User Talk:ansumang

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
Last edit by MediaWiki message delivery
Archives: 1

ଓଡ଼ିଆ ଉଉକିପିଡ଼ିଆର ୧୦ମ ଜନ୍ମତିଥି ପାଇଁ ମତାମତ[ସମ୍ପାଦନା]

ଓଡ଼ିଆ ଉଉକିପିଡ଼ିଆର ୧୦ମ ଜନ୍ମତିଥି ପାଳନ ସମ୍ବନ୍ଧରେ ମୁଁ ପୃଷ୍ଠାଟିଏ ତିଆରି କରିଛି । ତେବେ ଜଣେ ଅଭିଜ୍ଞ ଉଇକିଆଳି ଭାବରେ ତୋର ଯୋଗଦାନ ଏହି ଉତ୍ସବରେ ତ‌ଥା ଏହି କାର୍ଯ୍ୟକ୍ରମ ପୃଷ୍ଠାରେ ଏକାନ୍ତ ଆବଶ୍ୟକ । ଆମେ ଏହି ଉତ୍ସବରେ ଅଧିକ କଣ କଣ କରିପାରିବା ସେ ବାବଦରେ ତୋର ମତ ଦେଲେ ଭଲ ହେବ । ଏହା ବାଦ ଏହି ପୃଷ୍ଠାରେ ସେସବୁ ଉଲ୍ଲିଖିତ କରି ପୃଷ୍ଠାଟିକୁ ବାକିମାନଙ୍କ ସ‌ହ ବାଣ୍ଟିବୁ । ଶୁଭେଚ୍ଛା ସ‌ହ --ସୁଭାସିସ ପାଣିଗାହି ମୋ ସାଙ୍ଗେ କ‌ଥାବାର୍ତ୍ତା ୧୦:୫୯, ୮ ଜାନୁଆରୀ ୨୦୧୪ (UTC)

ଓଡ଼ିଆ ଉଇକିପିଡ଼ିଆର ୧୦ମ ଜନ୍ମତିଥି ପାଳନ ନିମନ୍ତେ ନିମନ୍ତ୍ରଣ[ସମ୍ପାଦନା]

ଭାଇ ଜୟ ଜଗନ୍ନାଥ,
ତମେ ଜାଣିଚ ଆସନ୍ତା ଜାନୁଆରୀ ୨୮ ଓ ୨୯ ତାରିଖରେ ଓଡ଼ିଆ ଉଇକିପିଡ଼ିଆ ଦଶମ ଜନ୍ମ ବାର୍ଷିକୀ ପାଳନ ଉତ୍ସବ ପାଳନ ହେବାକୁ ଯାଉଛି। ତମ ଅବଦାନ ଅତୁଳନୀୟ, ଆଉ ତମମାନଙ୍କ ଚେଷ୍ଟା ଓ ଉଦ୍ୟମ ଏବଂ ଅବଦାନ ଯୋଗୁଁ ଓଡ଼ିଆ ଉଇକିପିଡ଼ିଆ ଆଜି ଏ ସୋପାନରେ ପହଞ୍ଚି ପାରିଛି,ଫଳରେ ଆଜି ଆମେ ମାନେ ଖୁସିର ସହିତ ଓଡ଼ିଆ ଉଇକିପିଡ଼ିଆ ସମ୍ପାଦନା କରୁଛୁ। ତମେ ଜଣେ ପରିଚାଳକ, ଅଭିଜ୍ଞ ଓ ପୁରୁଖା ସଭ୍ୟ ହିସାବରେ ଏ ଉତ୍ସବରେ ଉପସ୍ଥିତ ରହି ଉତ୍ସାହିତ କରିବା ସହିତ ମାର୍ଗଦର୍ଶନ କଲେ ଆମେ ମାନେ ଖୁସି ହେବୁ। ଅନୁରୋଧ ରହିଲା, ୨୮-୨୯ ରେ ନିଶ୍ଚୟ ଉପସ୍ଥିତ ରହିବ  :) --ଆଦିତ୍ୟ ମହାର (ମୋ ଆଲୋଚନା) ୦୬:୧୯, ୨୬ ଜାନୁଆରୀ ୨୦୧୪ (UTC)

ଜୟ ଜଗନ୍ନାଥ ଭାଇ । ମୃତ୍ୟୁଞ୍ଜୟ ଭାଇ, ଶୁଭାଶିଷ, ଶ୍ରୀକାନ୍ତ, ତୁମେମାନେ ସବୁ ଅଛ । ମୋର ମାର୍ଗଦର୍ଶନ ଦରକାର, ଆଉ ମୁଁ ଉଇକିରେ ଯାହା କିଛି କରୁଛି, ବାହାରେ କରିପାରିବିନି ;) -- ଅଂଶୁମାନ ତାର ଯୋଡ଼ିବେ? ୧୫:୪୬, ୨୬ ଜାନୁଆରୀ ୨୦୧୪ (UTC)
ଏକମତ । ଭୁବନେଶ୍ଵରରେ ଏକାଠି ମିଶି ମୁହାଁମୁହିଁ ଆଲୋଚନା କରିବା ନିମନ୍ତେ ଅପେକ୍ଷା କରି ରହୁଛି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୮:୧୧, ୨୬ ଜାନୁଆରୀ ୨୦୧୪ (UTC)
ମୁଁ ବି ଭାଇଙ୍କୁ ଜମାରୁ ଦେଖିନି । ଏଥର ତ ଯାହାହେଲେବି ଆସିବାକୁ ପଡିବ ।--ଶିତିକଣ୍ଠ (ଆଲୋଚନା) ୧୦:୩୧, ୨୬ ଜାନୁଆରୀ ୨୦୧୪ (UTC)
ଧନ୍ୟବାଦ । କ୍ଷମା କରନ୍ତୁ ମୋତେ । ବ୍ୟକ୍ତିଗତ ଅସୁବିଧା ଅଛି, ସ୍ୱାସ୍ଥ୍ୟ ଭଲ ନାହିଁ ପୁଣି ଡାକ୍ତର ପାଖକୁ ଯିବାକୁ ହେବ । ଆଖି ଖରାପ, କାଚ ଲାଗିବ :) ତଥାପି ଚେଷ୍ଟା କରିବି, ନହେଲେ ଆଉ କେବେ ଦେଖାହେବ :) -- ଅଂଶୁମାନ ତାର ଯୋଡ଼ିବେ? ୧୫:୪୬, ୨୬ ଜାନୁଆରୀ ୨୦୧୪ (UTC)

Wikimedia Highlights from January 2014[ସମ୍ପାଦନା]

Highlights from the Wikimedia Foundation Report and the Wikimedia engineering report for January 2014, with a selection of other important events from the Wikimedia movement
Wikimedia Foundation RGB logo with text.svg
About · Subscribe/unsubscribe, ୦୯:୫୩, ୧ ମାର୍ଚ୍ଚ ୨୦୧୪ (UTC)

Wikimedians Speak[ସମ୍ପାଦନା]

CIS-A2K WikimediansSpeak logo.svg

An initiative to bring the voices of Indian Wikimedians to the world

Hi Ansumang, I am writing as Community Communications Consultant at CIS-A2K. I would like to interview you. It will be a great pleasure to interview you and to capture your experiences of being a wikipedian. You can reach me at rahim@cis-india.org or call me on +91-7795949838 if you would like to coordinate this offline. We would very much like to showcase your work to the rest of the world. Some of the previous interviews can be seen here. Thank you! --Rahmanuddin Shaik (ମୋ ଆଲୋଚନା) ୦୮:୫୭, ୭ ମାର୍ଚ୍ଚ ୨୦୧୪ (UTC)

Hello రహ్మానుద్దీన్. Thanks for all your work :) I'd like to know your experience as a Wikimedian (Is there an interview you can share the link?) I haven't done anything new which could be showcased. And my experience has been sour i prefer not to share. However if there are any questions you want to ask, please go ahead and shoot here, I'll try to answer. Thanks. -- ଅଂଶୁମାନ ତାର ଯୋଡ଼ିବେ? ୦୬:୩୭, ୨୪ ମାର୍ଚ୍ଚ ୨୦୧୪ (UTC)

ଛାଞ୍ଚରେ ଅସୁବିଧା[ସମ୍ପାଦନା]

ଆରେ ଓଡ଼ିଆ ବ୍ରେଲି‎ ପୃଷ୍ଠାରେ ଛାଞ୍ଚ ସବୁ ଥିଲେ ବି କାହିଁକି ଆସୁନି ଟିକେ ଦେଖିବୁ କି? --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୯:୨୭, ୧୫ ମାର୍ଚ୍ଚ ୨୦୧୪ (UTC)

ଏ ପାଇଁ ସବୁ ଛାଞ୍ଚ ଇଂରାଜୀ ଉଇକିରୁ ତ? ଓଡ଼ିଆ ଊଇକିପିଡିଆ ପାଇଁ କୌଣସି ଛାଞ୍ଚରେ କିଛି ବଦଳ କରିଛୁ କି? ଯେବେଠୁ Lua script (Module NS)ର ବ୍ୟବହାର ଆରମ୍ଭ ହୋଇଛି ବହୁତ କିଛି ସହଜ ତ ହୋଇଛି ହେଲେ Error କେଉଁଠି ବୁଝି/ଜାଣିହେଉନି । -- ଅଂଶୁମାନ ତାର ଯୋଡ଼ିବେ? ୧୪:୦୧, ୧୫ ମାର୍ଚ୍ଚ ୨୦୧୪ (UTC)
ହଁ, ସବୁଗୁଡ଼ା ଇଂରାଜୀରୁ । ହେଲେ ମୁଁ ଜାଣିପାରୁନି ବ୍ରେଲି ଉପରେ ଥିବା ଫଟୋଗୁଡ଼ା କାହିଁକି ଆସୁନି ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୫:୨୫, ୧୫ ମାର୍ଚ୍ଚ ୨୦୧୪ (UTC)

Wikimedia Highlights from February 2014[ସମ୍ପାଦନା]

Highlights from the Wikimedia Foundation Report and the Wikimedia engineering report for February 2014, with a selection of other important events from the Wikimedia movement
Wikimedia Foundation RGB logo with text.svg
About · Subscribe/unsubscribe, 09:53, 1 March 2014 (UTC)

Wikimedia Highlights from March 2014[ସମ୍ପାଦନା]

Highlights from the Wikimedia Foundation Report and the Wikimedia engineering report for March 2014, with a selection of other important events from the Wikimedia movement
Wikimedia Foundation RGB logo with text.svg
About · Subscribe/unsubscribe, ୧୩:୩୧, ୧ ମଇ ୨୦୧୪ (UTC)

Wikimedia Highlights from April 2014[ସମ୍ପାଦନା]

Highlights from the Wikimedia Foundation Report and the Wikimedia engineering report for April 2014, with a selection of other important events from the Wikimedia movement
Wikimedia Foundation RGB logo with text.svg
About · Subscribe/unsubscribe, ୦୪:୫୧, ୨୭ ମଇ ୨୦୧୪ (UTC)

Wikimedia Highlights from May 2014[ସମ୍ପାଦନା]

Highlights from the Wikimedia Foundation Report and the Wikimedia engineering report for May 2014, with a selection of other important events from the Wikimedia movement
Wikimedia Foundation RGB logo with text.svg
About · Subscribe/unsubscribe, ୧୬:୩୩, ୩ ଜୁଲାଇ ୨୦୧୪ (UTC)

ଫାଇଲ ଅପଲୋଡ଼ କରିବେ, ଅପଲୋଡ଼ ଉଇଜାର୍ଡ଼?[ସମ୍ପାଦନା]

Wikimedia Commons logo

Hello! Sorry for writing in English. As you're an administrator here, please check the message I left on MediaWiki talk:Licenses and the village pump. Thanks, Nemo ୧୯:୨୨, ୧୮ ସେପ୍ଟେମ୍ବର ୨୦୧୪ (UTC)

Wikimedia Highlights from January 2015[ସମ୍ପାଦନା]

Here are the highlights from the Wikimedia blog in January 2015, covering selected activities of the Wikimedia Foundation and other important events from the Wikimedia movement.
Wikimedia Foundation RGB logo with text.svg

(The Wikimedia Highlights issues from some recent months have not been distributed via this notice, but can be found in the archive.)

About · Subscribe/unsubscribe, ୨୩:୧୭, ୧୮ ଫେବୃଆରୀ ୨୦୧୫ (UTC)

Wikimedia Highlights from February 2015[ସମ୍ପାଦନା]

Here are the highlights from the Wikimedia blog in February 2015, covering selected activities of the Wikimedia Foundation and other important events from the Wikimedia movement.
Wikimedia Foundation RGB logo with text.svg
About · Subscribe/unsubscribe, ୧୯:୨୭, ୨୮ ମାର୍ଚ୍ଚ ୨୦୧୫ (UTC)

Wikimedia Highlights from March 2015[ସମ୍ପାଦନା]

Here are the highlights from the Wikimedia blog in March 2015.
Wikimedia Foundation RGB logo with text.svg
About · Subscribe/unsubscribe, ୦୧:୩୩, ୪ ମଇ ୨୦୧୫ (UTC)

Wikimedia Highlights from April 2015[ସମ୍ପାଦନା]

Here are the highlights from the Wikimedia blog in April 2015.
Wikimedia Foundation RGB logo with text.svg
About · Subscribe/unsubscribe, ୦୧:୨୪, ୧୪ ମଇ ୨୦୧୫ (UTC)

Wikimedia Highlights from May 2015[ସମ୍ପାଦନା]

Here are the highlights from the Wikimedia blog in April 2015.
Wikimedia Foundation RGB logo with text.svg
About · Subscribe/unsubscribe, ୧୯:୨୭, ୧୧ ଜୁନ ୨୦୧୫ (UTC)

Wikimedia Highlights from June 2015[ସମ୍ପାଦନା]

Here are the highlights from the Wikimedia blog in June 2015.
Wikimedia Foundation RGB logo with text.svg
About · Subscribe/unsubscribe, ୦୧:୪୨, ୧୦ ଜୁଲାଇ ୨୦୧୫ (UTC)