ଧରିତ୍ରୀ (୧୯୭୩ର କଥାଚିତ୍ର)
ଦେଖଣା
| ଧରିତ୍ରୀ | |
|---|---|
ଧରିତ୍ରୀ (୧୯୭୩ର କଥାଚିତ୍ର) କଥାଚିତ୍ରର ପୋଷ୍ଟର | |
| ନିର୍ଦ୍ଦେଶକ | ନିତ୍ୟାନନ୍ଦ ପାଲିତ |
| ପ୍ରଯୋଜକ | ଧିର ବିଶ୍ୱାଳ |
| କାହାଣୀ | ଶ୍ରାବଣୀ |
| କଳାକାର | ଶ୍ରୀରାମ ପଣ୍ଡା, ଧୀର ବିଶ୍ୱାଳ, ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ |
| ସଙ୍ଗୀତ | ଉପେନ୍ଦ୍ର କୁମାର |
ମୁକ୍ତିଲାଭ ତାରିଖ | ୧୯୭୩ [୧] |
| ଦେଶ | |
| ଭାଷା | ଓଡ଼ିଆ |
ନିତ୍ୟାନନ୍ଦ ପାଲିତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଧରିତ୍ରୀ ୧୯୭୩ ମସିହାରେ ମୁକ୍ତିଲାଭ କରିଥିଲା । [୨]
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ଧରିତ୍ରୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତ ଓ ସଙ୍ଗୀତ
[ସମ୍ପାଦନା]- ସଙ୍ଗୀତକାର: ଉପେନ୍ଦ୍ର କୁମାର
ଗୀତ ଗୁଡ଼ିକର ସାରଣୀ
[ସମ୍ପାଦନା]| କ୍ରମ | ଗୀତ | ଗୀତିକାର | ଗାୟକ / ଗାୟିକା |
|---|---|---|---|
| ୧ | ସ୍ବର୍ଗାଦପି ଗରୀୟସୀ | ଶିବବ୍ରତ ଦାସ | ଶ୍ଯାମଲ ମିତ୍ର |
| ୨ | ମୋହନ ହେ ମୋହନ | ନାରାୟଣ ପ୍ରସାଦ ସିଂହ | ନିର୍ମଳା ମିଶ୍ର |
| ୩ | ପୀରତି ତୋର ଦୂରୁ ଜୁହାର | ବୃନ୍ଦାବନ ଜେନା | ଚିତ୍ତ ଜେନା ଓ ସିପ୍ରା ବୋଷ |
| ୪ | ସପନର ପଥେ ପଥେ | ଶିବବ୍ରତ ଦାସ | ମହମ୍ମଦ ସିକନ୍ଦର ଆଲାମ |
| ୫ | ବାରମ୍ବାର ଦେଲେ ପରିଚୟ | ନନ୍ଦକିଶୋର ସିଂହ | ମହମ୍ମଦ ସିକନ୍ଦର ଆଲାମ ଓ ସିପ୍ରା ବୋଷ |
| ୬ | ପ୍ରାଣନାଥ ନଇଲେ ତ | ବନମାଳୀ ଦାସ | ସିପ୍ରା ବୋଷ |
ଟୀକା
[ସମ୍ପାଦନା]- ↑ ସିନେ ସମ୍ବାଦ, ଅଗଷ୍ଟ ୧୯୯୭, ପୃଷ୍ଠା-୮୧
- ↑ Debut film of Shriram Panda: Dharitri
- ↑ "ଆଜି ଜନ୍ମଦିନ". ସମ୍ବାଦ ୨୦/୦୬/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 25 June 2017. Retrieved 20 June 2017.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଧରିତ୍ରୀ