ପର୍ଶୁରାମ (ଓଡ଼ିଆ କଥାଚିତ୍ର)
ଦେଖଣା
ପର୍ଶୁରାମ | |
---|---|
ନିର୍ଦ୍ଦେଶକ | ସୁଧାଂଶୁ ମୋହନ ସାହୁ |
ପ୍ରଯୋଜକ | ସୀତାରାମ ଅଗ୍ରୱାଲ |
ସଂଳାପ | ରଣଜିତ ପଟ୍ଟନାୟକ |
ଚିତ୍ରନାଟ୍ୟ | ସୁଶାନ୍ତ ମଣି |
କଳାକାର | ଅରିନ୍ଦମ ରାୟ ବର୍ଷା ପ୍ରିୟଦର୍ଶିନୀ ସିଦ୍ଧାନ୍ତ ମହାପାତ୍ର ପ୍ରଦ୍ୟୁମ୍ନ ଲେଙ୍କା ହରିହର ମହାପାତ୍ର |
ସଙ୍ଗୀତ | ମନ୍ମଥ ମିଶ୍ର |
ସମ୍ପାଦକ | ସୁଶାନ୍ତ ମଣି |
ମୁକ୍ତିଲାଭ ତାରିଖ | ୨୧ ଅକ୍ଟୋବର ୨୦୧୨[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପର୍ଶୁରାମ, ୨୦୧୨ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରମ ଅଗ୍ରୱାଲ ।[୧] ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୩] ସୁଶାନ୍ତ ମଣି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ସମ୍ପାଦନା କରିଥିଲେ । ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୪]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଏବଂ ବର୍ଷା ପ୍ରିୟଦର୍ଶିନୀ ।[୫][୨][୩] ସିଦ୍ଧାନ୍ତ ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା, ହରିହର ମହାପାତ୍ର, ଅଙ୍କିତା ଭୌମିକ, ଅଜିତ ଦାସ, ସରୋଜ ଦାସ, ମାନସ ମିଶ୍ର, ସାତ୍ୟକି ମିଶ୍ର, ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ପୃଥିରାଜ ନାୟକ, ପିଙ୍କି ପ୍ରଧାନ, ପ୍ରିତୀରାଜ ସତପଥୀ ଆଦି କଲାକାରମାନେ ଏହିକଥାଚିତ୍ରଟିରେ ଅଭିନୟ କରିଥିଲେ ।[୧]
ଅଭିନୟ
[ସମ୍ପାଦନା]- ଅରିନ୍ଦମ ରାୟ[୪]
- ବର୍ଷା ପ୍ରିୟଦର୍ଶିନୀ
- ସିଦ୍ଧାନ୍ତ ମହାପାତ୍ର[୬][୭]
- ପ୍ରଦ୍ୟୁମ୍ନ ଲେଙ୍କା
- ହରିହର ମହାପାତ୍ର
- ଅଙ୍କିତା ଭୌମିକ
- ଅଜିତ ଦାସ
- ସରୋଜ ଦାସ
- ମାନସ ମିଶ୍ର
- ସାତ୍ୟକି ମିଶ୍ର
- ବିଜୟ ମହାନ୍ତି
- ପିଣ୍ଟୁ ନନ୍ଦ
- ପୃଥିରାଜ ନାୟକ
- ପିଙ୍କି ପ୍ରଧାନ
- ପ୍ରିତୀରାଜ ସତପଥୀ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନ୍ମଥ ମିଶ୍ର । ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୩]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ମଣିଷ ସମୟର ଦାସ" | |
2. | "ହୃଦୟର ସ୍ପନ୍ଦନରେ" | |
3. | "ପର୍ଶୁରାମ" | |
4. | "ପ୍ରେମ ନ ମିଳିଲେ" | |
5. | "ଝିଟିପିଟି ଝିଟିପିଟି" | |
6. | "ସାରାରା ସିଲି ସିଲି" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ Mohapatra, Mrudu M. (21 October 2012). "Odia Film Parshuram reviews". Odia Live. Retrieved 16 November 2017.
- ↑ ୨.୦ ୨.୧ "Parshuram New Film of Sarthak". Incredible Orissa. 8 July 2012. Retrieved 16 November 2017.
- ↑ ୩.୦ ୩.୧ ୩.୨ "Parshuram Odia Movie Official Posters". Incredible Orissa. 8 September 2012. Retrieved 16 November 2017.
- ↑ ୪.୦ ୪.୧ "Parshuram Oriya Movie Mahurat". Incredible Orissa. 11 August 2012. Retrieved 16 November 2017.
- ↑ "ଏହି ନାୟିକାମାନଙ୍କ ସହ ପ୍ରଥମ ସିନେମାରେ ଅରିନ୍ଦମ୍ ବନାଇଥିଲେ ହିଟ୍ ଯୋଡି | Sambad". Sambad. 1 September 2018. Archived from the original on 4 September 2018. Retrieved 1 September 2018.
- ↑ "ଏହି ଅଭିନେତାଜଣକ ଆହତ ହେବାପରେ ସିଦ୍ଧାନ୍ତଙ୍କୁ ମିଳିଥିଲା ଏକ ଦମଦାର୍ ଭୂମିକା | Sambad". Sambad. 3 September 2018. Retrieved 4 September 2018.
{{cite news}}
: no-break space character in|title=
at position 68 (help) - ↑ "ପୁଣି ଭିନ୍ନ ଧରଣର ଭୂମିକାରେ ନଜର ଆସିବେ ସିଦ୍ଧାନ୍ତ". Sambad. 21 May 2023. Archived from the original on 18 September 2023. Retrieved 18 September 2023.