ଦିଲ୍ ତ‌ତେ ଦେଇଚି

ଉଇକିପିଡ଼ିଆ‌ରୁ
ଦିଲ୍ ତ‌ତେ ଦେଇଚି
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକଉତ୍ତମ ଚାନ୍ଦ ଜୈନ
ସଂଳାପନିର୍ମଳ ନାୟକ
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀସଞ୍ଜୟ ନାୟକ
କଳାକାରସବ୍ୟସାଚୀ ମିଶ୍ର, ପ୍ରିୟା ଚୌଧୁରୀ, ବିଜୟ ମହାନ୍ତି, ତନ୍ଦ୍ରା ରାୟ, କୁନା ତ୍ରିପାଠୀ, ବିରେନ ମିଶ୍ର, ହରିହର ମହାପାତ୍ର
ସଙ୍ଗୀତମନ୍ମଥ ମିଶ୍ର
ଚିତ୍ରଗ୍ରହଣଏସ୍ ରଞ୍ଜନ
ସମ୍ପାଦକସଞ୍ଜୟ ନାୟକ
ମୁକ୍ତିଲାଭ ତାରିଖ
୧୧ ଜୁନ ୨୦୧୦
ଦେଶ ଭାରତ
ଭାଷାଓଡ଼ିଆ

ଦିଲ୍ ତ‌ତେ ଦେଇଚି, ୨୦୧୧ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଉତ୍ତମ ଚାନ୍ଦ ଜୈନ । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହଣୀ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ମନ୍ମଥ ମିଶ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଏବଂ ପ୍ରିୟା ଚୌଧୁରୀ[୧]ବିଜୟ ମହାନ୍ତି, ତନ୍ଦ୍ରା ରାୟ, କୁନା ତ୍ରିପାଠୀ, ବିରେନ ମିଶ୍ର, ଅଙ୍କିତା ଭୌମିକ, ମିହିର ଦାସ, ହରିହର ମହାପାତ୍ର, ବିଜୁ ବଡ଼ଜେନା, ଗୌର ଆଚାର୍ଯ୍ୟ, ସଚିନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନ୍ମଥ ମିଶ୍ରବସନ୍ତରାଜ ସାମଲ, ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ସୁଜିତ୍ର ପରିଜା ଆଦି ଗୀତିକାର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଉଦିତ ନାରାୟଣ, ମହ‌ମଦ ଅଜିଜ୍, କ୍ରୀଷ୍ଣା ମିଶ୍ର, ଅଭିଜିତ ମିଶ୍ର, ତପୁ ମିଶ୍ର, ଇରା ମହାନ୍ତି, ଶାନ୍, ଅରୂପା ଦାସ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ସୁନେଲୀ ହାତରେ" 
2."ଦେଖିଲେ ଖାଲି" 
3."ପାଟି ଆଜି" 
4."ଏ ମାଟି ଏ ମହକ" 
5."ମୋ ପଞ୍ଜୁରୀ କରି" 
6."ଭିଜା ଓଠେ" 

ଆଧାର[ସମ୍ପାଦନା]

  1. "ଏ ଦୁଇ ଓଲିଉଡ୍‌ ନାୟିକା ଦୁଇ ବର୍ଷ ହେବ ପରଦାରେ ଦେଖା ଦେଇନାହାନ୍ତି". sambad.in. 29 December 2016. Retrieved 30 November 2017.
  2. "ପାଗଳପ୍ରେମୀ ସବ୍ୟସାଚୀ କ'ଣ ସତରେ ଫସିଗଲେ?". OdishaLIVE (in Odia). ଓଡ଼ିଶା. 29 April 2018. Archived from the original on 12 August 2020. Retrieved 2 September 2018.{{cite news}}: CS1 maint: unrecognized language (link)
  3. "ଫିଲ୍ମ ଛାଡ଼ି ଟେଲି ଦୁନିଆରେ ବ୍ୟସ୍ତ ପ୍ରିୟା". sambad.in. 29 September 2016. Retrieved 30 November 2017.
  4. "ଏହି ଜଣାଶୁଣା ନାୟକଙ୍କ ସହ ବି ନଜର ଆସିଥିଲେ ପ୍ରିୟା". ସମ୍ବାଦ. ଭୁବନେଶ୍ୱର: sambad.in. 12 August 2022. Archived from the original on 24 October 2022. Retrieved 24 October 2022.

ବାହାର ଆଧାର[ସମ୍ପାଦନା]