ଝୋଟି ଚିତା
Appearance
(ଝୋଟିରୁ ଲେଉଟି ଆସିଛି)
![](http://upload.wikimedia.org/wikipedia/commons/thumb/3/3b/Jhoti_chita.jpg/220px-Jhoti_chita.jpg)
ଝୋଟି ଚିତା ଓଡ଼ିଆ ଚଳଣିର ଏକ ହାତକଳା । ଏହା ମାଣବସା ଗୁରୁବାରରେ ଘର ଅଗଣାରେ ଅଙ୍କା ଯାଇଥାଏ । [୧]ଏହା ଚାଉଳବଟାରେ ତିଆରି ପିଠଉରେ ଅଙ୍କା ଯାଇଥାଏ । [୨]
ବିଶେଷତା
[ସମ୍ପାଦନା]ଘରେ ଲକ୍ଷ୍ମୀଙ୍କ ଆବାହନ କରିବା ନିମନ୍ତେ ଓଡ଼ିଆ ଘରଣୀମାନେ ଘର ଅଗଣାକୁ ଗୋବରରେ ଲିପା ପୋଛା କରି ସେଥିରେ ଝୋଟି ଚିତା ମାନ ପକାଇଥାନ୍ତି । କାନ୍ଥ ଓ ଦୁଆରମୁହଁରେ ମଧ୍ୟ ଏହି ଚିତା ସବୁ ପକାଯାଇଥାଏ ।
![](http://upload.wikimedia.org/wikipedia/commons/thumb/7/7f/JhotiArts.jpg/220px-JhotiArts.jpg)
ଗ୍ୟାଲେରି
[ସମ୍ପାଦନା]ଆଧାର
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]- Jhoti, Chita, Muruja Archived 2011-12-06 at the Wayback Machine.
- Jhoti and Chita Archived 2011-11-05 at the Wayback Machine.
- ଓଡ଼ିଆ ଝୋଟିର ନମୁନା
![](http://upload.wikimedia.org/wikipedia/commons/thumb/4/4a/Commons-logo.svg/30px-Commons-logo.svg.png)
ଉଇକିମିଡ଼ିଆ କମନ୍ସରେ Jhoti
ବାବଦରେ ମାଧ୍ୟମ ରହିଛି ।