ବାଟ ଅବାଟ

ଉଇକିପିଡ଼ିଆ‌ରୁ
ବାଟ ଅବାଟ
ନିର୍ଦ୍ଦେଶକବୃନ୍ଦାବନ ଜେନା
କଳାକାରଅଜିତ ଦାସ
ମହାଶ୍ୱେତା ରାୟ
ବିଜୟା ଜେନା
ନାରାୟଣ ପତି
ସଙ୍ଗୀତଭୁବନେଶ୍ୱର ମିଶ୍ର
ହରିପ୍ରସାଦ ଚୌରାଶିଆ
ମୁକ୍ତିଲାଭ ତାରିଖ
୧୯୮୦
ଦେଶ ଭାରତ
ଭାଷାଓଡ଼ିଆ

ବାଟ ଅବାଟ, ୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ବୃନ୍ଦାବନ ଜେନା ।[୩] ସଙ୍ଗୀତକାର ଭୁବନେଶ୍ୱର ମିଶ୍ର ଓ ହରିପ୍ରସାଦ ଚୌରାଶିଆ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଜିତ ଦାସ ଓ ମହାଶ୍ୱେତା ରାୟ ।[୩] ବିଜୟା ଜେନା, ନାରାୟଣ ପତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ରହରିପ୍ରସାଦ ଚୌରାଶିଆ । ଗୀତିକାର ବୃନ୍ଦାବନ ଜେନା ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଆରତି ମୁଖାର୍ଜୀ, ମିନାକ୍ଷୀ ନନ୍ଦ, ପ୍ରଣବ ପଟ୍ଟନାୟକ, ଅନୁରାଧା ପୌଡ଼ୱାଲ, କେ. ଜେ. ୟେସୁଦାସ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
  2. "ଆପଣଙ୍କ ମତାମତ" (PDF). ନିତିଦିନ. 4 June 2017. Retrieved 1 October 2018.[permanent dead link]
  3. ୩.୦ ୩.୧ "ଅତୀତରୁ". ଧରିତ୍ରୀ. 23 June 2022. p. ୧୩. Archived from the original on 23 June 2022. Retrieved 23 June 2022.
  4. "ଅତୀତରୁ". ସମ୍ବାଦ. No. ଭୁବନେଶ୍ୱର. 3 November 2022. p. ୧୫. Archived from the original on 3 November 2022. Retrieved 3 November 2022.
  5. "ଭଲ ସିନେମାରେ ଅର୍ଥ ବିନିଯୋଗ କରିବା ମନୋଭାବ ଓଡ଼ିଶାରେ ବିରଳ: ଡଲି ଜେନା" (in Odia). ଓଡ଼ିଶା. 18 October 2017. Archived from the original on 14 October 2020. Retrieved 1 October 2018.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]