ ଦେଖିନି । ଏଥର ତ ଯାହାହେଲେବି ଆସିବାକୁ ପଡିବ ।--ଶିତିକଣ୍ଠ (ଆଲୋଚନା) ୧୦:୩୧, ୨୬ ଜାନୁଆରୀ ୨୦୧୪ (UTC)
ଧନ୍ୟବାଦ । କ୍ଷମା କରନ୍ତୁ ମୋତେ । ବ୍ୟକ୍ତିଗତ ଅସୁବିଧା ଅଛି, ସ୍ୱାସ୍ଥ୍ୟ ଭଲ ନାହିଁ ପୁଣି ଡାକ୍ତର ପାଖକୁ ଯିବାକୁ ହେବ । ଆଖି ଖରାପ, କାଚ ଲାଗିବ :) ତଥାପି ଚେଷ୍ଟା କରିବି, ନହେଲେ ଆଉ କେବେ ଦେଖାହେବ :) -- ଅଂଶୁମାନ ତାର ଯୋଡ଼ିବେ? ୧୫:୪୬, ୨୬ ଜାନୁଆରୀ ୨୦୧୪ (UTC)

ଛାଞ୍ଚରେ ଅସୁବିଧା[ସମ୍ପାଦନା]

ଆରେ ଓଡ଼ିଆ ବ୍ରେଲି‎ ପୃଷ୍ଠାରେ ଛାଞ୍ଚ ସବୁ ଥିଲେ ବି କାହିଁକି ଆସୁନି ଟିକେ ଦେଖିବୁ କି? --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୯:୨୭, ୧୫ ମାର୍ଚ୍ଚ ୨୦୧୪ (UTC)

ଏ ପାଇଁ ସବୁ ଛାଞ୍ଚ ଇଂରାଜୀ ଉଇକିରୁ ତ? ଓଡ଼ିଆ ଊଇକିପିଡିଆ ପାଇଁ କୌଣସି ଛାଞ୍ଚରେ କିଛି ବଦଳ କରିଛୁ କି? ଯେବେଠୁ Lua script (Module NS)ର ବ୍ୟବହାର ଆରମ୍ଭ ହୋଇଛି ବହୁତ କିଛି ସହଜ ତ ହୋଇଛି ହେଲେ Error କେଉଁଠି ବୁଝି/ଜାଣିହେଉନି । -- ଅଂଶୁମାନ ତାର ଯୋଡ଼ିବେ? ୧୪:୦୧, ୧୫ ମାର୍ଚ୍ଚ ୨୦୧୪ (UTC)
ହଁ, ସବୁଗୁଡ଼ା ଇଂରାଜୀରୁ । ହେଲେ ମୁଁ ଜାଣିପାରୁନି ବ୍ରେଲି ଉପରେ ଥିବା ଫଟୋଗୁଡ଼ା କାହିଁକି ଆସୁନି ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୫:୨୫, ୧୫ ମାର୍ଚ୍ଚ ୨୦୧୪ (UTC)

ଫାଇଲ ଅପଲୋଡ଼ କରିବେ, ଅପଲୋଡ଼ ଉଇଜାର୍ଡ଼?[ସମ୍ପାଦନା]

Wikimedia Commons logo

Hello! Sorry for writing in English. As you're an administrator here, please check the message I left on MediaWiki talk:Licenses and the village pump. Thanks, Nemo ୧୯:୨୨, ୧୮ ସେପ୍ଟେମ୍ବର ୨୦୧୪ (UTC)

Puri , English Wikipedia[ସମ୍ପାଦନା]

Puri article (English Wikipedia) ରେ ଆପଣଙ୍କ ସହଜୋଗ ଆବଶ୍ୟ୍କ ମନେକରାଜାଉଛି. କୃପା କରି ଏହି ପୃଷ୍ଠାକୁ ଆସନ୍ତୁ. ମୁଂ Odia Wikipediaରେ ବେଶି active ନୁହେଂ, ତେଣୁ ଆପଣ ସିଧା English Wikipedia ରେ ଆଗାମି ବାର୍ତ୍ତା କରନ୍ତୁ. ଧନ୍ୟବାଦ. --Sainsf (ମୋ ଆଲୋଚନା) ୧୧:୫୦, ୭ ଫେବୃଆରୀ ୨୦୧୬ (IST)[reply]

We sent you an e-mail[ସମ୍ପାଦନା]

Hello Ansumang,

Really sorry for the inconvenience. This is a gentle note to request that you check your email. We sent you a message titled "The Community Insights survey is coming!". If you have questions, email surveys@wikimedia.org.

You can see my explanation here.

MediaWiki message delivery (ମୋ ଆଲୋଚନା) ୦୦:୨୩, ୨୬ ସେପ୍ଟେମ୍ବର ୨୦୨୦ (IST)[reply]

ଇଂରାଜୀ ୱିକିରୁ ଛାଞ୍ଚ ଆମଦାନୀ ଅନୁରୋଧ[ସମ୍ପାଦନା]

ମୁଁ ପ୍ରାୟତଃ ଅସ୍ତ୍ରଶସ୍ତ୍ର/ବିମାନ ଇତ୍ଯାଦିର ଓଡ଼ିଆ ଅନୁବାଦ କରେ ଇଂରାଜୀ ୱିକରୁ, ଏଥିରେ ମୁଖ୍ୟ ଅସୁବିଧା "ଇନ୍ଫୋବକ୍ସ"ରେ ହୁଏ, ଓଡ଼ିଆରେ ଅସ୍ତ୍ରଶସ୍ତ୍ର ଜନିତ କୌଣସି ପ୍ରକାରର ଛାଞ୍ଚ ଥିବା ଭଳି ଜଣା ପଡୁନି, "କ୍ଷେପଣାସ୍ତ୍ର" "ବିମାନ" "ଜାହାଜ" "ସାମରିକ ବାହନ" ଜନିତ ଛାଞ୍ଚ ଆମଦାନୀ କଲେ ଓଡ଼ିଆ ୱିକି ଟା ଆହୁରି ଭଲ ହେଇପାରିବ

ଧନ୍ୟବାଦ

How we will see unregistered users[ସମ୍ପାଦନା]

Hi!

You get this message because you are an admin on a Wikimedia wiki.

When someone edits a Wikimedia wiki without being logged in today, we show their IP address. As you may already know, we will not be able to do this in the future. This is a decision by the Wikimedia Foundation Legal department, because norms and regulations for privacy online have changed.

Instead of the IP we will show a masked identity. You as an admin will still be able to access the IP. There will also be a new user right for those who need to see the full IPs of unregistered users to fight vandalism, harassment and spam without being admins. Patrollers will also see part of the IP even without this user right. We are also working on better tools to help.

If you have not seen it before, you can read more on Meta. If you want to make sure you don’t miss technical changes on the Wikimedia wikis, you can subscribe to the weekly technical newsletter.

We have two suggested ways this identity could work. We would appreciate your feedback on which way you think would work best for you and your wiki, now and in the future. You can let us know on the talk page. You can write in your language. The suggestions were posted in October and we will decide after 17 January.

Thank you. /Johan (WMF)

୨୩:୪୮, ୪ ଜାନୁଆରୀ ୨୦୨୨ (IST)

ପରମ ବୀର ଚକ୍ର ଗଣ-ସମ୍ପାଦନାରେ ଭାଗ ନେବାକୁ ଅନୁରୋଧ[ସମ୍ପାଦନା]

ପରମ ବୀର ଚକ୍ର ଗଣସମ୍ପାଦନାରେ ଯୋଗ ଦେବାକୁ ଅନୁରୋଧ
୨୦୨୩ ସେପ୍ଟେମ୍ବର ୧୫ - ୨୦

ଆସନ୍ତା ସେପ୍ଟେମ୍ବର ୧୫ରୁ ଆରମ୍ଭ ହେଉଛି ପରମ ବୀର ଚକ୍ର ଗଣସମ୍ପାଦନା । ଆସନ୍ତୁ ମିଶି ଲେଖିବା ଭାରତୀୟ ସେନାର ସର୍ବୋଚ୍ଚ ସମ୍ମାନ ପରମ ବୀର ଚକ୍ରରେ ସମ୍ମାନିତ ୨୧ ଜଣ ସୈନିକଙ୍କ ଉପରେ ପ୍ରସଙ୍ଗ ।

ଅପେକ୍ଷାରେ,
ସଂଗ୍ରାମ କେଶରୀ ସେନାପତି (ଗପୁ)