ଚାଉଳ

Oryza sativa, commonly known as Asian rice
ଚାଉଳ ହେଉଛି ଧାନରୁ ତିଆରି ଏକ ଖାଦ୍ୟ ପଦାର୍ଥ । ଏହାକୁ ରୋଷେଇ କରି ଖିଆଯାଏ । ଭାରତ ତଥା ଓଡ଼ିଶାରେ ଚାଉଳକୁ ଏକ ମୁଖ୍ୟ ଖାଦ୍ୟ ଭାବେ ବିବେଚିତ କରିଥାନ୍ତି ।
ବ୍ୟବହାର[ସମ୍ପାଦନା]
ଚାଉଳ ବିଭିନ୍ନ ପ୍ରକାରର ଥାଏ । ଯେମିତିକି
- ଭାତ ଚାଉଳ
- ମୁଢି ଚାଉଳ
- ଖିରୀ ଚାଉଳ
- ଉଖୁଡା ଚାଉଳ
ଭାତ କରଯାଉଥିବା ଚାଉଳ ମଧ୍ୟ ଦୁଇ ପ୍ରକାରର
ଚାଷ ଓ ପ୍ରଣାଳୀ[ସମ୍ପାଦନା]
ଚାଉଳ ଧାନରୁ ବାହାରି ଥାଏ ବା ପ୍ରସ୍ତୁତ କରାଯାଇଥାଏ । ପ୍ରଥମେ ଧାନଚାଷ କରାଯାଇଥାଏ । ଧାନ ଅମଳ ପରେ ବିଭିନ୍ନ ଉପାୟରେ ଧାନରୁ ଚାଉଳ ହୁଏ।
ଇତିହାସ[ସମ୍ପାଦନା]
ଆଧାର[ସମ୍ପାଦନା]
ବାହାର ଲିଙ୍କ[ସମ୍ପାଦନା]

ବାବଦରେ ଉଇକିପୋଥି ରାନ୍ଧଣା ପୋଥିରେ ଏକ ରାନ୍ଧଣା ପ୍ରଣାଳି ଅଛି ।

ଚାଉଳ ଶବ୍ଦଟି ଉଇକି ଅଭିଧାନରେ ଖୋଜନ୍ତୁ ।

ଉଇକିମିଡ଼ିଆ କମନ୍ସରେ Rice
ବାବଦରେ ମାଧ୍ୟମ ରହିଛି ।

ଉଇକି କଥାରେ ଚାଉଳ ସମ୍ବନ୍ଧୀୟ ଅନେକ ଲୋକବାଣୀ ରହିଛି
- ଚାଉଳ at Curlie
- International Rice Research Institute
- Rice latest trade data on ITC Trade Map
- Global Rice Science Partnership
- Rice Today magazine
- Calories in rice
- Interviews with Pioneers of Rice Research
- Rice Knowledge Bank
- A Brief History of Rice (p. 9 – p. 12)
- A Cuban Skirmish for Rice by Isbel Diaz Torres, Havana Times, June 16, 2010
- National Food Authority.
- Philippine Rice Research Institute.
- Safe Storage of Cooked Rice
- Rice Research and Practice